ବାଛୁରୀ ଜନ୍ମ ହେବାର ପ୍ରଣାଳୀ | Stages of parturition in cow

‪@RFISOdia‬ ବାଛୁରୀ ଜନ୍ମ ହେବାର ପ୍ରଣାଳୀ | Stages of parturition in cow ନମସ୍କାର, ମୁଁ ଡ଼କ୍ଟର ହିମାଂଶୁ ବେହେରା, ସହକାରୀ ଅଧ୍ୟାପକ, ପ୍ରାଣୀ ପ୍ରଜନନ ଓ ପ୍ରସୂତି ବିଭାଗ ଓଡିଶା କୃଷି ଓ ବୈଷୟିକ ମହାବିଦ୍ୟାଳୟ ଆଜି ର ଏଇ ପ୍ରୋଗ୍ରାମ କୁ ଆପଣ ମାନଙ୍କୁ ସ୍ୱାଗତ ଜଣଉଛି।ଆଜି ପାଈଁ ଆମର ଅଧ୍ୟାୟ ହେଉଛି ଗାଈର ବାଛୁରୀ ଜନ୍ମ ସମୟରେ ହେଉଥିବା ୩ଟି ମୁଖ୍ୟ ପ୍ରଣାଳୀ । ଆମର ଗାଈ ଯେତେବେଳେ ଗର୍ଭବସ୍ଥାରେ ରହିଥାଏ ଗାଈ ଚାଷୀ ଭାଈ ମାନେ ଜାଣି ରଖିବା ଉଚିତ ଯେ ଗର୍ଭବସ୍ଥା ମୁଖ୍ୟତଃ ୨୭୦ ରୁ ୨୮୦ ଦିନ ହେଇଥାଏ । ୨୮୦ ଦିନ ପୂରଣ ହେବା ପରେ ଗାଈର ପହ୍ନା ଫୁଲିବା ଆରମ୍ଭ ହେଇଥାଏ । ଏହି ପହ୍ନା ଫୁଲିବା ପ୍ରକ୍ରିୟା ନୂଆ ବାଛୁରୀ ଜନ୍ମ କରିବାକୁ ଥିବା ଗାଈ ପାଖରେ ଦେଖା ଦେଇଥାଏ । ପହ୍ନା ଫୁଲିବା ପ୍ରକ୍ରିୟା ଟି ବିଶେଷ ଭାବରେ ଗାଈ ମାନଙ୍କ ପାଖରେ ଜଣା ପଡ଼ିନଥାଏ। ୩ଟି ମୁଖ୍ୟ ପ୍ରଣାଳୀ ରହିଛି, ପ୍ରଥମ ଟି ହେଉଛି ଗାଈ ବାଛୁରୀ ଜନ୍ମ ଦେବା ସମୟରେ ଯୋନି ଦ୍ୱାର ବା ତାର cervix/ଗ୍ରୀବା ଖୋଲିଥାଏ । ଦ୍ଵିତୀୟରେ ସେଇ ଗ୍ରୀବା ଦେଇ ଯୋନି ସାହାଯ୍ୟରେ ବାଛୁରୀ ବାହାରକୁ ଆସିଥାଏ। ବାଛୁରୀ ଜନ୍ମ ଦେବାର ୧୨ ଘଣ୍ଟା ମଧ୍ୟରେ ଫୁଲ ପଡିବା ତୃତୀୟ ପ୍ରଣାଳୀ ହେଇଥାଏ । ବାଛୁରୀ ଜନ୍ମ କରିସାରିବା ପରେ ଚତୁର୍ଥ ପ୍ରକ୍ରିୟା ମଧ୍ୟ ରହିଛି ଯେଉଁଥିରେ ଗାଈ ଟି କିପରି ଗର୍ଭବସ୍ଥା ରୁ ଲେଉଟାଇ ପୂର୍ବ ଅବସ୍ଥା କୁ ଆସି ପାରିବ। ଏହି ପ୍ରକ୍ରିୟାରେ ପ୍ରଥମେ ମୂତ୍ର ପୁଡା ପଦା କୁ ଆସି ଯାଇଥାଏ ଆଉ ଗାଇଟି ଅସ୍ଥିର ହେବା ଆରମ୍ଭ ହେଇଯାଇଥାଏ, ଏଥିରେ ଆପଣ ବ୍ୟସ୍ତ ନ ହେଇ କେହି ଦକ୍ଷ ଚାଷୀ ଭାଈ କୁ ଡାକି ତାଙ୍କ ଠାରୁ ସାହାଯ୍ୟ ନେଇ ପାରିବେ କିମ୍ବା ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ କୁ ନେଇ ପାରିବେ । ପ୍ରଥମ ପ୍ରଣାଳୀରେ ଯେତେବେଳେ ବାଛୁରୀ ବାହାରକୁ ଆସେ ସେତେବେଳେ ଦ୍ଵିତୀୟ ପ୍ରଣାଳୀ ମଧ୍ୟ ତା ସହ ମିଶି ଯାଇଥାଏ । ଏହି ଦୁଇଟି ପ୍ରଣାଳୀ ମିଶି ବାଛୁରୀ ଜନ୍ମ ହୁଏ ଏବଂ ପ୍ରଥମେ ବାଛୁରୀର ଆଗ ଗୋଡ ୨ଟି ଆଉ ମୁଣ୍ଡ ବାହାରକୁ ଆସିଥାଏ । ତା ପରେ ଆପଣ ତାକୁ ବାହାରକୁ ଆଣି ପାରିବେ ନହେଲେ ପ୍ରାଣୀ ଚିକିତ୍ସକ ଙ୍କର ମଧ୍ୟ ସହଯୋଗ ନେଇ ପାରିବେ। ଗାଈ ଯେମିତି ଶୀଘ୍ର ବାଛୁରୀ କୁ ଆପଣେଇ ନବ ସେଥିପାଇଁ ଜନ୍ମ ହେବା ସାଙ୍ଗେ ସାଙ୍ଗେ ତାକୁ ଗାଈ ମୁହଁ ପାଖକୁ ନେଇଯିବା ଉଚିତ। ଆଉ ୧୨ ଘଣ୍ଟା ମଧ୍ୟରେ ଫୁଲ ପଡିଗଲେ ଜାଣିବେ ଯେ ଠିକ ଭାବରେ ବାଛୁରୀ ଜନ୍ମ ହେଇଯାଇଛି ବୋଲି ।

ଗୋଟିଏ ଗାଈ କେମିତି ଦେଉଛି ୩୦ ଲିଟର କ୍ଷୀର || How a cow gives 30 liters of milk ? @EfarmingOdisha
▶︎

[ଆନ୍ଧ୍ରରୁ ଗାଈ ଆଣି ପଇସା ବର୍ବାଦ]Mukhya Mantri Kamadhenu Yojana EXPOSED! Odisha Farmer Reveals Big Scam

How a Milking Machine Works: Explained In 3 Minutes And 33 Seconds.

Special Report: Quit IT Job, Started With 4 Cows, Now Couple Earns ₹2 Crore a Year!

India’s Costliest Milk? Punganur Cow Fetches ₹2,000 Per Litre

5 Dairy Farming Mistakes That Are Killing Your Profits #gausampurna

ଅଧିକ କ୍ଷୀର ପାଇଁ ଗାଈକୁ ଖାଇବାକୁ ଦେବାର ଗୁପ୍ତ ରହସ୍ୟ-Right Feed, More Milk -Milch Cow Feeding Secrets

୧୦ଟି ଗାଈରୁ ଏବେ ୩୦୦ ଲିଟର || How to start dairy farm . @EfarmingOdisha

बच्चा देने से 15 दिन पहले गाय भैंस को यह खुराक खिला दो||गादी व थन डबल कर लो||Udder Growth Double

ଗାଈର କ୍ଷୀର ବୃଦ୍ଧି ପାଇଁ ଘରୋଇ ଔଷଧ ଏବଂ ହୋମିଓପାଥି ଔଷଧ

ଲକ୍ଷ୍ୟ ୫୦୦ ଲିଟର କ୍ଷୀର ଉତ୍ପାଦନ || Target 500 liters milk in a day || Dairy farming in Odisha ||

ನನ್ನ ಹಸುವಿನ ಕೆಚ್ಚಲು ಬಾವು ಗುಣಪಡಿಸಿದ್ದು ಇದೊಂದೇ ಪಶು ಆಹಾರ! ರೈತನ ನಿಜವಾದ ಅನುಭವ | CBM ಕ್ಷೀರಾಮೃತ ಸೂರ್ಯ

From 1 Cow to 40+ Cows | 200 Litres Milk Daily | 20 Years Dairy Farm Success Story Odisha

ចិញ្ចឹមគោអត់បូក ខុសពីគោធម្មតាដូចម្តេចខ្លះ? ការចិញ្ចឹមគោនៅខេត្តបន្ទាយមានជ័យ

“Sanjeevani” Sujata Set for BJD Entry ! | Nirbhay Gumar Katha

ଗାଈ ପାଳନରେ ସନ୍ତୁଳିତ ଖାଦ୍ୟର ଉପକାରିତା  | Benefits of Balanced Ration

କେତେ ଜଣ ଗାଈ ଦେହରେ ହାତ ମାରିଛନ୍ତି | Samaj O Sanskruti | Baishnaba Charan Mohanty | Odisha 365

ଘର ଜ୍ବାଇଁଆକୁ କେମିତି ସାବାଡ଼ କରାଯିବମୋତେ ଭଲକି ଜଣା ଅଛି || SANCHAR LIVE

Inside the Red Bull Soap Factory: How Premium Luxury Soap Is Made | Full Process

Metabolite Mix Powder Veterinary||कब कैसे Use करें||देने का सही तरीका/गजब के फायदे