ହେ ପ୍ରଭୁ ହେ ଯୀଶୁ Odia Christian Song
AI Generated music Lyrics : Jishaya Kanhar Full Lyrics : ହେ ପ୍ରଭୁ.... ହେ..... ଯୀଶୁ ହେ ପ୍ରଭୁ ହେ ଯୀଶୁ ତୁମେ ଦୟାର ସାଗର ତୁମ କରୁଣା ମୋ ପାଇଁ କେତେ ଯେ ଉତ୍ତମ ତୁମ ପ୍ରେମରେ ମୋତେ ତୁମେ କଲ ନିଜର ହୋ...ତୁମେ ସରଗ ତେଜି ଜଗତେ ଆସିଲ ନିଜ ପ୍ରାଣ ଦେଇ ରକ୍ତେ କିଣିଲ ତୁମ ସମ ପ୍ରେମ କେହି ପାରିବେନି କରି (2) ତୁମେ ହିଁ ଯୀଶୁ ପଥ ସତ୍ୟ ଓ ଜୀବନ ମୋର ତୁମ ପଥେ ମୋତେ ନିଅ ପ୍ରଭୁ କଢ଼ାଇ ହେ ପ୍ରଭୁ ହେ ଯୀଶୁ ତୁମେ ପ୍ରେମିକ ଈଶ୍ବର ପାପରେ ମୁଁ ଯେବେ ମଜ୍ଜି ରହିଥିଲି ଦୁରେଇ ତୁମଠୁ ପାପେ ପୂର୍ଣ୍ଣ ଥିଲା ମୋ ଅନ୍ତର କଳୁଷିତ ପ୍ରାଣ ତୁମ ପ୍ରେମେ ବିହୁନେ ଅନ୍ଧକାର ଘେରିଥିଲା ଜୀବନେ ନ ଥିଲା ଜୀବନେ ଉତ୍ତମ କରମ ଦୁରେଇ ପ୍ରଭୁ ତୁମଠୁ ପାପ ନାଶିବାକୁ ତୁମେ ଆସିଲ ଜଗତେ (2) ତୁମ ଅମୁଲ୍ୟ ପ୍ରେମ ଦେଲା ମୋତେ ନୂଆ ଜୀବନ ଜୀବନର ଶେଷ ଯାଏ ପ୍ରଭୁ କରୁଥିବି ତୁମ ଗୁଣଗାନ ହେ ପ୍ରଭୁ ହେ ଯୀଶୁ ତୁମେ କ୍ଷମାର ସାଗର ହେ ପ୍ରଭୁ ହେ ଯୀଶୁ ତୁମେ ଦୟାର ସାଗର ହେ ପ୍ରଭୁ ହେ ଯୀଶୁ ତୁମେ ଦୟାର ସାଗର ହେ ପ୍ରଭୁ......... ଯୀଶୁ..... ହେ ହେ.... ଯୀଶୁ

ହେ ଆମ୍ଭ ମାନଙ୍କ ସ୍ବର୍ଗସ୍ଥ ପିତା। HE AMBHA MANANKA SWARGASTA PITA।। ପ୍ରଭୁଙ୍କ ପ୍ରାର୍ଥନା Lord's Prayer

✨ପ୍ରଚାର କରିବି ମୁଁ ସେହି ବିଧାନ ✨ସଦାପ୍ରଭୁଙ୍କର ମହିମା ଗାନ ✨New Odia christian warship song 🙏2026

ଭଲ ଲାଗେ ମୋତେ ଯୀଶୁ ନାମ ll Lyrics ll by Human Sagar ll#jesusong

ପ୍ରଭୁଙ୍କର ସ୍ତୁତି / Prabhunkar stuti

🎵 ନୂଆ ଜୀବନ ଦିଅ ମୋତେ ତୁମ ସାନ୍ନିଧିରେ (Best Odia Christian Devotional Worship Song-2026)

THIS SONG WILL GIVE YOU PEACE 🙏 | Aahe Dayamaya Prabhu Jishu | Odia Christian Song 2026

JSHU TUME MO JIBANAR ALOKA

ପ୍ରଭୁ ଯୀଶୁଙ୍କ ଛଡା ଆଉ କାହା ଠାରେ ପରିତ୍ରାଣ ନାହିଁ || Message Rev. Kishore Chandra Digal

A bully picks on a rickshaw boy, unaware he’s a top-tier martial arts master!

ତୁମେ ରୁହ ସାଥେ ସାଥେ ଏ ଜୀବନ ସାରା Cover song

ଭଯୁଥାରେ ମନ୍ ତୁଇ ଭଯୁଥା Naw Sambalpuri christion song 2026

Prabhu Jishu Tume Mora Jibana

ତୁମ ଚରଣ ପାଖରେ |Tumo Charana Pakhore | Odia Christian song 2026

ଗାଏ ମୁଁ ତୁମରି ମହିମା / Gae mu tumari mahima

ତୁମର କୃପା. ଓ ଦୟା ମୋତେ ଅନୁସରିବ ସଦା | Bhajan 23:6 Odia Worship Song | Christian Devotional Song

🎵 ତୁମ ହାତେ ସମର୍ପଣ (Odia Christian Devotional Worship Song 2026)

Aradhana Jishu tumaku aradhana

ଏ ଜୀବନ ତୋର ଦୁଇ ଦିନର II E JIVAN TORA DUI DINARA II NEW ODIA CHRISTIAN DEVOTIONAL SONG II

ପ୍ରଭୁ ଯୀଶୁ ନୀଙ୍ଗେ ଆର୍ପିଞ୍ଜାନାମୁ | Prabhu Yesu Ninge Arpinjanamu | Odia Christian Worship Song

