ଆଜିର ୩ ବଡ଼ ଖବର | NEP 2020 | Congress-BJD Alliance | Lalji Desai | E20 Petrol Truth | Asala Katha
ଜାତୀୟ ଶିକ୍ଷା ନୀତି (NEP-2020) ଅନୁସାରେ ନୂଆ ବହି ଲାଗୁ ହେବା ପରେ ଶିକ୍ଷକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। ବିଷୟଭିତ୍ତିକ ପ୍ରଶିକ୍ଷଣ ନ ମିଳିବାରୁ କେମିତି ପାଠ ପଢ଼ାଇବେ ସେନେଇ ସେମାନେ ଚିନ୍ତା ପ୍ରକାଶ କରିଛନ୍ତି। ଏହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ଆଜିର ୩ ବଡ଼ ଖବର | NEP 2020 | Congress-BJD Alliance | Lalji Desai | E20 Petrol Truth | Asala Katha Confusion over the implementation of the National Education Policy (NEP) 2020 has left many teachers in Odisha concerned. Educators claim they received only general orientation, not subject-specific training for the new textbooks and five-stage learning model. They fear inadequate preparation could affect classroom teaching and students' learning outcomes. ଓଡ଼ିଶା କଂଗ୍ରେସରେ ବଦଳିଛି ରଣନୀତି। ନୂଆ ପ୍ରଭାରୀ ଲାଲଜୀ ଦେଶାଇ ସ୍ପଷ୍ଟ କରିଛନ୍ତି ଯେ ବିଜେଡି ସହ କୌଣସି ମେଣ୍ଟ ହେବ ନାହିଁ। ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏକାକୀ ଲଢ଼ିବ ଏବଂ ଲୋକଙ୍କ ସମସ୍ୟାକୁ ପ୍ରମୁଖ ପ୍ରସଙ୍ଗ କରିବ ବୋଲି ଘୋଷଣା କରାଯାଇଛି। Odisha Congress has announced a new political strategy under its new in-charge, Lalji Desai. Ruling out any alliance with the BJD, the party says it will contest independently and focus on people's issues. The strategy comes ahead of the upcoming Panchayat and Municipal elections in the state. ଦେଶବ୍ୟାପୀ E20 ଇଥାନଲ୍ ଇନ୍ଧନକୁ ନେଇ ଚର୍ଚ୍ଚା ଜୋର ଧରିଛି। E20 Fuel ଯୋଗୁଁ ଗାଡ଼ିର ଇଞ୍ଜିନ ଖରାପ ହେଉଛି ବୋଲି ସୋସିଆଲ ମିଡିଆରେ ଦାବି ହେଉଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସ୍ପଷ୍ଟ କରିଛନ୍ତି ଯେ E20 ଇନ୍ଧନ ସୁରକ୍ଷିତ। ଜାଣନ୍ତୁ ମାଇଲେଜ୍, ପିକଅପ୍ ଓ ଇଞ୍ଜିନକୁ ନେଇ ପୂରା ସତ୍ୟ। Is E20 ethanol-blended fuel damaging vehicle engines? Rumors have sparked concern across India, but the Union Petroleum Minister has clarified that E20 fuel is safe for compatible vehicles. Here's what the government says about mileage, engine performance, and the truth behind the viral claims. #asalakatha #NEP2020 #NationalEducationPolicy #EducationNews #OdishaCongress #Congress #BJD #OdishaPolitics #E20Fuel #EthanolFuel #Petrol #News18Odia #OdiaNews #odishanews #oriyanews #breakingnews #weathernews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_SP

ମାୟାଜାଲରେ ମମତା ! Big Blow to Mamata Banerjee! TMC State President Chandrima Bhattacharya Resigns

ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରୁ କିଏ ଆଉଟ, କିଏ ଇନ୍ ? | union cabinet reshuffle soon | narendra modi |

ଗାଡ଼ି ଚାଳକ ସାବଧାନ ! Odisha Govt Orders Strict Action | No Fitness Certificate? RTO | Odia News

IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲା, ଖବରର ୧୨ ଘଣ୍ଟା ପରେ ପହଞ୍ଚିଲେ ସ୍ୱାମୀ, ଦେଲେ ଚାଞ୍ଚଲ୍ୟକର ବୟାନ Lady IIC

କିଛି ସମୟ ପରେ ବଡ଼ ଘୋଷଣା ! Modi Cabinet Reshuffle | Piyush Goyal, Nirmala Sitharaman

Exclusive Interview With Ex- BJD Leader Shreemayee Mishra | VK Pandian | BJD | Odisha Reporter

ତାମିଲନାଡୁ ଟ୍ରାଜେଡ଼ିରେ କଂଗ୍ରେସ ଏଣ୍ଟ୍ରି| Tamil Nadu Gas Tragedy: Congress Team Meets Victims' Families

ଓମର ମିଛ ଧରାପଡ଼ିଲା | Soumya Ranjan Murder: Om Fumbles During Lie Detector Test | Argus News

ହରିହର ମହାପାତ୍ରଙ୍କୁ ଷ୍ଟୁଡ଼ିଓରେ ଚ୍ୟାଲେଞ୍ଜ ଦେଲେ ମନୋଜ ମିଶ୍ର… | Manoj Mishra's Explosive Reaction |

🔴Prashnakala Live | ବିଜେଡି ବିଭାଜନ ପାଇଁ ଖୋଲୁଛି ବାଟ ! | BJD | Odisha Politics | Argus News

ଗୀତା କ୍ଲାସ 17.26.27 ପ୍ରବକ୍ତା H H Gopinath swami maharaj

ବାଣୀବିହାରରେ ବଡ଼ ଅଘଟଣ ! Bhubaneswar | Man Missing in Drain Near Vani Vihar | Odia News

'ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର'... ସେଦିନର ଟପ୍ ହିରୋଇନ୍... | EP-165 | Podcast With Tripura Mishra

Trump, China & Pakistan: India's Foreign Policy Reality Check | Indrani Bagchi & C Raja Mohan |EP419

ଆଜି ସନ୍ଧ୍ୟାର ବଡ଼ ଖବର | Heavy Rain Alert | Balianta Case | Odisha Politics | Odisha Crime News

ମିଳୁନି ପତ୍ତା ଖୋଜା ଖୋଜି ସ୍ଥଗିତ || Odisha Reporter

ଖବର ଫଟାଫଟ | Khabar Fatafat | Speed News | Odisha Rain | Weather News | Odisha Crime | Odia News

🔴 LIVE | ରାତି 10 ଟାର ବଡ଼ ଖବର | 10PM BREAKING NEWS | 4th July 2026 | Odisha | Odia News | Kanak News

LIVE: Congress Changes Strategy | New In-Charge Lalji Desai Says Party Will Oppose Both BJP and BJD

