ଚିଆ ସିଡ୍ସ୍ /Chia Seeds/ନଣ୍ଡା ବଗୁଲି ମଞି / Dr Chandan Patra/ KHUSI DIABETES CARE
ଚିଆ ସିଡ୍ସ୍ ନଣ୍ଡା ବଗୁଲି ମଞି #chiaseeds #benefitsofchiaseeds #healthbenefitofchiaseeds #chandanpatra #doctoradvice #drchandan #diabetes #diabetologist #healthtips #khusi #dr_chandankumar #odiahealthtips #howtotakechiaseeds #howtoreduceweightnaturally #howtoreduceweightbychiaseeds @khusidiabetescare27 ଡ଼ା ଚନ୍ଦନ କୁମାର ପାତ୍ର , ଜଣେ ସୁନାମଧନ୍ୟ ଡାଇବେଟିସ୍ ବିଶେଷଜ୍ଞ। ଉଚ୍ଚ ଶିକ୍ଷା ସମାପ୍ତ କରିସାରିବା ପରେ ସେ ଦିଲ୍ଲୀ ସ୍ଥିତ ଆପୋଲୋ ହସ୍ପିଟାଲରେ ବିଶେଷଜ୍ଞ ଭାବରେ କାର୍ଯ୍ୟରତ ଥିଲେ । କିନ୍ତୁ ବାପା ଓ ମାଆଙ୍କ ଉପଦେଶ ଅନୁଯାୟୀ ସେ ନିଜ ରାଜ୍ୟ ଓଡ଼ିଶାକୁ ଫେରିଆସିଲେ ଏବଂ ବିଭିନ୍ନ ହସ୍ପିଟାଲରେ ବିଶେଷଜ୍ଞ ଭାବରେ କାର୍ଯ୍ୟ ଆରମ୍ଭ କଲେ । ଭୁବନେଶ୍ଵର ସ୍ଥିତ ନିଜସ୍ଵ କ୍ଲିନିକ୍ ରେ ପ୍ରତିଦିନ ଚିକିତ୍ସା କରିବା ସହିତ, ରୋଗୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଡ଼ା ପାତ୍ର , ଓଡ଼ିଶାର ବିଭିନ୍ନ ସ୍ଥାନରେ କ୍ଲିନିକ୍ କରି ମାସକୁ ଥରେ ଲେଖାଏଁ ଯାଇ ଚିକିତ୍ସା କରୁଛନ୍ତି । Dr Chandan Kumar Patra ( Consultant Diabetologist ) MBBS , FCC (Medicine) , CCEBDM - IDF & PHFI (Delhi) , FID (Diabetology) , PGDip (Endocrinology & Diabetes)- RCP, London After completing his higher studies, Dr Patra was associated with Apollo Hospital, Delhi. With the advice of his parents, he came back to his own state ODISHA. Now he is associated with SPARSH Hospital, Bhubaneswar as visiting Consultant Diabetologist. With the request of public, Dr Patra is doing Outstation Clinic ( Once in a Month ) in the different areas of Odisha, to provide Health Service to the Public. ଆମ କ୍ଲିନିକ୍ " ଖୁସି ଡାଇବେଟିସ୍ କେଆର୍ " , ଭି ଏସ୍ ଏସ୍ ନଗର , ଭୁବନେଶ୍ୱର ରେ ଅବସ୍ଥିତ। ଏଠାରେ ଡାଇବେଟିସ୍, ବ୍ଲଡ୍ ପ୍ରେସର୍, କଲେଷ୍ଟ୍ରୋଲ୍ , ଥାଇରଏଡ଼୍ ଇତ୍ୟାଦିର ଚିକିତ୍ସା କରାଯାଏ । ଆମ ପାଥୋଲୋଜି " ଦିଶି ଡାଇଗ୍ନୋଷ୍ଟିକ୍ ସେଣ୍ଟର୍ " ରେ ସମସ୍ତ ପ୍ରକାର ରକ୍ତ ପରୀକ୍ଷା କରାଯାଏ । ଯୋଗାଯୋଗ ପାଇଁ ଫୋନ୍ କରନ୍ତୁ - ୯୯୩୭୪୪୫୪୪୫ ଗୁଗଲ୍ ମ୍ୟାପ୍ ରେ କ୍ଲିନିକ୍ ଠିକଣା ପାଇଁ ନିମ୍ନ ଲିଙ୍କ୍ କୁ ଛୁଅଁନ୍ତୁ ... 👇👇👇 https://g.co/kgs/xPkXBQ ଧନ୍ୟବାଦ୍ 🙏🙏🙏 Our Clinic "KHUSI DIABETES CARE" is a One Roof Destination for treatment of DIABETES, THYROID, BLOOD Pressure and Cholesterol disorders. We do all Blood Tests in our Pathology " DISHI DIAGNOSTIC CENTRE " . You can get the Appointment for treatment by calling our Clinic Mobile no - 9937445445 Our Clinic Address : KHUSI DIABETES CARE Vss Nagar ( Near Water Tank ) , Bhubaneswar. You can get our Clinic Address from the below Google Map Link ... 👇👇👇 https://g.co/kgs/xPkXBQ Thanks 🙏🙏🙏 Follow Us On... Facebook: / khusi_diabetes_care Instagram: / khusidiabetescare27 Website: https://www.khusidiabetescare.co.in For any business enquiries, please contact : Call / WhatsApp - 9937445445 Email ID - [email protected]

ଗୋଟିଏ କାକୁଡ଼ି ଖାଇଲେ କେତେ ସୁଗାର୍ କମିବ ?ପିତା କାକୁଡ଼ି ଖାଇଲେ କ'ଣ ଅସୁବିଧା?Dr Chandan/KHUSI DIABETES CARE

ଡାଇବେଟିସ ରୋଗୀ ଏହିଭଳି ଖାଦ୍ୟ ଖାଇଲେ ଔଷଧ ବନ୍ଦ ହେବ/Diabetic REVERSAL Diet/Dr Chandan/KHUSI DIABETES CARE

MBC PODCAST : ବିନା ଇନ୍ସୁଲିନ୍ ବିନା ଔଷଧରେ ଡାଇବେଟିସ୍ ଭଲ ହେବ #podcast #odisha

ନାଣ୍ଡି ବଗୁଲି ପାଣି ପିଉଛନ୍ତି କି ? ନିଶ୍ଚିତ ଦେଖନ୍ତୁ... । Health Tips। Chia Seeds। Odisha।#local18

ଘରେ ବସି ବିନା ଔଷଧରେ କଲେଷ୍ଟ୍ରୋଲ କେମିତି କମେଇବେ ? Dr Chandan KUMAR Patra / KHUSI DIABETES CARE

Ama Sarira Ama Doctor || ମେଥି ଖାଇବାଦ୍ୱାରା ଉପକାରିତା || 31 Aug 2024 | Argus News

କିଡ଼ନୀ ସୁରକ୍ଷିତ ରଖିବାର ଉପାୟ / How to keep My Kidney Healthy / Dr Chandan Patra / KHUSI DIABETES CARE

ଚିଆ ସିଡ୍ସରୁ ମିଳିବ ଏହି 10ଟି ଆଶ୍ଚର୍ଯ୍ୟଜନକ ଫାଇଦା#chiaseeds#odiahealthtips

Why Does Diabetes Occur ? What Is The Treatment For It ? Have A Look The Report

ପତଳା ହେବା ଏତେ ସହଜ !Dietitian, Nutritionist Dr. Niharika Dash |News18 Odia Podcast |Dieting Tips|N18P

Stay Fit | Know Benefits of Having Tulsi Seeds Every Morning

Health Benefits Of Chia Seeds| Benefits and Uses For Skin| Starting your day with soaked chia seeds

គ្រូពេទ្យប្រាប់ច្បាស់ៗ ពីវិធីថែទាំតម្រងនោមអោយបានល្អ - Kidney's Health - ជ័យ វិទ្យា - Nakry Edu

ଡାଇବେଟିସରେ ଲେମ୍ବୁ ପାଣି, କେତେ ଭଲ ? Dr Chandan Patra / KHUSI DIABETES CARE

ଆଲ୍-ମଣ୍ଡ୍ କେତେ ଓ କେମିତି ଖାଇଲେ ସୁଗାର କମିବ ? Benefits of ALMOND/Dr Chandan Patra/KHUSI DIABETES CARE

ମଧୁମେହକୁ ସମ୍ପୂର୍ଣ୍ଣ ଦୂର କରିବାର ଫର୍ମୁଲା | Dr Jatin Kumar Majhi | Podcast | Let's Talk About It: Ep-6

Sabja Seeds and Chia Seeds Difference | Best Way to Eat Seeds for Weight Loss | Sabja & Chia Seeds

ડાયાબિટીસ હશે તો પણ ગળ્યું ખાઈ શકશો। How to cure and control diabetes | Ek Vaat Kau

Diabetes Under Control | Tips to Control Diabetes Forever | ଏଥର ନିଶ୍ଚୟ କମିବ ଡାଇବେଟିସ | Dr Sambit Das

