ବନ୍ୟା ପରେ ସୁରତର ଖରାପ ଦୃଶ୍ୟ 😢॥ ସୁରତର କଷ୍ଟ ଦେଖି ସମସ୍ତଙ୍କ ମନ ଭାଙ୍ଗିଯିବ ॥ Odisurat
ବନ୍ୟା ପରେ ସୁରତର ଏହି ଦୃଶ୍ୟ ସତରେ ହୃଦୟକୁ କଷ୍ଟ ଦେଇଥାଏ। ରାସ୍ତାଘାଟ ପାଣିରେ ଭରିଯାଇଛି, ଅନେକ ଗାଡ଼ି ଓ ଦୋକାନ କ୍ଷତିଗ୍ରସ୍ତ ହୋଇଛି, ଆଉ ହଜାର ହଜାର ପରିବାର ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। 😢 ଏହି ଭିଡିଓରେ ବନ୍ୟା ପରେ ସୁରତର ପ୍ରକୃତ ପରିସ୍ଥିତି ଆପଣଙ୍କୁ ଦେଖାଇବାର ଏକ ଛୋଟ ପ୍ରୟାସ କରିଛୁ। ଆମର ପ୍ରାର୍ଥନା, ପ୍ରଭୁ ଜଗନ୍ନାଥଙ୍କ କୃପାରେ ସମସ୍ତେ ସୁରକ୍ଷିତ ରୁହନ୍ତୁ ଏବଂ ଶୀଘ୍ର ସବୁକିଛି ସାଧାରଣ ଅବସ୍ଥାକୁ ଫେରିଆସୁ। 🙏 ଯଦି ଆପଣ ସୁରତରେ ଅଛନ୍ତି, ନିଜର ଓ ପରିବାରର ସୁରକ୍ଷାକୁ ସର୍ବପ୍ରଥମେ ଗୁରୁତ୍ୱ ଦିଅନ୍ତୁ। 💙 OdiSurat ପରିବାର ପକ୍ଷରୁ ସମସ୍ତଙ୍କ ପାଇଁ ପ୍ରାର୍ଥନା। 🙏 ଜୟ ଜଗନ୍ନାଥ ❤️ Follow Us Instagram :- https://www.instagram.com/odisurat?ig... Facebook :- https://www.facebook.com/profile.php?... #SuratFlood #Surat #OdiSurat #FloodUpdate #SuratNews #OdiaVlog #OdiaInSurat #HeavyRain #Flood #PrayForSurat #JayJagannath

The entire PARSCH TEAM is STUNNED!! 😭

I’M BECOMING the RICHEST PERSON in GTA 5! 🤑

My 7th Marriage Anniversary Vlog 💐💐| Classic 350 🏍️ 4th Servicing Cost | Akshya vlogs | Odia Vlog

କାହିଁକି ସମସ୍ତଙ୍କୁ ପସନ୍ଦ ସୁରତ? || ସୁରତ – ସ୍ୱପ୍ନକୁ ସତ କରୁଥିବା ସହର! || Odisurat

ସୁରଟର ସବୁଠୁ Famous ରବିବାରୀ ମାର୍କେଟ୍! ଏଠାରେ ମିଳେ ଦୁନିଆର ସବୁକିଛି || Odisurat

🥲90% ଓଡ଼ିଆ ଭାଇ ଏହି ଗୋଟିଏ ଭୁଲ କରୁଛନ୍ତି… ଆପଣ ବି କରୁଛନ୍ତି କି? Odisurat

3 Restaurants, 3 Disappointments – THIS is how you make Frutti di Mare!

I Need BMW’s Help To Get My Wrecked S1000 XR Running

Mount Abu Best Places to visit Tour ।। Guru Shikhar ।।

ଘର ଚୁଲିରେ ପିଠା ହାଣ୍ଡି 😋 l ଗାଁରେ ବେପାର ଓ ଚାଷ l Odisha Village Life l Traditional Arisha Pitha

This means I can’t leave Mongolia 🇲🇳 |S8, EP141

I Won In My First Pro Event Back!

ଅଦିନିଆ ରଥଯାତ୍ରା ବିବାଦରେ ରେମୁଣା ଇସ୍କନର ବଡ଼ ବୟାନ, ବିଦେଶରେ ରଥଯାତ୍ରା ଜାରି ରହିବ ବୋଲି ଦାବି | Nandi Live

Jibana Do Chhakire Ashara Alok: Ep 520, 27 June 2026 || ରିଲ୍ସ ପାଇଁ ଯାଆଁଳା ଛୁଆ ଅଲଗା

WELL, WOULD YOU LOOK AT THAT! Steinmeier FINALLY ADMITS IT!

ସମୁଦ୍ର କୂଳ ଖାଇ, ଗାଁ ଭିତରକୁ ମାଡ଼ି ଆସିଲାଣି ଲୋକେ ଭୟଭୀତ ! Sea Water Enters Podampeta Village ,Ganjam

Norwegen – England Highlights | Viertelfinale, FIFA WM 2026 | sportstudio

ସୁରତରେ ରହିବା ଏତେ ସହଜ ନୁହେଁ… ସତ୍ୟ କାହାଣୀ! || ସୁରତର ସଂଘର୍ଷ ଜୀବନ || Odisurat

Jetzt wird Wegners Rücktritt zur Affäre Merz – Patzelt Politik

