ସ୍ନାନବେଦୀକୁ ବିଜେ କଲେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥ | Puri Snana Jatra 2026 Live | Jay Jagannath TV
ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିର ସ୍ନାନବେଦୀରୁ ଦେଖନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା 2026 ର ଭବ୍ୟ ସିଧାପ୍ରସାରଣ। 🙏✨ ଭକ୍ତି, ଆସ୍ଥା ଓ ଦିବ୍ୟ ଦର୍ଶନର ଏହି ପବିତ୍ର ଅବସରରେ ଦର୍ଶନ କରନ୍ତୁ ମହାପ୍ରଭୁଙ୍କ ମହାସ୍ନାନ ନୀତି, ସ୍ନାନଯାତ୍ରା ଓ ବିଶ୍ୱପ୍ରସିଦ୍ଧ ହାତୀବେଶ। 📍 Live from Snana Bedi, Shri Jagannath Temple, Puri 📺 କେବଳ ଜୟ ଜଗନ୍ନାଥ ଟିଭି ଚାନେଲ୍ରେ ଜୟ ଜଗନ୍ନାଥ 🙏 #SnanaPurnima2026 #jayjagannathtvlive #snanayatra2026 #snanajatra2026 "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ପ୍ରଥମ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U

ମର୍ତ୍ତ୍ୟରେ ମାନବୀୟଲୀଳା କରୁଛନ୍ତି ମହାପ୍ରଭୁ | Puri Snana Jatra 2026 Live | Jay Jagannath TV

PM Modi receives Guardian of the Blue Horizon // Canderes New Brand Ambassador

🔴LIVE| ଶ୍ରୀକ୍ଷେତ୍ର ପୁରୀରୁ ସିଧାପ୍ରସାରଣ | Bana Paribartan | Sandhya Alati | 24-06-2026 | Bhakti Odisha

ସ୍ନାନବେଦୀରେ ଶ୍ରୀଜୀଉଙ୍କ ବେଶ ଶୃଙ୍ଗାର | Puri Snana Jatra 2026 Live | Jay Jagannath TV

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଓ ମଙ୍ଗଳମୟଙ୍କ ମଙ୍ଗଳ ଆଳତି ହେଲା ଏକତ୍ର | Snana Jatra 2026 | Jay Jagannath TV

ଜଗନ୍ନାଥ ଙ୍କ କାହାଣୀ || ପ୍ରବଚନ || Jagannath story #story #video #jagannath

Top 3 Jagannath Bhajana 2026 | ସ୍ନାନ ପୂର୍ଣ୍ଣିମା ସ୍ପେଶାଲ୍ | new odia jagannatha bhajana@Babymilon

କେମିତି ଏତେ କନ୍ଫିଡେଣ୍ଟ ନବୀନ ? Naveen Patnaik's Confidence |How BJD Plans To Come Back In 2029 ! N18V

ସ୍ନାନବେଦୀକୁ ବିଜେ କଲେ ପ୍ରଭୁ ଭାଇ ଭଉଣୀ ସହ Puri Snana Jatra 2026 Live Jay Jagannath TV

Sri Jagannath Mandir Ka Rahashya: Jagatguru Adi Shankaracharya & History | Surya Sarathi Roy | TRS

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

🔴LIVE - Snana Yatra of Lord Jagannath// ସ୍ନାନ ଯାତ୍ରା ସିଧାପ୍ରସାରଣ//Snana Jatra//Snana Purnima 2026

ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତି ଦର୍ଶନ | Snana Jatra 2026 | Jagannath Dham Puri

🔴NON-STOP LIVE | ମହାପ୍ରଭୁଙ୍କ ସ୍ନାନଯାତ୍ରା | Snana Purnima 2026 | Jagannath Temple | Rath Yatra| OTV

Day - 1 | Shri Jagannath Rasamrit Katha live With - Pujya Shri Indresh Ji Maharaj - Puri - OD

Day-07| श्री शिव महापुराण कथा | पूज्य पंडित प्रदीप जी मिश्रा | बठिंडा,पंजाब#shivpuran #shivmahapuran

Divine Splendor at Puri: Holy Trinity Enters Snana Mandap in Grand Snana Purnima 2026

ଆଜି(27-Jun)ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟା ଆଳତି ଦର୍ଶନ | Jay Jagannath TV

Jagannath Temple Mystery- History, Secrets, Tantric Practices | Surya Roy on Body to Beiing- Shlloka

