ଗର୍ଭଧାରଣର ସଠିକ୍‌ ସମୟ କ’ଣ? | Right Time to Get Pregnant in Odia | Dr Priyadarshini Tripathy

#OdiaHealthTips #PregnancyCare 👩🏻‍⚕️🏥 ସ୍ଵାସ୍ଥ୍ୟ ସମସ୍ୟାକୁ ଯଥାଶୀଘ୍ର ଚିହ୍ନଟ କରିବା, ତାକୁ ରୋକିବା ଏବଂ ତା’ର ଚିକିତ୍ସା କରିବାକୁ ହେଲେ ଆପଣ ଏବଂ ଆପଣଙ୍କ ପରିବାର ପାଇଁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଜରୁରୀ। ସୁଲଭ ଦରରେ ଏବେ ହିଁ ସ୍ୱାସ୍ଥ୍ୟ ଯାଞ୍ଚ ବୁକ୍ କରନ୍ତୁ: https://bit.ly/3H9tSUY ଏକ ସୁସ୍ଥ ଶିଶୁ ପାଇଁ ସଠିକ୍‌ ସମୟରେ ଗର୍ଭଧାରଣ କରିବା ନିହାତି ଜରୁରୀ। ସେଥିପାଇଁ ବୟସ ଓ ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। It is important for a healthy baby to get pregnant at the right time. When's the best time to get pregnant? Let’s hear more from Dr Priyadarshini Tripathy, an Obstetrician & Gynaecologist. Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

ଗର୍ଭରେ ଛୁଆ ରଖିବାକୁ ସ୍ତ୍ରୀପାଇଁ, କେଉଁ ସମୟ ସବୁଠାରୁ ଉତ୍କୃଷ୍ଟ ? | PratidinTV
▶︎

ଗର୍ଭ ରହିଛି କି ନାହିଁ ଜାଣିବେ କିପରି? | How to know when you are Pregnant? | Dr Smruti Shree Sahu

ଋତୁସ୍ରାବ ସମୟରେ ସହବାସ କଲେ ଗର୍ଭଧାରଣର ସମ୍ଭାବନା ବଢିଯାଏ, ଏହାକୁ ମାନିବା ଦରକାର..

Ankura Podcast | High Risk Pregnancy Podcast in Odia | Dr. Leena Das | Ankura Hospital, Bhubaneswar

ଯୌନାଙ୍ଗ ସମସ୍ୟା: କାରଣ ଓ ଚିକିତ୍ସା | Sexual/ Genital Problems in Odia | Dr Debabrata Sabat

Baby Trapped In Tunnel? Mysterious Crying Sounds Spark Panic In Bhubaneswar | Argus News

Jordemoder mellem liv og død (3:6) | Liv og død

ଗର୍ଭାବସ୍ଥାରେ କେଉଁ ସମୟରେ କ’ଣ ଖାଇଲେ ଆପଣଙ୍କ ପିଲା ହେବ ସୁନ୍ଦର , ବୁଦ୍ଧିମାନ ଓ ନୀରୋଗ  Dr. Subhasri Mishra

Periods ର କେତେ ଦିନ ପରେ ଜଣେ ମହିଳା Pregnant ହୋଇଥାନ୍ତି।।HowTo Get Pregnant fast।। Odia Pregnancy Tips।

Test Tube Baby କିପରି ହୁଏ, କେତେ ଟଙ୍କା ଖର୍ଚ୍ଚ ହୁଏ? | PCOD | IVF Treatment | News18 Podcast | N18P

ଗର୍ଭାବସ୍ଥାରେ କେମିତି ନେବେ ଯତ୍ନ? | Complete Pregnancy Care in Odia | Dr Chinmayee Kar

ଗର୍ଭାଧାନ ସଂସ୍କାର.प्रथम संस्कार गर्भाधान संस्कार क्या होता है? ||16sanskar|| garbhdhan sanskar.

ବୈବାହିକ ଜୀବନରେ ଖୁସି ପାଇଁ ଖାଆନ୍ତୁ ଏହି ଖାଦ୍ୟ |Diet & Men's Sexual Health|Dr. Mansi Kumar|Swasthyasutra

କେବେ ପିରିୟଡସ ବନ୍ଦ ହୁଏ ? DHARITRI TALKS EP-11 | Dr Sujata Kar | Menopause | Podcast | Dharitri Live

ପିରିୟଡ୍ ବନ୍ଦ୍ କେତେ ଦିନ ପରେ କରିବେ pregnancy test#odiahealthtips

ମୋବାଇଲ ଛାଡ଼ି ମର୍ଡର କଲେ, କିନ୍ତୁ ହୁଡ଼ି କହିଦେଲା ହତ୍ୟା କାହାଣୀ || Pune Ketan Agarwal Murder Case || OR

Special Story: Jatra Producer Sparks Fresh Controversy With Explosive Remarks on Artists

ଯୋନିରେ ସଂକ୍ରମଣ ହେଲେ କେମିତି କରିବେ ଉପଚାର? | How to Treat Vaginal Yeast Infection? | Dr Shilpa Mishra

ପ୍ରେଗ୍ନେଣ୍ଟ୍ ହେବା ପାଇଁ, କେଉଁ ସମୟରେ ଶାରୀରିକ ସମ୍ପର୍କ ରହିଲେ ସୁବିଧା ହୁଏ ? Pregnency questions & Ans.

କିପରି ପ୍ରାକୃତିକ ଉପାୟରେ ହୋଇ ପାରିବ ଗର୍ଭଧାରଣ ,ଶୁଣନ୍ତୁ ଡାକ୍ତରଙ୍କ ପରାମର୍ଶ