GAHANI - JANMASTAMI - ଗାହାଣୀ - ଜନ୍ମାଷ୍ଟମୀ | (ଶ୍ରୀକୃଷ୍ଣଙ୍କ ଜନ୍ମ କାହାଣୀ) | Gita Dash | Sidharth Music
କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ । ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରତିରେ ବାହାରିଲେ । ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା।ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ।ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ------------------------------------------------------------ Create Your Reel Here: Song : Janmastami Gahani Singer : Gita Dash Lyrics : Dillip Jena Music Director : Puratana Music Arranger / Programmer : Video Artist : Album : Janmastami Gahani Album No : 3671 Music Label : Sidharth Music ------------------------------------------------------- ♪ Full Song Available on ♪ JioSaavn : https://bit.ly/38h4awV Wynk : https://bit.ly/2WiLqLr Gaana : https://bit.ly/3sNvc8I Apple Music : https://tinyurl.com/4kekfhj6 Amazon Prime Music : https://amzn.to/3jdR8Xn iTunes : https://tinyurl.com/4kekfhj6 Spotify : https://spoti.fi/3mzSbTy ---------------------------------------------------------- Video Director : Abhaya Garanayak Camera : Rintu, Narendra & Bicky Editor : Balaram Thumbnail Design : Bikash,Tapan 3D Modeling : Adil Ali Khan Digital Grading : Shivananda Jena Recorded At : Sidharth Studio Voice Dubbing & Mixing By : Munna & Sangram Mastering By : Sitaram Agrawal & Pradyumna Singh Producer : Sitaram Agrawal & Namita Agrawal Banner : Sidharth Music ----------------------------------------------------------- Set Caller Tune ; Operator Codes: Airtel Users Dial 5432117581027 Vodafone Users Dial 53712240991 BSNL (South / East) Users sms BT 12240991 To 56700 Idea Users Dial 53712240991 BSNL (North / West) Users sms BT 7469649 To 56700 Also available on Jio Tunes ---------------------------------- DTH details .. Sidharrth TV : Dish-1311,Tata Play-1757,Airtel-600 Sun Direct -657,D2H-1311 Sidharth Bhakti : Dish TV-1395, Airtel-616,Sun-491 Sidharth Gold : Dish TV -1333, Airtel-602,Sun-658 Jay Jagannath : Dish-1397,Videocon D2H-1397 SUBSCRIBE us for Mega Serial, Reality Shows every day: YouTube : / sidharthtv Instagram : / sidharthtvofficial Facebook : / sidharthtvofficial Twitter : / sidharth_tv Subscribe our other Television Channels : Sidharth Bhakti : https://bit.ly/3ybqxAJ Sidharth Gold : https://bit.ly/3a1P4Ac Jay Jagannath : https://bit.ly/3aa1lTa #sidharthbhakti #odiabhajan #namitaagrawal #odiasong #sidharthmusic #sidharthtv #jayjagannathtv #sitaramagrawal

KRUSHNA JANMA ( BHAGABATA -10th Skandha) କୃଷ୍ଣ ଜନ୍ମ (ଦଶମ ସ୍କନ୍ଧ)| Namita Agrawal | Odia Bhaktidhara

Gahani - Sri Baladeba Janma O Rakhi Purnima Gahani - Video | Gita Dash | ଗାହାଣୀ - ରାକ୍ଷୀ ପୂର୍ଣିମା |

Sri Krushnanka Sarira Tyaga | ଶ୍ରୀ କୃଷ୍ଣଙ୍କ ଶରୀର ତ୍ୟାଗ | Sricharan Mohanty | Sri Krushna Bhajan

श्री हनुमान चालीसा 🌺🙏| Shree Hanuman Chalisa Original Video |🙏🌺| GULSHAN KUMAR | HARIHARAN | Full HD

Khulana Sundari Gahani

Top 10 Odia Jagannath Bhajan 2025 | Sourav Bharadwaj Hits

Ramayana - ରାମାୟଣ - ପ୍ରଥମ ଭାଗ | Video | ବୈଶ୍ୟ ସଦାଶିବ ଓ ବିଶ୍ୱନାଥ ଖୁଣ୍ଟିଆ ବିରଚିତ | Dukhishyam Tripathy

Best Of ISKCON Kirtan | Hare Krishna Hare Rama | Deep Meditation & Inner Peace | Krishna Bhajan 2026

Kalijai Song - Bapa Ghara Khela Sarigala -ବାପ ଘର ଖେଳ ସରିଗଲା- ଜାଇର କରୁଣ କାହାଣୀ | Gita Dash | Sidharth

Gahani - Na Pahu Rati Na Maru Pati - ଗାହାଣୀ - ନ ପାହୁ ରାତି ନ ମରୁ ପତି | Geeta Dash | ସତୀର ମହିମା କଥା

GAHANI - Sri Jagannathanka Deula Tolaa - Full Video | Gita Dash | ଗାହାଣୀ - ଶ୍ରୀ ଜଗନ୍ନାଥଙ୍କ ଦେଉଳ ତୋଳା

Gita Gyana || Gita Gyana Odia Bhajan | Sricharan | Omm Namo Bhagabate | Prem Anand | Bindas Odisha

SHRI KRISHNA GOVIND HARE MURARI || Cover Song | Krishna Bhajan 2026 | BHAKTI SONG

Krushna Janma Odia Brata Katha | Odia Bhagabata 10th Skanda | Rabindra Mohapatra

ସକାଳୁ ଏଇ ଗୀତ ଶୁଣନ୍ତୁ ଦିନ ଭଲରେ କଟିବ - Namita Agrawal Best Morning Odia Jagannath Bhajan Audio Jukebox

Laxminarayana Kali - ଲକ୍ଷ୍ମୀ ନାରାୟଣ କଳି | ରଥଯାତ୍ରାରେ ମା'ଲକ୍ଷ୍ମୀଙ୍କ ଅଭିମାନର କଥା | Namita Agrawal

Best Of Iskcon Kirtan | Hare Krishna, Hare Ram | Peaceful Mahamantra for Peace & Devotion

Laxmi Sahasranama

Na Pahu Rati Na Maru Pati (Video) ନ ପାହୁ ରାତି ନ ମରୁ ପତି(ଗାହାଣୀ ) | Geeta Dash | Sidharth Bhakti

