ଜଙ୍ଗଲରେ ଘାଣ୍ଟିଲା ପୋଲିସ ! Bhubaneswar Crime News |Girl Rescued from Ratanpur Forest |Accused Arrested
Bhubaneswar Crime News: Girl Rescued from Ratanpur Forest via Drone Search, Accused Arrested | News18 Odia ରାଜଧାନୀ ଉପକଣ୍ଠରେ ଯୁବତୀଙ୍କୁ ଲିଫ୍ଟ ବାହାନାରେ ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ଇନଫୋଭ୍ୟାଲି ଥାନା ପୋଲିସ । ଖୋର୍ଦ୍ଧା ବସ୍ଷ୍ଟାଣ୍ଡରୁ ଜଣେ ଯୁବତୀ ଅଭିଯୁକ୍ତଙ୍କ ବାଇକରେ ଲିଫ୍ଟ ନେଇଥିଲେ। ଯୁବତୀଙ୍କୁ ରତନପୁର ରିଜର୍ଭ ଫରେଷ୍ଟ ଅଞ୍ଚଳକୁ ନେଇ ଯାଇଥିଲେ। ଖବର ପାଇ ଇନଫୋଭ୍ୟାଲି, ଜଟଣୀ, ଖଣ୍ଡଗିରି ଓ ଭରତପୁର ଥାନାର ଆଇଆଇସିଙ୍କ ସମେତ ୫୦ରୁ ଅଧିକ ପୋଲିସ କର୍ମଚାରୀ ଜଙ୍ଗଲ ଭିତରେ ଖୋଜାଖୋଜି କରିଥିଲେ। ଡ୍ରୋନ୍, ଫ୍ଲେୟାର ଗନ୍, ଜିପିଏସ୍ ଲୋକେସନ୍ ଓ ବିଭିନ୍ନ ଉପାୟରେ ଯୁବତୀଙ୍କୁ ଖୋଜା ଯାଇଥିଲା। ଶେଷରେ ପୋଲିସ ଯୁବତୀଙ୍କୁ ଠାବ କରି ସୁରକ୍ଷିତ ଭାବେ ଉଦ୍ଧାର କରିଛି । A chilling incident unfolded on the outskirts of Bhubaneswar where a young woman was abducted under the pretext of being given a lift, followed by an attempted for a crime. Prompt action and an extraordinary multi-station operation by the Commissionerate Police successfully saved the victim and led to the immediate arrest of the culprit. #BhubaneswarCrime #InfovalleyPolice #DroneSearchOperation #RatanpurForestRescue #KhurdaNews #OdishaPoliceAction #News18Odia #BreakingNewsOdisha #OdiaNews #OdishaNews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_KU

ଥଣ୍ଡା କାଶ ହେଲେ ଏମ୍ସ ଆସନି: ଏମ୍ସ ମୁଖ୍ୟଙ୍କ ବଡ଼ କଥା | Bhubaneswar AIIMS | Dr Ashutosh Biswas | Odia News

ରାଇଜିଂ ଓଡ଼ିଶା କନକ୍ଲେଭରେ ବଡ଼ ଖୁଲାସା କଲେ କ୍ରିଷ୍ଣା |Rising Odisha 2025 |News18 Odia Initiative |Krishna

ଜଙ୍ଗଲ ଭିତରେ ୩ ଘଣ୍ଟା... ! Bhubaneswar Lift Horror | Top Crime News | Crime Update | Bhubaneswar N18V

ସାଂଘାତିକ ସ୍ଥିତି, ବସିଲା ବଡ଼ ମିଟିଂ | CJP-Govt Meeting: JP Nadda Meets CJP Leaders | Dharmendra Pradhan

ଲିପ୍ଟି ଦେବା ବାହାନାରେ ଅପହରଣ : ଯୁବକ ଗିରଫ ||CHARCHA TV

ଓଡ଼ିଶାରେ ପ୍ରବଳ ବର୍ଷିବ ! Low Pressure System to Bring Heavy Rain Till July 25 |Rain News Today

ନବୀନଙ୍କ ଦିଲ୍ଲୀ ପ୍ଲାନ୍! NEET Paper Leak | Mukesh Mahaling Targets Naveen Patnaik | Dharmendra Pradhan

Pt.9 | Modi’s Police Crushes Protest But Ugly Face Exposed | Did Cockroaches Win? | Akash Banerjee

ବାହୁଡ଼ା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମିଟିଂ |CM High-Level Review Meeting Ahead of Bahuda Yatra |Odia News

ଶ୍ରୀଜଗନ୍ନାଥଙ୍କୁ କାହିଁକି ଦାରୁବ୍ରହ୍ମ କୁହାଯାଏ ? Why is Lord Jagannath Called Darubrahma? Ratha Yatra

Live: ରାହୁଲ ଉଠାଇବା ବେଳେ ଏ କଣ ହେଲା ? Rahul Gandhi Detained | CJP Protest | Rahul Gandhi Protest News

Sunol's 'Little Fire' forces evacuations | West Coast Wrap

ରାସ୍ତା କାମକୁ ନେଇ ମୁହାଁମୁହିଁ ; ସୋସିଆଲ ଭିଡିଆରେ ମୁହାଁମୁହିଁ ଭିଜୁଆଲ ଭାଇରାଲ

କାର ପଛେ ପଛେ ବାଇକ୍ ରେ ଆସିଲେ ଢୋ ଢୋ କରି ବନ୍ଧୁକରେ ନାଛି ଦେଇଗଲେ | CrimeNews || ViolenceNews | PublicSafety

ପୀଡ଼ିତାଙ୍କ ସାଙ୍ଗଙ୍କ ଖୁଲାସା! Balianata Girl's Friend Reaction | Bhubaneswar Balianta | Balianata Case

D4vd faces judge in preliminary hearing on murder charges

ହଠାତ୍ ଆସି ଏମିତି କଲା ପୁଲିସ ! chameliojha | sarapanch | tikhiri | mahakalpada

Firefighter injured, evacuations underway as Pleasanton wildfire explodes

