ନିଜ ଭୁଲ୍ ଲୁଚାଇବାକୁ ଝିଅମାନେ ମିଛ ଦୁଷ୍କର୍ମ କାହାଣୀ ରଚୁଛନ୍ତି Om Prakash Shocking Statement
"ମିଛ କହୁଛନ୍ତି ସେହି ଝିଅମାନେ! ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ସମ୍ପୂର୍ଣ୍ଣ ମିଛ!"... ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣାରେ ଏବେ ସାମ୍ନାକୁ ଆସିଛି ସବୁଠାରୁ ବଡ଼ ଟ୍ୱିଷ୍ଟ୍! ଫିଡସ୍ ଆସିବା କାରଣରୁ ସୌମ୍ୟଙ୍କ ଶରୀର ଥରିବାକୁ ଲାଗିଥିଲା ଆଉ ସେ ବାଇକ୍ରୁ ନିୟନ୍ତ୍ରଣ ହରାଇଥିଲେ। ଯାହା ଫଳରେ ଭୁଲବଶତଃ ଝିଅମାନଙ୍କ ସ୍କୁଟିରେ ତାଙ୍କର ଧକ୍କା ଲାଗିଯାଇଥିଲା। କିନ୍ତୁ ଗାଁ ଲୋକେ କିଛି ନବୁଝି ସୌମ୍ୟଙ୍କୁ ନିସ୍ତୁକ ପିଟିଲେ ଯାହା ଫଳରେ ତାଙ୍କର ଜୀବନ ଗଲା। ଆଉ ଏବେ ହତ୍ୟାକାରୀଙ୍କୁ ବଞ୍ଚାଇବାକୁ ଯାଇ ଏବଂ ନିଜ ଭୁଲ୍ ଲୁଚାଇବାକୁ ଝିଅମାନେ ମିଛ ଦୁଷ୍କର୍ମ କାହାଣୀ ରଚୁଛନ୍ତି ବୋଲି ଓମ୍ ପ୍ରକାଶ ସିଧାସଳଖ ଅଭିଯୋଗ କରିଛନ୍ତି। ତେବେ ସତ କିଏ କହୁଛି? ଝିଅମାନେ ନା ଓମ୍ ପ୍ରକାଶ? ନ୍ୟାୟ କାହାକୁ ମିଳିବା ଦରକାର? କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। #BhubaneswarCrime #OmPrakashStatement #JusticeForSaumya #OdishaNews #OdiaNewsShorts #TrendingCrimeNews #baliantanews #Soumyaranjan #BaliantaCase www.samajalive.in (News Portal) The Samaja’, the synonym of newspapers in Odisha – a mass circulated and widely read Odia daily . Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das, ‘The Samaja’ stands for high standards of accuracy, authenticity and the core value of journalism. ବାଲିଅନ୍ତାରେ GRP କନେଷ୍ଟବଳ ସୌମ୍ୟରଂଜନ ହତ୍ୟା ମାମଲା। ରାସ୍ତାରେ ଦୁଇ ଝିଅଙ୍କ ସହ କଣ ଘଟିଥିଲା। କାହିଁକି ଲୋକମାନେ ସୌମ୍ୟଙ୍କୁ ମାଡ଼ ମାରିଥିଲେ? ସବୁ ଗୋଟି ଗୋଟି କରି ଖୋଲି କହିଲ ସୌମ୍ୟଙ୍କ ସାଙ୍ଗ ଓମ୍। Over the years, it has slowly transformed itself into an institution. In the annals of the post independence era, the role of ‘The Samaja’ has been instrumental in awakening the social values and contributing in the nation building process. Now, it has a readership of around Sixteen lakh having a daily circulation of nearing three lakh fifty thousand and publishing from eight places having live editions as Bhubaneswar, Berhampur, Balasore, Cuttack, Kolkata, Rourkela, Sambalpur and Vizag spreading across three States – Odisha, Andhra Pradesh and West Bengal. #OdishaCrime #BhubaneswarNews #MobLynching #JusticeForSoumya #OdishaPolice #BreakingNewsOdisha #OdiaNews #odishanews #oriyanews #breakingnews Visit Our Website https://www.samajalive.in/ Android App: https://play.google.com/store/apps/de... YouTube: / @samajalive Facebook: / samajalive Twitter: / samajalive Instagram: / thesamaja

"ମୁଁହ ଖୋଲିଲେ ସୌମ୍ୟଙ୍କ ସାଙ୍ଗ ଓମପ୍ରକାଶ, ହଁ ସୌମ୍ୟ ସେ ଝିଅଙ୍କୁ ମାରିଥିଲା" Soumya's friend Om Prakash

ଏମାନେ ସୌମ୍ୟଙ୍କୁ ପିଟି ପିଟି ମାରିଥିଲେ ! | Odisha Reporter

Rok Thok Exclusive | ସୌମ୍ୟ ହତ୍ୟା; ବନ୍ଧୁ ଖୋଲିଦେଲେ ADGଙ୍କ ଗୁମର | Balianta Case | Odisha | Argus News

Balianta Case: Second Victim Reveals Full Truth, Details of Incident Exposed

ସୌମ୍ୟ ନିର୍ଦ୍ଦୋଷ ତାକୁ ଫସେଇ ମାରିଛନ୍ତି , ଓମ୍ ସବୁ ସତ ଜାଣିଛି ! Omm suspected behind Soumya Murder ,Bbsr

ଭିଡ଼ ହତ୍ୟା ତଦନ୍ତ,ଅଡୁଆ ସୂତା | Balianta Soumya Case Investigation | Rok Thok | Bhubaneswar | Odisha

ସୌମ୍ୟକୁ ଯେମିତି ମାରିଲେ, ଲାଗୁଛି ଓଡ଼ିଆ ଲୋକ ଆଉ ଶାନ୍ତି ପ୍ରିୟ ନାହାଁନ୍ତି!Dr. Amrit pattojoshi balianta case

ମୁହଁ ଖୋଲିଲେ ସୌମ୍ୟଙ୍କ ସାଙ୍ଗ ଓମ୍ | Balianta Lynching Case: Deceased Soumya's Friend Om reacts

"ନନ୍ଦୀକୁ ବୋଧେ ଜାଣିଦେଇଥିଲା ସୌମ୍ୟ ସେଥିପାଇଁ ତାକୁ ପିଟିକି ମାରିଦେଲା " Soumya

ଥାନା ଭିତରେ ମାଡ଼ ଆରମ୍ଭ Bhubaneswar Balianta Crime News | Crime Update | Bhubaneswar |Crime News

ଏଭଳି କଥା କହିଲେ ଆଇନୀଜୀବି ଶୁଣିଲେ କହିବେ.....#knewsodisha

ଓମ୍ ଓ ଯୁବତୀଙ୍କ ପଲିଗ୍ରାଫ ଟେଷ୍ଟରୁ ଆସିଲା ଚମକାଇଦେବା ତଥ୍ୟ, ସତ ଜାଣି ପୋଲିସ ହେଲା ହତବାକ ! Suchana TV 24x7

ଜିମ୍ ମାଲିକ ବଖାଣିଲେ ସୌମ୍ୟଙ୍କ ଚରିତ୍ର କାହାଣୀ... | Balianta Murder Case | Crime Update | Prameya News7

ଚାମେଲୀ ଓଝାକୁ କାହିଁକି ମିଳୁନି ନ୍ୟାୟ, ଖୋଲି କହିଲେ ଆଇନଜୀବୀ I Chameli Ojha Case

ଝିଅକୁ ଅସଦାଚରଣ କଲେ ବୋଲି,କଣ ରାସ୍ତାରୁ ସଫା କରିଦେବେ | Odia News Live Updates | Latest Odia News

ଖେଳ ଖତମ୍ ! ସତ ଓକାଳିବେ ୨ ଯୁବତୀ ଓ ଓମ୍ ଗୋଟିଏ ରୁମରେ ପୁରାଇ ପ୍ରଶ୍ନ ପରେ ପ୍ରଶ୍ନ । ତଦନ୍ତରେ ନୂଆ ମୋଡ଼ l OS

Rok Thok | ଟ୍ରକ ଭିତରେ ସୌମ୍ୟକୁ ମାରିଦେଲେ | Balianta Case | JusticeForSoumya | Odisha News | Argus News

ସୌମ୍ୟଙ୍କୁ ମାରିବାର ଉଦ୍ଦେଶ୍ୟ କାହାର ବି ନଥିଲା ! Girls defending Mob as Saviours from Soumya.

ବୁଟରେ ମୋତେ ଗୋଇଠା ମାଇଲା, ମୋ ମୁହଁରୁ କପଡା ଖୋଲି ମୋ ଡ୍ରେସ୍ ଚିରିଲା

