୩ ବର୍ଷ ର ସ୍ମୃତି ନେଇ ଫେରିଲି ଘରକୁ //The End of a beautiful chapter#ossksatpathy #pocovlog#mlo#satpathy

👇👇👇👇Follow the Odisha Styler S K Satpathy Group channel on WhatsApp: https://whatsapp.com/channel/0029Vady... ଏହି ଭିଡିଓ ଟି ୧୮:୦୪୨୦୨୬ ଦିନ ର , ଯେଉଁ ଦିନ ମୁଁ ମୋର ଭୋଡା ଘର ସମ୍ପୂର୍ଣ୍ଣ ଭାବରେ ଛାଡି ଘର କୁ ଆସିଲି । ଭିଡ଼ିଓ ଟି ରେ ମୋର ୩ ବର୍ଷ ର ସ୍ମୃତି , ମଜା ମସ୍ତି ର କିଛି ମୁହୂର୍ତ୍ତ, ଏବଂ ବହୁତ୍ କିଛି ଅଜଣା ସ୍ମୃତି । ଯେତେ ବେଳେ ମୁଁ ଏଠିକୁ ପ୍ରଥମ ଥର ପାଇଁ ଆସିଥିଲି , କିଛି ଜାଣିପାରୁ ନ ଥିଲି , ଭକୁଆ ପରି ହେଇଯାଉ ଥିଲି । ଧିରେ ଧିରେ ସବୁ ଜିନିଷ ଜାଣିପାରିଲି,ଲୋକ ମାନଙ୍କ ସହ ଚିହ୍ନା ଜଣା ହେଲି, ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହ ମିଶିଲି ପରେ ପରେ ସାଙ୍ଗ ସାଥି କଲି । 24: August:2023 ରେ ଆରମ୍ଭ କରିଥିଲି ମୋର ପ୍ରଥମ କ୍ଲାସ୍ ଏବଂ ମୋର ମନେ ପଡୁଛି ସେହି ଦିନ ଗୁରୁବାର ଥିଲା , ବାପା ଆଉ ମା କହିଥିଲେ ଗୁରୁବାର ଦିନ ଶିକ୍ଷା ଆରମ୍ଭ କଲେ ଭଲ ସେଥି ପାଇଁ ବସ୍ ରେ ପ୍ରଥମ କ୍ଲାସ୍ କରି ଯାଇଛି ଏବଂ 24: Match:2026 ମଙ୍ଗଳବାର ଦିନ ଶେଷ କ୍ଲାସ, ଗୋଟିଏ ଆଶ୍ଚର୍ଯ୍ୟ ର କଥା ଏହା ଯେ ମୁଁ ୨୪ ତାରିଖ ରେ ଆରମ୍ଭ କରି ୨୪ ତାରିଖ ରେ ଶେଷ କଲି ଏବଂ ଏହି କଥା ମୁଁ ଶେଷ କ୍ଲାସ କରି ଫେରିବା ବେଳେ ଭାବିଲି, ମୋତେ ଲାଗିଲା ଯେ ଏହା କି ପ୍ରକାର ସଂଯୋଗ ଜଣା ନାହିଁ । ଏବଂ ତା ପର ଠାରୁ କଥା ଆରମ୍ଭ କରୁଛି । ପ୍ରଥମେ ମୁଁ କେବଳ ଶ୍ରେଣୀ ଗୃହ କୁ ଯାଏ ଏବଂ ଯାହା ପଢ଼ାନ୍ତି ପଢ଼ି କି ଆସେ ଧିରେ ଧିରେ ପଢା ଶୈଳୀ syllabus ଏହି ସବୁ ବୁଝିଲି ତା ପରେ ଆସିଗଲା ନୂଆ-ଓ ଯୁବ -ଓଡ଼ିଶା ନବୀନ - ଓଡ଼ିଶା ତା ପରେ ମୁଁ ଏବଂ ମୋର ସବୁ ସାଙ୍ଗ ମନେ ପଢ଼ା ପଢ଼ି ବେଶୀ କରିପାରୁ ନି କେବଳ ପ୍ରତିଯୋଗିତା,ଆନୁଷ୍ଠାନିକ କାର୍ଯ୍ୟକ୍ରମ rally ଏହି ସବୁ କରୁ ଥିଲୁ , (ଆପଣ ମାନେ ଚାହିଁଲେ ଚ୍ୟାନେଲ ରେ ଭିଡ଼ିଓ କିଛି ଅଛି ଦେଖି ପାରିବେ) ମୁଁ ପ୍ରତିଯୋଗିତା ରେ ଭାଗ ନେବା କୁ ଭଲ ପାଏ କିନ୍ତୁ କାହିଁକି କେ ଜାଣି ମୁଁ କେବେ ପ୍ରଥମ କଥା ଦୁରେ ଥାଉ କୌଣସି ସ୍ଥାନ ଅଧିକାର କରି ପରେ ନାହିଁ, କିନ୍ତୁ ତା ପୂର୍ବରୁ ମୁଁ ବହୁତ୍ ସ୍ଥାନ ରୁ ବହୁତ୍ ପୁରସ୍କାର ଗ୍ରହଣ କରିଛି( ଯେପରି କି+୨ ରେ ତାହାର ଭିଡ଼ିଓ ମଧ୍ଯ ଚ୍ୟାନେଲ ରେ ଅଛି) ବହୁତ୍ ଦୁଃଖ ଲାଗୁଥିଲା ଯେ ମୁଁ ତ ସମସ୍ତ ସ୍ଥାନ ରେ ପ୍ରଥମ ହୁଏ ଏଠି କିପରି ହେଇ ପାରୁ ନି ଯଦି ବି ହୁଏ ତା ହେଲେ ତୃତୀୟ ସ୍ଥାନ ରେ ରହେ ଏପରି କି ଆମ ବିଭାଗ ର sir ମଧ୍ୟ ଶେଷ କୁ କହିଲେ ଯେ ମନ ବୁଝେଇବା ପାଇଁ ତୁମେ ଖାଲି ଭାଗ ନିଅ କେବେ ଭଲ ପୁରସ୍କାର ଟିଏ ପାଇ ନାହଁ କି କେବେ ପାଇ ବି ପାରିବନି ଏତେ କଥା ଶୁଣିଲା ପରେ ବି ମୋ ମନ ରେ ଥିବା ଭୋକ ଏବଂ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେବା ର ଆଗ୍ରହ କମି ନ ଥିଲା, ମୋର ହେତୁ ପାଇବା ଦିନ ଠାରୁ ମନ ରେ ଭାବେ ଯେ ଭାଗ ନେବା ରେ ଯଦି ପଇସା ପଡୁଛି ତା ହେଲେ ନେବିନି କିନ୍ତୁ ଏଠି ତ ବିନା ଖର୍ଚ୍ଚ ରେ ଭାଗ ନେଇ ହେଉଛି ମୁଁ କାହିଁକି ମିଶିବି ନାହିଁ ସବୁ ଥୀରେ , Debate ହେଲା ମୋର ପ୍ରିୟ ତା ସହ essay,Gk, Poem writing, Poetry repetitione ଇତ୍ୟାଦି ଏହା ସହ ମୁଁ ମୋର ପ୍ରିୟ ଜିନିଷ ଅଭିନୟ ମଧ୍ୟ କହିଲି (ଯାହାର ଗୋଟିଏ ଭିଡ଼ିଓ ଆମ ଅନ୍ୟ ଏକ ଚ୍ୟାନେଲ ରେ ଅଛି) ପଥ ପ୍ରାନ୍ତ ନାଟକ,stand up comedy (ପପୁ ପମ୍ ପମ୍ ଙ୍କୁ କପି କରି କରିଲି ଷ୍ଟେଜ ପ୍ରୋଗ୍ରାମ ଭିଡ଼ିଓ ଟି ) short film making, ନାଟକ ଯାହାର ନାମ ଦେଇଥିଲି ଦରଦୀ ବାପ, ଏହି ପରି ଅନେକ କାର୍ଯ୍ୟକ୍ରମ ରେ ମୁଁ ମୋର ପ୍ରଥମ ବର୍ଷ କୁ ବିତେଇ ଥିଲି,ଦିନ ନାହିଁ ରାତି ନାହିଁ କେବଳ ଏହି କାମ ରେ ଲାଗି ଥାଏ - କେଉଁ ଦିନ ନାଟକ ପାଇଁ ପ୍ରସ୍ତୁତି କରୁଥିବି ତ କେଉଁ ଦିନ rally ପାଇଁ କାର୍ଡ ବୋର୍ଡ ଲେଖୁଥିବି ।ଏହି ସବୁ କାର୍ଯ୍ୟକ୍ରମ ରେ ମୁଁ sir,Mam ସଭିଙ୍କ ସହ ମିଶି ପାରିଲି କେବଳ ସେତିକି ଏ ଯାତ୍ରା ସରି ଯାଇ ନି ପାଣ୍ଡିଆନ sir ଙ୍କ କାର୍ଯ୍ୟକ୍ରମ କୁ ମଧ୍ଯ ଯାଉଥିଲୁ ସେହି ସବୁ ଦିନ ଆଜି ମନେ ପଡେ ଯେଉଁ ଦିନ କାର୍ଯ୍ୟକ୍ରମ କୁ ଯାଉ ସେହି ଦିନ ଲାଗେ କଲେଜ ସାରା ସବୁ ସାଙ୍ଗ ଭୋଜି କରି ଯାଉଛୁ , ସକାଳୁ ନିତ୍ୟ କର୍ମ ସାରି କଲେଜ ଡ୍ରେସ ଉପରେ ସେହି ନବୀନ ଓଡିଶା ର shirt ପିନ୍ଧି ନିଜ ନିଜ ବସ୍ ରେ ବସିବା ଏବଂ କଲେଜ ରେ ସକାଳୁ ଟିଫିନ୍ ଖାଇବା ସାଙ୍ଗ ମାନଙ୍କ ସହ ମଜା ମସ୍ତି କରି ଯିବା ର ସ୍ମୃତି ନିଆରା , ଖାଇବା ପିଇବା ରେ କେବେ କୌଣସି ଅସୁବିଧା ହୁଏ ନାହିଁ । ମୁଁ ଆଗରୁ କେବେ ସମ୍ବଲପୁର ଯାଇ ଥିଲି ମନେ ନାହିଁ କିନ୍ତୁ ମୋର ଜାଣିବାରେ ଏହା ଥିଲା ମୋର ପ୍ରଥମ ଥର ପାଇଁ ସମ୍ବଲପୁର ଯାତ୍ରା ପ୍ରଥମ ଥର ଯାଇ କି ଆସିଲା ପରେ ପୁଣି ଅନ୍ୟ ଏକ ଥର ସୁଯୋଗ ମିଳିଲା ଯିବା ପାଇଁ ସେହି ଥର ମୁଁ ବାବୁସାନ୍ ଭାଇ ଙ୍କୁ ଦେଖି ଥିଲି ଷ୍ଟେଜ ରେ ତାଙ୍କୁ ଦେଖିବା ପାଇଁ ମୁଁ ଆଉ ମୋର ଜଣେ ସାଙ୍ଗ ପାଗଳ ପରି ଦଉଡ଼ି ଥିଲୁ ଏ ସ୍ମୃତି କଣ କେହି କେବେ ଭୁଲି ପରେ ଏହା ପରେ ମୁଁ ପଢ଼ି ସହ ଏହି କାର୍ଯ୍ୟକ୍ରମ ରେ ମିସିଲି ଅଞ୍ଜନ sir(HOD in Department of English)ଯିଏ ମୋତେ ଏହି ସମସ୍ତ କାର୍ଯ୍ୟକ୍ରମ ରେ ମିସେଇବାରେ ସୁଯୋଗ ଦିଅନ୍ତି ଏବଂ ବହୁତ୍ ନିଜର ପରିଭାବନ୍ତି ମତେ ମିଶେଇ ଦେଲେ Youth Red cross ରେ ଏବଂ ମୁଁ ହେଇ ଗଲି YRC ର ଗୋଟିଏ ଜଣା ଶୁଣା ସ୍ଵେଚ୍ଛାସେବି ଏଵଂ ଏକ ସଦସ୍ୟ ତା ପରେ sir ମୋତେ ସୁଯୋଗ ଦେଲେ ଗୋଟିଏ camp କୁ ଯିବାରେ (ପୂର୍ବରୁ ବହୁତ୍ କ୍ୟାମ୍ପ ରେ ମୁଁ ଥିଲି ଏବଂ ବହୁତ୍ କ୍ୟାମ୍ପ କୁ ଯାଇ ଥିଲି କିନ୍ତୁ ଏହା କିଛି ନିଆରା ଥିଲା ଅନ୍ୟ ଏକ କଲେଜ କୁ ଯିବା ର ଆଗ୍ରହ) ତିନି ଦିନିଆ କ୍ୟାମ୍ପ କୁ ଯିବା ରେ ମୁଁ ସୁଯୋଗ ପାଇଥିଲି କେଶାଇବାହାଲ୍ କଲେଜ କୁ ଯାଇଥିଲି ବହୁତ୍ କିଛି ଜିନିଷ ଜାଣି ପାରିଲି ଏବଂ ଶିଖି ପାରିଲି ଏବଂ ମୁଁ ମୋର ସେଇ ପୁରୁଣା ଅନ୍ଦାଜ୍ କୁ ଦ୍ୱିତୀୟ ବର୍ଷ ର ମଧ୍ଯ ଭାଗ କୁ ଆସିଲି, ପୁଣି ପୁରସ୍କାର ଜିତିଲି ଏବଂ ମନ ରେ ଥିବା ରାଗ ଏବଂ ଆଶା କୁ ପୁରାଣ କରିଲି ତା ପରେ ମୋତେ ବହୁତ ବଡ଼ ବଡ଼ ସ୍ଥାନ ରେ କହିବାକୁ ସୁଯୋଗ ମିଳିଲା , ବହୁ ପ୍ରଶଂସା, ବହୁ ଆଶୀର୍ବାଦ ମିଳିଲା ଏହି ପରି ଭାବେ ମୋର ତୃତୀୟ ବର୍ଷ ମଧ୍ଯ କରିଲ ତାହା ବି ବହୁତ୍ ଖୁସି ରେ ଏବଂ ସୁଖ ରେ । ଆମେ ସେଇ ବର୍ଷ ର ଛାତ୍ର ଯେଉଁ ଥିରେ ଦୁଇଟି ସରକାର ଦ୍ଵାରା ପଢିବାକୁ ସୁଯୋଗ ପାଇଲୁ, ନବୀନ ଓଡିଶା ମଧ୍ଯ କାର୍ଯ୍ୟ କରିଛୁ ନୂତନ ସରକାର ଆସିବ ସମୟ ରେ ମଧ୍ୟ ବହୁତ୍ କାର୍ଯ୍ୟ କରିଛୁ ଆମ ସମୟ ରେ ଆମେ ଆମ ବିଭାଗ ର ୨ ଜଣ sir ଙ୍କୁ ବିଦାୟ ମଧ୍ଯ ଦେଇଛୁ, ତିନି ଜଣ principal ଙ୍କୁ ଦେଖିଛୁ । ଲାଗେ ଯେ ଆମେ ଭାଗ୍ୟବାନ , ଏହା ଥିଲା ମୋର କିଛି ଅଭୁଲା ସ୍ମୃତି ଯାହା ହୃଦୟ ର ଏକ ଛୋଟ ସ୍ଥାନ ରେ ରହିବ । 👍 ଯଦି ଆପଣ ମାନଙ୍କ କିଛି ଅଭୁଲା ସ୍ମୃତି ଅଛି ତେବେ କମେଣ୍ଟ ରେ କହିପାରନ୍ତି👍 କିଛି କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଭିଡ଼ିଓ ଟି ଆସିବାରେ ବିଳମ୍ବ ହେଲା,👍, ସମ୍ପୂର୍ଣ୍ଣ ସତ୍ୟ କୌଣସି ମିଥ୍ୟା ଜିନିଷ ଦେଖା ଯାଇ ନାହିଁ କିମ୍ବା ପ୍ରଚାର କରାଯାଇ ନାହିଁ। 👍 If you are new to our channel, please subscribe & like .Thanks for joining our YouTube family . 🙌🙌 #ossksatpathy #skvlogs #lastmemory #viralvideo #funnyvlog #odisha #jayjagannath #skvlogs #viralvideo #scvlog #slvlog #sks #odisha #stylishvlog #vlogvideo #scvlog #pocovlogs #comedyvideos #mrlidiofficial #mlo

ମୁଁ ଯାହା ଦେଖିଲି ସେ ମାଁ ନୁହଁ ତ?😱Who Was This Mysterious Girl?#ossksatpathy #pocovlog#mlo#SKsatpathy
▶︎

ମୁଁ ଯାହା ଦେଖିଲି ସେ ମାଁ ନୁହଁ ତ?😱Who Was This Mysterious Girl?#ossksatpathy #pocovlog#mlo#SKsatpathy

ବୋଉ କାହାକୁ କେତେ ଟଙ୍କା ଦେଲେ / Rupa Pin2 Khushi
▶︎

ବୋଉ କାହାକୁ କେତେ ଟଙ୍କା ଦେଲେ / Rupa Pin2 Khushi

LALIT KUMAR SAMAL#SAMAY SUARE# EMOTIONAL QUATES#GITA AMARI SWORA AMARI
▶︎

LALIT KUMAR SAMAL#SAMAY SUARE# EMOTIONAL QUATES#GITA AMARI SWORA AMARI

Reception ରେ ଦେଢ଼ଶୁର କହିଲେ ତାଙ୍କ ଦୁଃଖ // ଦେଢ଼ଶୁର ଙ୍କ ଦୁଃଖ 🤣🤣🤣#ossksatpathy #funnyvideos#pocovlog#mlo
▶︎

Reception ରେ ଦେଢ଼ଶୁର କହିଲେ ତାଙ୍କ ଦୁଃଖ // ଦେଢ଼ଶୁର ଙ୍କ ଦୁଃଖ 🤣🤣🤣#ossksatpathy #funnyvideos#pocovlog#mlo

China’s Secret | The Most Unbelievable Megaprojects in China | 4K Travel Documentary
▶︎

China’s Secret | The Most Unbelievable Megaprojects in China | 4K Travel Documentary

Dhaan Kharidne ke Liye |😀Gaya lekin Maine Kya Dekha | kamesh uike vlogs
▶︎

Dhaan Kharidne ke Liye |😀Gaya lekin Maine Kya Dekha | kamesh uike vlogs

What the Armor of God Really Means When You Feel Too Weak to Fight (No Ads)
▶︎

What the Armor of God Really Means When You Feel Too Weak to Fight (No Ads)

Harvesting A Lot Of Chicken Eggs, Ducks Egg - Use Truck Transport Go To Village Market Sell
▶︎

Harvesting A Lot Of Chicken Eggs, Ducks Egg - Use Truck Transport Go To Village Market Sell

Dua Before Sleep (أذكار النوم) | Calming Night Dua for Mental Peace & Protection | Peace Holy Quran
▶︎

Dua Before Sleep (أذكار النوم) | Calming Night Dua for Mental Peace & Protection | Peace Holy Quran

We Completely Changed Our BRAND NEW Van… First Full Tour
▶︎

We Completely Changed Our BRAND NEW Van… First Full Tour

ଯାତ୍ରାରେ ବ୍ୟାଡ୍‌ ଟଚ୍! News18 Odia Exclusive Podcast With Jatra Actress Sweet Mohanty |Odia News|N18P
▶︎

ଯାତ୍ରାରେ ବ୍ୟାଡ୍‌ ଟଚ୍! News18 Odia Exclusive Podcast With Jatra Actress Sweet Mohanty |Odia News|N18P

SUDHANSHU@8: ଚାମେଲୀର ଦୋଷ କଣ ? ll FOCUS PLUS ||
▶︎

SUDHANSHU@8: ଚାମେଲୀର ଦୋଷ କଣ ? ll FOCUS PLUS ||

Travel from Odisha to Chhattisgarh//ଛତିଶଗଡ଼ ରେ ପହଞ୍ଚି କି ଦେଲି ଜରିମାନା//ଅଯଥା ରେ ଗୋଲା ପଇସା@Mr Lidi Ofl
▶︎

Travel from Odisha to Chhattisgarh//ଛତିଶଗଡ଼ ରେ ପହଞ୍ଚି କି ଦେଲି ଜରିମାନା//ଅଯଥା ରେ ଗୋଲା ପଇସା@Mr Lidi Ofl

ରଜ ପର୍ବରେ ପାନ,ମଟୋନ ଏବଂ ଦେଶୀ କୁକୁଡ଼ା ସହ କଲି ମଉଜ//Raja Special vlog#ossksatpathy #pocovlog#SKsatpathy
▶︎

ରଜ ପର୍ବରେ ପାନ,ମଟୋନ ଏବଂ ଦେଶୀ କୁକୁଡ଼ା ସହ କଲି ମଉଜ//Raja Special vlog#ossksatpathy #pocovlog#SKsatpathy

Timelapse - Harvesting 888KG of Mutant Taro and Transporting Them to Sell at the Market
▶︎

Timelapse - Harvesting 888KG of Mutant Taro and Transporting Them to Sell at the Market

16-06-2026 G. Shaheed Ganj Sahib - Chaupehra Sahib Path - Dhan Baba Deep Singh Ji - Japji Sahib #wmk
▶︎

16-06-2026 G. Shaheed Ganj Sahib - Chaupehra Sahib Path - Dhan Baba Deep Singh Ji - Japji Sahib #wmk

ଅନୁମାନ କରି କହିଦେଲି Film ର ନାମ //Challenge Video Part - 2 @MrLidiofficial
▶︎

ଅନୁମାନ କରି କହିଦେଲି Film ର ନାମ //Challenge Video Part - 2 @MrLidiofficial

Odisha's CRAZIEST Tribal Wedding - (Danced Till I Passed Out)
▶︎

Odisha's CRAZIEST Tribal Wedding - (Danced Till I Passed Out)

Stunning 4K Underwater Wonders + Amazing Fish, Coral Reefs & Sea Animals + Relaxing Music #8
▶︎

Stunning 4K Underwater Wonders + Amazing Fish, Coral Reefs & Sea Animals + Relaxing Music #8

Payal Patel's Exclusive Interview: Breakup with Sai? Marriage Plans Revealed
▶︎

Payal Patel's Exclusive Interview: Breakup with Sai? Marriage Plans Revealed