SARU PATARE PANI AE JIBANA..|| LYRICIST & SINGER : SURAJ SINGH || UPLOADED BY KT SURENDRA |
Song Credits: Singer & Lyrics : Suraj Singh All credit goes to the song's woner, producers, lyricists, composers & singers. I offer my heart full gratitude towards them for making available this beautiful song.. ସାରୁ ପତରେ ପାଣି , ଏ ଜୀବନ ( ୨ ଥର ) ସୁଲ୍ ସୁଲ୍ ହେଇ ଧିରେ ପବନ୍ ମାରୁଛେ , କେତେବେଳେ ବୁଡ଼ିଯିମା ଜାଣି ନେଇ ହେଉଛେ ଢୁଲ୍ ଢୁଲ୍ ହେଇ ପତରେ ପାଣି ହଲୁଛେ କେତେବେଲେ ପଡ଼ିଯିମା ଜାଣି ନେଇ ହେଉଛେ ସାରୁ ପତରେ ପାଣି ଏ ଜୀବନ.. ------------------------------------------------------------------------- ଭାବୁଛୁ କେ ତୁଇ ମରିଗଲେ ଗଲା ମରିଗଲେ ମୁନୁଷର୍ ଦିନ୍ ସରିଗଲା ନାଇ ନାଇ ନାଇରେ ବୁଆ ନାଇରେ ମୁନୁଷର୍ ଦିନ୍ ସରେ ନାଇରେ ନାଇ ନାଇ ନାଇରେ ବୁଆ ନାଇରେ ଆତ୍ମାର୍ କେବେ ମରଣ୍ ନାଇରେ ସାରୁ ପତରେ ପାଣି ଏ ଜୀବନ.. ------------------------------------------------------------------------ ସ ପଥେ ଯେ ଥିଲା , ମଲେ କାଣା ହେଲା ତାର ଆତ୍ମା ଗଲା , ସ୍ଵର୍ଗେ ବାସ କଲା ପାପିର ଆତ୍ମା ନରକେ , ଛଟପଟ ହେବା କେତେ ଦୁଃଭାଗ୍ୟ ପାପି ଜୀବନ ରହିଥିବା ଚିରଦିନ ସାରୁପତରେ ପାଣି , ଏ ଜୀବନ ... ------------------------------------------------------------------------ ଆତମାର ଥାନ ଅଛେ ଦୁଇ ଜାଗା , ଗୋଟେ ସରଗ ଆଉ ଗୋଟେ ନରକ ନରକ ସୟତାନର ସରଗ ପ୍ରଭୁ ଯୀଶୁର ପଥ ମନୋନୀତ କର , କେନ୍ ଆଡେ ଯିବୁରେ ନର ସାରୁ ପତରେ ପାଣି ଏ ଜୀବନ.. L I K E , C O M M E N T , S U B S C R I B E & S H A R E Click on the link below for more songs ; #OdiaDevotionalgana #KtsMusic #Ktsurendra

Ishwara Prema Chhadi Parena,Ayush Saan New Devotional Christian Song HKMEDIA OFFICIAL 2021

ମନୁଷ୍ୟ ଆଦ୍ୟ ପ୍ରେମକୁ କିପରି ଭୁଲିଅଛି ? that you have left your first love." || Dr. RK Digal|| #Digal

ଦିନେ ସନ୍ଧ୍ୟା ନଇ ଆସିବ।।Dine Sandhya nai asiba।।Human Sagar।।Salem Lima।।Bapi Samal।।

E Pruthibi Janu Ame Jisunkara | ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର | Odia Christian Song with Lyrics

Song- jhumi jhumi nache mana. #Singer- Pankaj Jaal. # uploaded by Santwana YouTube channel.

JETE DINA MUI PADITHILI ( ଯେତେ ଦିନ ମୁହିଁ ପଡ଼ିଥିଲି ) | Odia Christian Song

Antara Mo Kanduchhi..

Megha Rathare Maha Bikrame || Odia Christian ✝️ Devotional Song ||

SARU PATARE PANI // koraputia, sambalpuri christian cover song by ROHIT

Kya Phool Chadhau Main Prabhu Ke Charno Main - By Anita Bara

Karuna maya Christian Movie | କରୁଣା ମୟ |#Christan #film

Ame Gaaure Gaaure || Odiya Christian Song ||

Deide Deide Babu Tara Manake / Koraputia Christian Song / Cover Song

ଓଡ଼ିଆ ଖ୍ରୀଷ୍ଟିୟ ସଙ୍ଗୀତ -"ନାହିଁ ରେ ନାହିଁ ଆଉ ସମୟ ନାହିଁ"// Nahi re nahi au samaya nahi//

Kumar Sanu Hit Songs | 90s Superhit Hindi Romantic Songs | Sadabahar Song | Bollywood Songs Jukebox

ଯୀଶୁ ତୁମ ବିନା ମୋ ଜୀବନ ଫିକା ଫିକା ଲାଗୁଛି FIKA FIKA LAGUCHI/singer-MANSING NAG & JHUNI KHOSLA/ODI

Dayare Mu Paichhi Sabu I Amit Pani I Odia Best Song I Amit Pani Official I New Odia Song I Jesus

ମଧୁର ସ୍ୱରକୁ ମୋର || Madhura Sura ku Mora || Odia Christian Song#jesus #praiseandworship #jesusshorts

Kia Pachhi Daba Mora Akhi Luha 😭 | Odia Christian Song | New Odia Worship Song with lyrics

