ପରମେଶ୍ବର ପୃଥିବୀକୁ ବାକ୍ୟରେ ଚଳଉଛନ୍ତି _ The LORD controlling the World by his word _ PS. Jitu Lima

ପରମେଶ୍ବର ପୃଥିବୀକୁ ବାକ୍ୟରେ ଚଳଉଛନ୍ତି _ The LORD controlling the World by his word _ PS. Jitu Lima Praise the LORD. ପ୍ରିୟ ପ୍ରଭୁଙ୍କ ଲୋକମାନେ ଏହି message ରେ ପ୍ରଭୁଙ୍କ ଦାସ Pastor Jitu Lima ଆଜ୍ଞା ଏହା ପ୍ରକାଶ କରିଛନ୍ତି କି ପରେମଶ୍ବର କେମିତି ଆପଣା ବାକ୍ୟ ଦ୍ବାରା ସମଗ୍ର ବିଶ୍ୱକୁ ନିୟନ୍ତ୍ରଣ କରୁଛନ୍ତି । ପୃଥିବୀରେ ଯାହା ସବୁ ଘଟୁଛି ସେହି ସବୁ ପରମେଶ୍ବର ଆପଣା ବାକ୍ୟ ଦ୍ବାରା ନିୟନ୍ତ୍ରଣ କରୁଛନ୍ତି। ଏବଂ ଏହା ମଧ୍ଯ ପ୍ରକାଶ କରିଛନ୍ତି କି ପ୍ରଭୂ ନିଜକୁ ମଧ୍ଯ ବାକ୍ୟ ଭିତରେ ରଖିଛନ୍ତି। ପୃଥିବୀର ପାଣି ପାଗ ଓ ଜଳ ବାୟୁ ବୃକ୍ଷ ଲତା ବର୍ଷା ଖରା ଏହି ସବୁ କୁ ମଧ୍ଯ ପରମେଶ୍ବର ଆପଣା ବାକ୍ୟ ଦ୍ବାରା ନିୟନ୍ତ୍ରଣ କରୁଛନ୍ତି। କଣ କଲେ ବର୍ଷା ବନ୍ଧ ହୁଏ ଆଉ କଣ କଲେ ବର୍ଷା ପୃଥିବୀକୁ ବର୍ଷଣ ହୁଏ ଏବଂ କଣ କଲେ ଏହି ଭୂମି ଉତ୍ତମ ଫଳ ଉତ୍ପନ କରେ ଓ କଣ କଲେ ଭୂମି ଫଳ ହୀନ ହୁଏ ଏହି ସବୁ ବିଷୟ ପ୍ରକାଶ କରିଛନ୍ତି। ପରମେଶ୍ବରଙ୍କ ଅନେକ ଶକ୍ତି ତାଙ୍କ ନାମରେ ଥିବା ଶକ୍ତି ସୁସ୍ଥତା ଆଶ୍ଚର୍ଯ୍ୟ କର୍ମ ଏହି ସବୁ ବିଷୟ ଠାରୁ ସେ ଆପଣା ବାକ୍ୟକୁ ମହତ୍ କରିଛନ୍ତି ବୋଲି ମଧ୍ଯ ପ୍ରକାଶ କରିଛନ୍ତି। ଆରମ୍ବରେ ବାକ୍ୟ ଆଉ ଶେଷରେ ମଧ୍ୟ ବାକ୍ୟ ହିଁ ରହିବ ବାକ୍ୟ ହିଁ ସର୍ବେ ସର୍ବା ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ✝️💕📖 This is the Message of Pastor Jitu Lima. This Message is all about the word of God. In this message the servent of God pastor Jitu Lima proclaims that the whole universe has controlled by the word of God. He has also proclaims that the word of God is most powerful thing than all things. There is power in the word of God.God has created whole universe by his words. Every thing can be destroyed but the word of God will never destroyed.He has preached that the word of God is all in all. 📖💕♥️ jitu lima message jitu lima Odia Christian Messages New odia christian message Christian Messages Jitu Lima christian Messages odia Jitu Lima Message 2026 2026 Jitu Lima message Jitu Lima new message New Christian Messages odia Jitu Lima New Christian Messages Odia Message today Odia Christian Messages 2026 Jitu Lima ministry Jitu lima message today Jitu Lima Message Live Jitu Lima message jitu lima odia message jitu lima new message new message today odia message odia Christian Messages new odia message today jitu lima new message today jitu lima jitu lima message odia christian message odia new odia christian message jitu lima live live message jitu lima jitu lima old message jitu lima message 2026 2026 jitu lima message odia #odiachristiansongs #sumantamajhi #jitulima #jitulima #rajivdaniel #christianmessage #odiachristianmessage #christian #hindichristiansongs #hindichristianmessage

ଅପେକ୍ଷା || अपेक्षा || Sunday Online Prayer Service with  Apostle Subash Sahany
▶︎

ଅପେକ୍ଷା || अपेक्षा || Sunday Online Prayer Service with Apostle Subash Sahany

The Three Oracles, Tools Needed To Make It To Heaven - Walter Veith & Martin Smith WUP 250
▶︎

The Three Oracles, Tools Needed To Make It To Heaven - Walter Veith & Martin Smith WUP 250

Benny Hinn | How to Make the Anointing Flow Stronger
▶︎

Benny Hinn | How to Make the Anointing Flow Stronger

🚨 Red Flags Christians Should Never Ignore Before Marriage
▶︎

🚨 Red Flags Christians Should Never Ignore Before Marriage

What 90% of Christians Don't Know About the Presence of God | Benny Hinn | Accra, Ghana
▶︎

What 90% of Christians Don't Know About the Presence of God | Benny Hinn | Accra, Ghana

ଯୀଶୁ କିଏ ? Odia Christian Messages 🙏Rev. Dr. Nahason Anand🙏jisu kia🙏
▶︎

ଯୀଶୁ କିଏ ? Odia Christian Messages 🙏Rev. Dr. Nahason Anand🙏jisu kia🙏

REPENTANCE ( Parable Of The Fig Three ) NEW LATEST ODIA MESSAGE REV JEETU LIMA PART 2
▶︎

REPENTANCE ( Parable Of The Fig Three ) NEW LATEST ODIA MESSAGE REV JEETU LIMA PART 2

ଅନ୍ତିମ ଦିନର ପ୍ରସ୍ତୁତି ସଭା-୨୦୨୬ KUMLIPUT | MESSAGE BY REV.UPENDRA PARICHHA | EVENING SESSION LIVE🔴
▶︎

ଅନ୍ତିମ ଦିନର ପ୍ରସ୍ତୁତି ସଭା-୨୦୨୬ KUMLIPUT | MESSAGE BY REV.UPENDRA PARICHHA | EVENING SESSION LIVE🔴

ଅନ୍ତିମ ଦିନର ପ୍ରସ୍ତୁତି ସଭା-୨୦୨୬ KUMLIPUT | MESSAGE BY REV. NIRANJAN TURUK | MORNING SESSION LIVE🔴
▶︎

ଅନ୍ତିମ ଦିନର ପ୍ରସ୍ତୁତି ସଭା-୨୦୨୬ KUMLIPUT | MESSAGE BY REV. NIRANJAN TURUK | MORNING SESSION LIVE🔴

LIVE: ପରିତ୍ରାଣର ଆନନ୍ଦ ୨୦୨୬ (Day 1) | Speaker: Jitu Lima
▶︎

LIVE: ପରିତ୍ରାଣର ଆନନ୍ଦ ୨୦୨୬ (Day 1) | Speaker: Jitu Lima

Odisha Re Christianity | Pastor Explains Christianity, Salvation & Religious Differences | Part 01
▶︎

Odisha Re Christianity | Pastor Explains Christianity, Salvation & Religious Differences | Part 01

ଚର୍ଚ୍ଚରେ ନକଲି ପବିତ୍ର ଆତ୍ମା | Odia Christian Message By Rev David
▶︎

ଚର୍ଚ୍ଚରେ ନକଲି ପବିତ୍ର ଆତ୍ମା | Odia Christian Message By Rev David

SUNDAY SERVICE | SHARON PRAYER TOWER Prophet Ramakanta Pani
▶︎

SUNDAY SERVICE | SHARON PRAYER TOWER Prophet Ramakanta Pani

ମନୁଷ୍ୟ ଆଦ୍ୟ ପ୍ରେମକୁ କିପରି ଭୁଲିଅଛି ? that you have left your first love." || Dr. RK Digal|| #Digal
▶︎

ମନୁଷ୍ୟ ଆଦ୍ୟ ପ୍ରେମକୁ କିପରି ଭୁଲିଅଛି ? that you have left your first love." || Dr. RK Digal|| #Digal

“ଯୀଶୁ ଝଡ଼କୁ ଶାନ୍ତ କରନ୍ତି” || Jesus calms the storm ~ A  powerful message by Ps. Soulwin
▶︎

“ଯୀଶୁ ଝଡ଼କୁ ଶାନ୍ତ କରନ୍ତି” || Jesus calms the storm ~ A powerful message by Ps. Soulwin

ପ୍ରାଣୀର ଅନ୍ତିମକାଳ ଉପସ୍ଥିତ ଧର୍ମୀଙ୍କୁ ରକ୍ଷାକରିବେ  ||Bishop Jeetu Lima || Powerful Bible Message
▶︎

ପ୍ରାଣୀର ଅନ୍ତିମକାଳ ଉପସ୍ଥିତ ଧର୍ମୀଙ୍କୁ ରକ୍ଷାକରିବେ ||Bishop Jeetu Lima || Powerful Bible Message

ସ୍ନେହଶୀଳତାରେ ଦେଖାଯାଏ ଖ୍ରୀଷ୍ଟଙ୍କ ପ୍ରେମ || Dr. Rk Digal Odia Message
▶︎

ସ୍ନେହଶୀଳତାରେ ଦେଖାଯାଏ ଖ୍ରୀଷ୍ଟଙ୍କ ପ୍ରେମ || Dr. Rk Digal Odia Message

ଅକ୍ଷୟ ମୁକୁଟ || Incorruptible Crown
▶︎

ଅକ୍ଷୟ ମୁକୁଟ || Incorruptible Crown

ଅନ୍ତିମ ଦିନର ପ୍ରସ୍ତୁତି ସଭା - ୨୦୨୬ JANIGUDA | MESSAGE BY : REV. NIRANJAN TURUK | @OdiaBibleTutorial
▶︎

ଅନ୍ତିମ ଦିନର ପ୍ରସ୍ତୁତି ସଭା - ୨୦୨୬ JANIGUDA | MESSAGE BY : REV. NIRANJAN TURUK | @OdiaBibleTutorial

ଦେଶ ନିମନ୍ତେ ପ୍ରାର୍ଥନା || ଦ୍ବିତୀୟ ଭାଗ || Rev K C Digal
▶︎

ଦେଶ ନିମନ୍ତେ ପ୍ରାର୍ଥନା || ଦ୍ବିତୀୟ ଭାଗ || Rev K C Digal