ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଚତୁର୍ଥ ସ୍କନ୍ଧର ୨୧ ଅଧ୍ୟାୟ | Jay Jagannath TV

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 #jayjgannathtvlive #namitaagrawal #sidharthtv Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସ୍କନ୍ଧ-୭, ଅଧ୍ୟାୟ-୮ | Jay Jagannath TV
▶︎

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଚତୁର୍ଥ ସ୍କନ୍ଧର ୮ମ ଅଧ୍ୟାୟ | Jay Jagannath TV

🔴 LIVE | ଶ୍ରୀଜଗନ୍ନାଥ ମନ୍ଦିର ପୁରୀରୁ ସିଧା ପ୍ରସାରଣ | Jagannath Puri Live Darshan Today | A1 ODISHA TV

🚩ମୋ ସୁଖରେ ଜଗନ୍ନାଥ🙏| New Odia Jagannath Bhajan 2026|Superhit Nonstop Bhakti Song|Odia Bhajan Jukebox

शुक्रवार भक्ति भजन : सर्वमंगल मांगल्ये, ॐ भूर्भुवः स्वः, या देवी सर्व भूतेषु , दुर्गा चालीसा व आरती

ଆହେ ନୀଳ ଶଇଳ ଶ୍ରୀଜଗନ୍ନାଥ ଙ୍କ ଭାବପୂର୍ଣ୍ଣ ଭଜନ ଶୁଣିଲେ ସବୁ ଦୁଃଖ କଷ୍ଟ ଦୂର ହୁଏ | Best Jagannath Bhajan 2026

ଜଗନ୍ନାଥ ନାମ ଉଚ୍ଚାରଣରେ ମିଳେ ଅପୂର୍ବ ଭକ୍ତି ରସ! ପ୍ରଭୁଙ୍କ ନାମ ଜପ କରିବାର ଚମତ୍କାରୀ ଶକ୍ତି | Jay Jagannath TV

Gajendra Moksha Stotra | Odia Bhagabata | ଓଡ଼ିଆ ଭାଗବତ ରୁ ଉଧୃତ ସମ୍ପୂର୍ଣ ଗଜେନ୍ଦ୍ର ମୋକ୍ଷ ସ୍ତୋତ୍ର |

Best Of Iskcon Kirtan | Hare Krishna, Hare Ram | Peaceful Mahamantra for Peace & Devotion

BOLE HUNTI (MANABASA GURUBAR GITA)ମାଣବସା ଗୁରୁବାର ଗୀତ-ବୋଲେ ହୁଁ ଟି | Namita Agrawal | Sidharth TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସପ୍ତମ ସ୍କନ୍ଧର ୧୦ମ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସ୍କନ୍ଧ-୪, ଅଧ୍ୟାୟ-୨୨ | Jay Jagannath TV

ମହାପ୍ରଭୁଙ୍କ ସ୍ୱର ସେବିକା ନମିତା ଅଗ୍ରୱାଲଙ୍କ କଣ୍ଠରେ ଭାଗବତ ପ୍ରଥମ ସ୍କନ୍ଦର ୧୫ ଅଧ୍ୟାୟ

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ୱାଦଶ ସ୍କନ୍ଧର ୧୨ ଅଧ୍ୟାୟ | Jay Jagannath TV

Srikrushna Gobinda Hare Murare ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ | Namita Agrawal | ହେ ନାଥ ନାରାୟଣ ବାସୁଦେବ

O Jagannath, listen to my call | Odia Bhajan | Jagannath Bhajan | Bhakti Geet | Puri Jagannath

LIVE | ଶ୍ରୀଜଗନ୍ନାଥ ଧାମରୁ  ସିଧାପ୍ରସାରଣ | Sandhya Alati,Pataka Lagi ,ShreeJagannath Dham .

ପତକାଲାଗି ଦର୍ଶନ କଲେ ଭାଙ୍ଗିଥିବା ସମ୍ପର୍କ ଯୋଡି ହେଇଯାଏ | 31-May-PATAKALAGI FULL VIDEO | Jay Jagannath Tv

JAY MAA LAXMI SAHASRANAMA - (Mantra) ଲକ୍ଷ୍ମୀ ସହସ୍ରନାମ | Suchitra,Sangita,Sumitra | Sidhant Music

ଷାଠିଏ ପଉଟି ଭୋଗରୁ ତୁମର ଓ ଅନ୍ୟାନ୍ୟ ଭିକାରୀ ବଳଙ୍କ ଜଗନ୍ନାଥ ଭଜନ - Sathie Pauti Bhogaru | Jagannatha Bhajan