Grand Finale ରେ କମାଲ କଲେ Soumyashree & Sidhisna - Duet Performance - Mun Bi Namita AgrawalHebi
Click the link below to watch the original song of Namita Agrawal • Aanichi Khira Bela Patara - ଆଣିଚି କ୍ଷୀର ବେ... Song: Aanichi Khira Bela Patara - Album: Shiba Pradipa - Music Label: Sidharth Music - Lyrics: Alekh Biswal - Music Director: Prem Anand Singer: Namita Agrawal ----------------------------------------------------------------------------------------------------------- Sidharrth TV ର ନିଆରା Singing Reality Show "ମୁଁ ବି ନମିତା ଅଗ୍ରୱାଲ ହେବି" ଖୁବ୍ କମ୍ ଦିନ ଭିତରେ ଓଡ଼ିଶାର ଘରେ ଘରେ ସଙ୍ଗୀତ ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି କରିବା ସହିତ ସବୁଠୁ ଲୋକପ୍ରିୟ Reality Show ରୂପେ ପ୍ରତିଷ୍ଠିତ ହୋଇପାରିଛି I Audition Round, Mega ଓ Super Mega Audition Round ପରେ ଏବେ ଆରମ୍ଭ ହୋଇଯାଇଛି Studio Round, ଯେଉଁଥିରେ ଶ୍ରେଷ୍ଠ ୨୪ ଜଣ ଗାୟକଙ୍କ ଭିତରେ Show ର Winner Crown ପିନ୍ଧିବାକୁ ପ୍ରତିଯୋଗିତା ଚାଲିଛି. ଏହି Studio Round ରେ ଗାୟିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ନମିତା ଅଗ୍ରୱାଲଙ୍କ ସହିତ ମହା Judge ରୂପେ ଉପସ୍ଥିତ ରହୁଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ I ଏହି ସୋ'ର ଆରମ୍ଭରୁ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ, ଶ୍ରୀକାନ୍ତ ଗୌତମ ରହି ଆସିଥିବା ବେଳେ ଅନ୍ୟତମ ବିଚାରକ ଭାବରେ ଦେଖିବାକୁ ମିଳୁଛି ବିଶିଷ୍ଟ ଗାୟକ ସୁବାସ ଦାସଙ୍କୁ , ଏଥି ସହ ନୂଆପିଢ଼ି ର ଲୋକପ୍ରିୟ ଗାୟିକା ଅନ୍ତରା, ପ୍ରଜ୍ଞା, ଦୀପ୍ତି, ଅର୍ପିତା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାଦିନରୁ ସେମାନଙ୍କ ଉପରେ ନମିତା ଅଗ୍ରୱାଲଙ୍କ ଗୀତର ପ୍ରଭାବ ସମ୍ପର୍କ ରେ ସ୍ମୃତି ଚାରଣ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନମିତା Madamଙ୍କ ଭଜନ ଗାନ କରୁଛନ୍ତି I ନୂଆ ଗାୟିକା ମାନଙ୍କୁ ଆବିଷ୍କାର କରି ସେମାନଙ୍କ ପ୍ରତିଭା ର ବିକାଶ କରାଇ ଓଡିଶାର ସଙ୍ଗୀତ ଜଗତକୁ ନୂଆ ସ୍ଵରରେ ସମୃଦ୍ଧ କରାଇବା ନିମନ୍ତେ ସୀତାରାମ ଅଗ୍ରୱାଲଙ୍କ ଏହି ପରିକଳ୍ପନା ସଙ୍ଗୀତ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି କରିଛି ... TV ପରଦାରେ ଦେଖିଲେ ଗୀତ ଏବଂ ଫୁଲ Episode ଆହୁରି ଭଲ ଲାଗିବ I SIDHARRTH ର ସମସ୍ତ ତିନୋଟି ଚ୍ୟାନେଲ୍ ଏବେ Hathway, SITI, EM Digital, ORTEL, GTPL-KCBPL ଏବଂ ଅଧିକାଂଶ Cable ରେ ମିଳୁଛି, ଅନ୍ୟ Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Sun TV - 18001237575, Dish TV - 9501795017, Videocon D2H- 9115691156, NXT Digital- 18602120400 Sidharth TV Network ର ୩ଟି ଚ୍ୟାନେଲ୍ “Sidharth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618. ----------------------------------------------------------------------------------------- Subscribe us on YouTube to watch clippings & promos of our All Television Channels : 👉 SidharthTV: / sidharthtv 👉 Sidharth Bhakti : / sidharthbhakti 👉 Sidharth Gold : / sidharthgold ----------------------------------------------------------------- Enjoy & stay connected with us! 👉 Like us on Facebook : / sidharthtvofficial 👉 Follow us on Twitter : / sidharth_tv 👉 Follow us on Instagram : / sidharthtvofficial ----------------------------------------------------------------- #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #SidharrthTV

କୁନି ନମିତା ଏମିତି ଗାଇଲେ , ସମସ୍ତେ ଗୀତ ଶୁଣି କାନ୍ଦିଲେ !! Soumyashree | Mun Bi Namita Agrawal Hebi |

"ଦଫା ଗୁଡା କଣ ତମ ବୋପା ସମ୍ପତ୍ତି..ମନ ଇଛା ଲଗେଇ ଦେଇଛ"- Chameli Ojha Case @PTC_Odisha

Nua Khai Special - Local Folk Dance | Tarang Parivaar Maha Muqabilla S4 | Full Ep 3

Bada Dande Ratha Sundara -New Ratha Jatra Bhajan - ପିଲା କଣ୍ଠରେ - Pradnya Mishra -ବଡ ଦାଣ୍ଡେ ରଥ ସୁନ୍ଦର

କୁନି ନମିତା Soumyashree ଜିତୁଛନ୍ତି ସଭିଙ୍କ ମନ - Mun Bi Namita Agrawal Hebi ମହା ମିଳନ - Sidharrth TV

RAJA JHIA SANGE HEIGALA BHABA - BIG ODIA CINEMA | Superhit Odia Full Movie | Arindam,Archita,Mihir

Aanichi Khira Bela Patara & Other Superhit Shiva Bhjaan | Namita Agrawal | Nonstop Best Siba Bhajan

Little Doll Sidhisna Mesmerized Everyone - ଗୀତ ପୁରା ରସଗୋଲା - Odisha Ra Nua Swara - Studio Round

'Satyam Shivam Sundaram' पर Arunita की Melodious Singing! | Indian Idol | Songs Of Lata Mangeshkar

DEBADASI - ଦେବଦାସୀ - Episode -9- 2024 - Dance Reality Show - ଭକ୍ତି ଓ ନୃତ୍ୟର ଅପୂର୍ବ ମିଶ୍ରଣ | SIDHARTH

ତମେ ଖଣ୍ଡେ ହୀରା SOUMYASHREE - ମୁଁ ଛୁଆବେଳେ ଠିକ ତମପରି ଥିଲି - Mun Bi Namita Agrawal Hebi - Studio Round

Soumyashree Acharyanka Kanthare Sundar Sundar Odia Bhajan | Hey Sri Khetra Megha | MBNH - 1

Aja Natuninka Raja Mauja2-New Masti Song|Sri Charana & Pradnya |ଅଜା ନାତୁଣୀଙ୍କ ରଜ ମଉଜ |Sidharth Music

Viral Boy Santanuଙ୍କ Super hit Song - ଏଥର ଫଗୁଣେ Full Song - ତା ସାଙ୍ଗକୁ ଜବରଦସ୍ତ Comedy - ONS

Mun Bi Namita Agrawal Hebi Maha Milana - EP-7 - Season 2 - Best Singing Reality Show | Sidharrth TV

Jhul Re Kaudibala Jhul Tu Kaudi Kandhei | Soumyashree,Pratikhya |ଝୁଲ୍ ରେ କାଉଡିଵାଲା ଝୁଲ୍ |Odia Bhakti

Grand Finaleରେ କୁନି ନମିତା Soumyashree ରେ ଦେଲେ ଜବରଦସ୍ତ Performance - Mun Bi Namita Agrawal Hebi

Dayakara Dinabandhu - Popular Odia Jagannatha Bhajan | Somyashree Acharya | ଦୟାକର ଦୀନବନ୍ଧୁ | KNS

ତମେ କୋଉ ଗ୍ରହରୁ ଆସିଛ ,ଚମତ୍କାର ହସ ତମର | Jhia Mu Eka Number | Sidharth Gold

