Sidhishna କଣ୍ଢେଇ ପରି ନାଚି ନାଚି ଗାଇଲ , ବହୁତ ବଢିଆ ଲାଗିଲା - ମାହୋଲ ଜମେଇଦେଲ - Mun Bi Namita Agrawal Hebi
Click the link below to watch the original song of Namita Agrawal • Mun To Jasoda Mun To Debaki | Odia Bhajan ... Song: Mun To Jasoda Mun To Debaki - Album: Tilaka Chandana Music Label: Sidharth Music - Lyricist : Dr. Prasana Samal Video Artist: Namita Agrawal & Jeena - Music Director: Prem Anand Video Director : Santosh Sahu - Producer: Sitaram Agrawalla Singer: Namita Agrawal ------------------------------------------------------------------------------------------------------------------ Sidharth TV ର ନିଆରା Singing Reality Show "ମୁଁ ବି ନମିତା ଅଗ୍ରୱାଲ ହେବି" ଖୁବ୍ କମ୍ ଦିନ ଭିତରେ ଓଡ଼ିଶାର ଘରେ ଘରେ ସଙ୍ଗୀତ ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି କରିବା ସହିତ ସବୁଠୁ ଲୋକପ୍ରିୟ Reality Show ରୂପେ ପ୍ରତିଷ୍ଠିତ ହୋଇପାରିଛି I Audition Round, Mega ଓ Super Mega Audition Round ପରେ ଏବେ ଆରମ୍ଭ ହୋଇଯାଇଛି Studio Round, ଯେଉଁଥିରେ ଶ୍ରେଷ୍ଠ ୨୪ ଜଣ ଗାୟକଙ୍କ ଭିତରେ Show ର Winner Crown ପିନ୍ଧିବାକୁ ପ୍ରତିଯୋଗିତା ଚାଲିଛି. ଏହି Studio Round ରେ ଗାୟିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ନମିତା ଅଗ୍ରୱାଲଙ୍କ ସହିତ ମହା Judge ରୂପେ ଉପସ୍ଥିତ ରହୁଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ I ଏହି ସୋ'ର ଆରମ୍ଭରୁ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ, ଶ୍ରୀକାନ୍ତ ଗୌତମ ରହି ଆସିଥିବା ବେଳେ ଅନ୍ୟତମ ବିଚାରକ ଭାବରେ ଦେଖିବାକୁ ମିଳୁଛି ବିଶିଷ୍ଟ ଗାୟକ ସୁବାସ ଦାସଙ୍କୁ , ଏଥି ସହ ନୂଆପିଢ଼ି ର ଲୋକପ୍ରିୟ ଗାୟିକା ଅନ୍ତରା, ପ୍ରଜ୍ଞା, ଦୀପ୍ତି, ଅର୍ପିତା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାଦିନରୁ ସେମାନଙ୍କ ଉପରେ ନମିତା ଅଗ୍ରୱାଲଙ୍କ ଗୀତର ପ୍ରଭାବ ସମ୍ପର୍କ ରେ ସ୍ମୃତି ଚାରଣ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନମିତା Madamଙ୍କ ଭଜନ ଗାନ କରୁଛନ୍ତି I ନୂଆ ଗାୟିକା ମାନଙ୍କୁ ଆବିଷ୍କାର କରି ସେମାନଙ୍କ ପ୍ରତିଭା ର ବିକାଶ କରାଇ ଓଡିଶାର ସଙ୍ଗୀତ ଜଗତକୁ ନୂଆ ସ୍ଵରରେ ସମୃଦ୍ଧ କରାଇବା ନିମନ୍ତେ ସୀତାରାମ ଅଗ୍ରୱାଲଙ୍କ ଏହି ପରିକଳ୍ପନା ସଙ୍ଗୀତ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି କରିଛି ... TV ପରଦାରେ ଦେଖିଲେ ଗୀତ ଏବଂ ଫୁଲ Episode ଆହୁରି ଭଲ ଲାଗିବ I SIDHARTH ର ସମସ୍ତ ତିନୋଟି ଚ୍ୟାନେଲ୍ ଏବେ Hathway, EM Digital, ORTEL, GTPL-KCBPL ଏବଂ ଅଧିକାଂଶ Cable ରେ ମିଳୁଛି, ଅନ୍ୟ Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Sun TV - 18001237575, Dish TV - 9501795017, Videocon D2H- 9115691156, SITI- 18001234001, NXT Digital- 18602120400, Ortel - 9776091111 Sidharth TV Network ର ୩ଟି ଚ୍ୟାନେଲ୍ “Sidharth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618. ----------------------------------------------------------------------------------------- Subscribe us on YouTube to watch clippings & promos of our All Television Channels : 👉 SidharthTV: / sidharthtv 👉 Sidharth Bhakti : / sidharthbhakti 👉 Sidharth Gold : / sidharthgold ----------------------------------------------------------------- Enjoy & stay connected with us! 👉 Like us on Facebook : / sidharthtvofficial 👉 Follow us on Twitter : / sidharth_tv 👉 Follow us on Instagram : / sidharthtvofficial ----------------------------------------------------------------- #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal

Sidhisna ଗୀତ ରେ ଯାହା ମୁଁ କରିପାରିନି ତମେ ସେଟା କରିଦେଲ- Magical performance - Mun Bi Namita Agrawal Hebi

Odisha Gives Free School Bags / Sujata Karthikeyan joins BJD

Niswa Kara He Mate Biswa Bihari & Other Emotional Jagannatha Bhajans | Kumar Bapi | Audio Jukebox

କି ସ୍ମାର୍ଟ ଏ ପିଲା ! 7 ବର୍ଷରେ 17 ବର୍ଷ ପରି କଥା! EP - 114 | Podcast With Shreyanshee Dash,Child Artist.

Hansua Nai Lo Hansua Nai || Pooja rani Rout & Lipi Panda ||Satrughan Tarai || Sangram Jeet ||

Sthiti ଙ୍କ ଗୀତ ଶୁଣି କାନ୍ଦିପକେଇଲେ ନମିତା ମ୍ୟାମ - Emotional ହେଲେ ସମସ୍ତେ - Mun Bi Namita Agrawal Hebi

निर्जला एकादशी भजन : श्रीमन नारायण, ॐ नमो भगवते वासुदेवाय, विष्णु अमृतवाणी, विष्णु चालीसा व आरती

Jibana Do Chhakire Ashara Alok Ep 390 18 NOV 2023

Beautiful Relaxing Music - Stop Overthinking, Stress Relief Music, Sleep Music, Calming Music #844

Ecuador vs. Germany Highlights FIFA World Cup 2026 | Sportschau

A Spectacular Celebration of Beauty & Talent | Raja Sundari 2026 Gala Round | Sidharth TV

ତମେ ଖଣ୍ଡେ ହୀରା SOUMYASHREE - ମୁଁ ଛୁଆବେଳେ ଠିକ ତମପରି ଥିଲି - Mun Bi Namita Agrawal Hebi - Studio Round

ତମେ ଜଣେ ଚମତ୍କାର Singer - Upasana -Mun Bi Namita Agrawal Hebi - Grand Finale - Sidharrth TV

ODIA SUPER HIT BHAJAN || Old Odia Bhajans || Jaganath Bhajan jukebox ||#bhajan #jukebox

ତାଙ୍କୁ ବି ପଚାର, ମୋତେ କାହିଁକି ??? | Ep-150 | Podcast With Popular Actress Prakruti Mishra

सबसे ज़्यादा सुनी जाने वाली आरतियां 2026 | सम्पूर्ण आरती संग्रह | जय लक्ष्मी माता | जय गणेश देवा |

Asadha Asiba Jaye Dori Lagithau | Odia Bhajan Jukebox | Kumar Bapi | Rathajatra Special Bhajans

SUPERHIT FULL JATRA - HARE KRUSHNA HARE RAM - ହରେ କୃଷ୍ଣ ହରେ ରାମ | PIYUSH,BHARATI,SANKHALI | SIBANI

Aanichi Khira Bela Patara & Other Superhit Shiva Bhjaan | Namita Agrawal | Nonstop Best Siba Bhajan

