HUMANE SAGAR TOP 10 ODIA CHRISTIAN SONGS | AUDIO JUKEBOX | NEW ODIA CHRISTIAN SONGS | SUPERHIT SONGS
HUMANE SAGAR TOP 10 ODIA CHRISTIAN SONGS AUDIO JUKEBOX NEW ODIA CHRISTIAN SONGS SUPERHIT SONGS HUMANE SAGAR AB Music ଖ୍ରୀଷ୍ଟୀୟ ପରିବାର ତରଫରୁ ସ୍ୱର୍ଗତଃ ହ୍ୟୁମାନ ସାଗରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କ ସ୍ମୃତିରେ HUMANE SAGAR ଗାଇଥିବା TOP 10 SUPERHIT CHRISTIAN SONGS ର AUDIO JUKEBOX ପ୍ରସ୍ତୁତ କରାଯାଇଛି । ଆମ ଖ୍ରୀଷ୍ଟ ପରିବାରର ଗର୍ବ ଓ ଗୌରବ ଓଡ଼ିଶାର ଖ୍ୟାତନାମା ଓ ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱର୍ଗତଃ ହ୍ୟୁମାନ ସାଗରଙ୍କ ସ୍ମୃତିରେ ଏହା ଭେଟି ଦେଉଛୁ। ଏଣୁ ହ୍ୟୁମାନ ସାଗରଙ୍କ ଗୀତକୁ ଭଲ ପାଉଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷ ଉକ୍ତ ଗୀତ ଗୁଡ଼ିକୁ ଶୁଣନ୍ତୁ। AB Music ତରଫରୁ ହ୍ୟୁମାନ ସାଗରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି.... ହ୍ୟୁମାନ ସାଗର ତମେ ସାଧାରଣ ମଣିଷ ନୁହଁ ଜଣେ ଅସାଧାରଣ ବ୍ୟକ୍ତିତ୍ଵ ଅନନ୍ୟ ପ୍ରତିଭାର ଅଧିକାରୀ.. ଏଭଳି ପରମ ପୁରୁଷ ଦୁନିଆରେ ଜଣେ ଆବିର୍ଭାବ ହୋଇଥାନ୍ତି ଆଉ ଓଡିଶା ସଙ୍ଗୀତ ଜଗତରେ ସେହି ପରମ ପୁରୁଷ ହେଉଛ କେବଳ ତମେ ହ୍ୟୁମାନ ଆଜି ତୁମ ମୃତ୍ୟୁରେ କେହି ବି ଖୁସି ନୁହନ୍ତି ହ୍ୟୁମାନ...ନା ତମେ ବୟସର ଚରମ ସୀମାରେ ପହଞ୍ଚିଥିଲ ନା ଆଉ କିଛି ତମେ ଆଉ କିଛି ବର୍ଷ ବଞ୍ଚିବା ଜରୁରୀ ଥିଲା ବାସ୍ତବରେ ପ୍ରଭୁଙ୍କ ଯୋଜନା ସଂକଳ୍ପ ଅଭିମତ ତୁମ ପାଇଁ କ'ଣ ଥିଲା କେହି ଜାଣିବା ଅସମ୍ଭବ ବ୍ୟାପାର..ତମେ ସ୍ୱରର ଯାଦୁଗର ସେ ଯାଦୁରେ ସମସ୍ତେ ବନ୍ଧା ଥିଲେ.. ତୁମ ସୁଲଳିତ କଣ୍ଠ ସମସ୍ତଙ୍କୁ ଆତ୍ମବିଭୋର କରୁଥିଲା.. ତୁମେ ଶ୍ରୋତା ମାନଙ୍କୁ କନ୍ଦାଉଥିଲ..ହସାଉଥିଲ ନଚାଉଥିଲ..ତୁମ ଗୀତ ଶୁଣିଲେ ଦୁଃଖ ଚିନ୍ତା ଅପସରି ଯାଉଥିଲା କେବଳ ଆତ୍ମାକୁ ଶାନ୍ତି ମିଳୁଥିଲା...ତମେ ଆସିବା ପର ଠାରୁ ଓଡିଆ ସଙ୍ଗୀତ ଜଗତର ଏକ ନୂଆ ଯୁଗ ଆରମ୍ଭ ହେଲା.. ତମେ ତୁମର ଗୀତ ଦ୍ବାରା ଓଡ଼ିଶା ସଙ୍ଗୀତ ଜଗତରେ କାର୍ଯ୍ୟରତ କର୍ମଜୀବୀ ମାନଙ୍କର ବଞ୍ଚିବାର ରାହା ଦେଖାଇଗଲ..ଓଡିଆ ସଙ୍ଗୀତ ପ୍ରତି ଲୋକ ମାନଙ୍କର ଅହେତୁକ ଭଲ ପାଇବା ଦିନକୁ ଦିନ ବୃଦ୍ଧି ପାଇଲା। ଓଡ଼ିଶା ସଙ୍ଗୀତ ଜଗତରେ Versatile Singer ର ଅଭାବ ଥିଲା ସେହି ଶୂନ୍ୟ ସ୍ଥାନ ସଂପୂର୍ଣ୍ଣ ରୂପେ ପୂରଣ ହୋଇଥିଲା। ବଲିଉଡ୍ ଜଗତର ଗାୟକ ମାନଙ୍କର ଆବଶ୍ୟକତା ପଡ଼ିଲା ନାହିଁ। ବିଶେଷତଃ ଯୁବପିଢିମାନଙ୍କର ପ୍ରେରଣାର ଉତ୍ସ କେବଳ ତମେ ଥିଲ..ତୁମ ଗୀତ ଯୋଗୁଁ Camera Man ଠାରୁ ଆରମ୍ଭ କରି Poster Desiner, Editor ,Lyricist, Music Director, Producer,Recordist ଏବଂ Youtuber ମାନଙ୍କର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହିତ ପେଟ ପୋଷିବାର ଏକ ମାଧ୍ୟମ ପାଲଟିଥିଲା..ତୁମ ବିନା ଓଡିଶା ସଙ୍ଗୀତ ଜଗତ କିଭଳି ଭାବରେ ଆଗକୁ ବଢ଼ିବ କଳ୍ପନା କରିବା ସମ୍ଭବପର ନୁହଁ.. ତମେ କୋଟିଏରେ ଗୋଟିଏ..ଛୋଟ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ତମେ ଚିର ଦିନ ପାଇଁ ବସା ବାନ୍ଧି ରହିଲ..ତମେ କମ୍ ବୟସରେ ଏ ଦୁନିଆ ଛାଡ଼ି ଚାଲିଗଲ ସତ କିନ୍ତୁ ସମସ୍ତଙ୍କୁ ଧୋକା ଦେଇ ଚାଲିଗଲ । Presenting You All Humane Sagar Top 10 Christian Songs From AB Music. We Hope All This New Odia Heart Touching Christian Songs Audio Jukebox Will Surely Touch All Your Heart. All Songs Sung By Human Sagar In Very Beautifully And Soulfully. Lyrics & Music Composition By Amit Badanayak. PRAISE THE LORD..........AB MUSIC ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ମଣ୍ଡଳୀକୁ ପ୍ରଭୁ ଯୀଶୁଙ୍କ ବହୁମୂଲ୍ୟ ନାମରେ ଆନ୍ତରିକ ନମସ୍କାର। ଲୋକ ମାନଙ୍କର ଆତ୍ମିକ ଜାଗରଣ ଏବଂ ମନ ପରିବର୍ତ୍ତନ ନିମନ୍ତେ AB MUSIC ତରଫରୁ ଖ୍ରୀଷ୍ଟୀୟ ସଙ୍ଗୀତ ଜରିଆରେ ସୁସମାଚାର ପ୍ରଚାର କରିବା ଉଦ୍ଦେଶ୍ୟରେ କ୍ଷୁଦ୍ର ପ୍ରୟାସ କରି ଭେଟି ଦେଉଛୁ ହ୍ୟୁମାନ ସାଗର କଣ୍ଠଦାନ କରିଥିବା ଭିନ୍ନ ଭିନ୍ନ ସ୍ୱାଦର ୧୦ ଟି ମନଛୁଆଁ ଓ ହୃଦୟସ୍ପର୍ଶୀ ଖ୍ରୀଷ୍ଟୀୟ ଭକ୍ତି ଗୀତ ଗୁଡ଼ିକର Audio Jukebox । ହ୍ୟୁମାନ ସାଗର ଗାଇଥିବା ସମସ୍ତ ୧୦ ଟି ଗୀତ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର ଓ ହୃଦୟସ୍ପର୍ଶୀ ହେଇଛି। ଏଣୁ ଉକ୍ତ ଗୀତ ଗୁଡ଼ିକ ଶୁଣନ୍ତୁ ଏବଂ ଦ୍ୱିତୀୟ ଆଗମନକୁ ଲକ୍ଷ୍ୟ କରି ନିଜ ନିଜକୁ ପ୍ରସ୍ତୁତ କରନ୍ତୁ। SONG CREDITS : Song : Humane Sagar Top 10 Christian Songs (Audio Jukebox) Singer : Humane Sagar (Ollywood Singer) Lyrics : Amit Badanayak Music Composition : Amit Badanayak Music Arrangement : Bapi Samal,Pintu Das Recording & Mix : MRR Studio, Cuttack Mastering by : Shaktiswar Mohapatra Poster Design : Parsuram Sagaria WhatsApp : 8895583382,7978601423 Contact : 7978601423,8895583382 #humanesagartop10christiansongs #humanesagarchristiansongs #newodiachristianaudiojukebox #newodiachristiansongs #humanesagar #amitbadanayak #humanesagarsongs #humanesagarnewsongs #humanesagarchristianaudiojukebox #newodiachristiansongs2026 #amitbadanayakchristiansongs #amritanayakchristiansongs #amitbadanayaknewchristiansongs2026 #amitbadanayakchristiansongs2026 #newodiachristiansongs2026 #humanesagarnewodiachristiansongs #odiachristiansongs2025 #asimapandachristiansongs #latestodiachristiansongs #odiachristiansongs #abmusic #amitbadanayak #latestodiachristiansongs #odianewchristiansong #humanesagarchristiansongs #amitpanichristiansongs #abmusicchristiansongs

Best Of Human Sagar Odia Christian Song | Top 10 Nonstop Old vs New Collection |

TOP 10 ODIA CHRISTIAN SINGS OF HUMAN SAGAR || NONSTOP ODIA CHRISTIAN SONGS || SUPER HIT ODIA SNGS 🎤🎧

PARIBARTANA 2 ALL SONGS | AUDIO JUKE BOX | NEW ODIA CHRISTIAN SONGS |HUMANE SAGAR |AMIT PANI| ANTARA

Odia Christian Songs || Prayer songs to Jesus Christ || ଯୀଶୁଙ୍କ ନିକଟରେ ପ୍ରାର୍ଥନା ଜଣାଇବା ସଙ୍ଗୀତ

💖 Evergreen Old Hit Odia Song | Superhit Romantic Song | Best Odia Melody 2026 🎶

TRIBUTE TO HUMANE SAGAR | TOP 10 ODIA CHRISTIAN SONGS OF HUMANE SAGAR

Humane Sagar's first Christian Koraputia Song || HALLELUJAH PADE SUN ହାଲ୍ଲେଲୁୟା ପଦେ ଶୁନ୍|| 2024-25

Best songs of Human Sagar in the memory of ollywood Legend Best composition ever

ଗୀତରେ ହ୍ୟୁମାନଙ୍କ ସତ | News18 Odia Podcast Premanand | News18 Manas Ranjan Dash | Humane Sagar

Jagan Mohan Nag | Audio Juke Box | Best Superhit Odiya Devotional Christian Song |

Top 10 odia christian songs by human Sagar || ଓଡ଼ିଆ ସଙ୍ଗୀତ // #odiachristiansong #humansagar 🎤🎙️🎙️✝️

SHASANK SEKHAR SUPERHIT TOP 6 ODIA CHRISTIAN SONGS | SHASANK SEKHAR AUDIO JUKEBOX BOX AMIT BADANAYAK

Human Sagar All Christian Song.... #sanjeeb #kumar #nayak ...

Human sagar new jejus song/ human sagar new odia song /new Sambalpuri human sagar song

କ୍ରିଷ୍ଟିଆନ ପୁରୁଣା ସଙ୍ଗୀତ #1|| Old Christian Songs || GYA || #odia #trending #christiansongs

AMIT PANI SUPERHIT 8 CHRISTIAN SONGS | AUDIO JUKEBOX |ODIA CHRISTIAN SONGS AMIT PANI AMIT BADANAYAK

#cristian Top Collection //Odia Latest Christian Non stop Song// Hart toching song 🎵

PARIBARTANA 6 | NEW ODIA CHRISTIAN SONGS |HUMAN SAGAR SHASANK AMIT AKSHAY SALAMAN | AUDIO JUKEBOX |

Human Sagar’s Top-Ten Latest New Odia Christian Songs

