ହିସାବ ଦେବାପାଇଁ ପ୍ରଭୁ ଆସୁଛନ୍ତି _ Hisaba debapai prabhu asuchanti _ Odia christian song

ହିସାବ ଦେବାପାଇଁ ପ୍ରଭୁ ଆସୁଛନ୍ତି _ Hisaba debapai prabhu asuchanti _ Odia christian song #sudambhuyan #odiasong #odiachristiansong #newodiachristiansong #odiachristiandevotionalsong your curious : Title: Hisaba debapai prabhu asuchanti. lyrics : Sudam Bhuyan producer: Sudam Bhuyan lyrics :- ଗଢ଼ି ଗଢ଼ି ଗଲା ସମୟ ଗଢ଼ି ଗଢ଼ି ଗଲା ସମୟ ହିସାବ ଦେବାପାଇଁ ହିସାବ ଦେବାପାଇଁ ପ୍ରଭୂ ଯେ ଆସୁଛନ୍ତି.. ଗଢ଼ି ଗଢ଼ି ଗଲା ସମୟ ଗଢ଼ି ଗଢ଼ି ଗଲା ସମୟ ମନେରଖ ସେହି ତୋଡ଼ାର, ତୋଡ଼ାର, ସେହି ଦୃଷ୍ଟାନ୍ତ, ସେହି ଦୃଷ୍ଟାନ୍ତ ଜଣକୁ ପାଞ୍ଚ ତୋଡ଼ା ଅନ୍ୟକୁ ଦୁଇ ତୋଡ଼ା ଜଣକୁ ପାଞ୍ଚ ତୋଡ଼ା ଅନ୍ୟକୁ ଦୁଇ ତୋଡ଼ା ଆଉ ଜଣକୁ ଏକ ତୋଡ଼ା.. ଗଢ଼ି ଗଢ଼ି ଗଲା ସମୟ ଗଢ଼ି ଗଢ଼ି ଗଲା ସମୟ ପ୍ରଭୂ ଆସି ମାଗିଲେ ହିସାବ, ହିସାବ ସେହି ତିନି ଜଣଙ୍କର ସେହି ତିନି ଜଣଙ୍କର ପାଞ୍ଚତୋଡ଼ା ଆଉ ଦୁଇ ତୋଡ଼ା ଯାହାର, ଯାହାର ତାହାଙ୍କର ଦ୍ଵିଗୁଣ ହେଲା ତାହାଙ୍କର ଦ୍ଵିଗୁଣ ହେଲା ଯାହାର ଏକ ତୋଡ଼ା ଯାହାର ଏକ ତୋଡ଼ା ସିଏ ନେଇ ମାଟିରେ ପୋତି ଦେଲେ ଗଢ଼ି ଗଢ଼ି ଗଲା ସମୟ ଗଢ଼ି ଗଢ଼ି ଗଲା ସମୟ ମନେ ରଖ ଏହି ଦୃଷ୍ଟାନ୍ତ, ଦୃଷ୍ଟାନ୍ତ ସେହି ତିନି ଜଣଙ୍କର ସେହି ତିନି ଜଣଙ୍କର ସେଦିନ ସେମାନେ ଉଦାହରଣ ସ୍ୱରୂପ ଥିଲେ ସେଦିନ ସେମାନେ ଉଦାହରଣ ସ୍ୱରୂପ ଥିଲେ ଆଜି ଯେ ଆମ୍ଭେମାନେ ସେହି ସ୍ଵରୂପେ ଗଢ଼ି ଗଢ଼ି ଗଲା ସମୟ ଗଢ଼ି ଗଢ଼ି ଗଲା ସମୟ ପ୍ରଭୂ କିଛି କିଛି ଦେଇ ଗଢ଼ିଲେ, ଗଢ଼ିଲେ ବୁଝିଯା ଏ ମାନବ ବୁଝିଯା ଏ ମାନବ ଯେଉଁ ଜନ ଜୀବନର ମୂଲ୍ୟକୁ, ମୂଲ୍ୟକୁ ବୁଝି ନ ପାରଇ ବୁଝି ନ ପାରଇ ସିଏ ହିଁ ଏକ ତୋଡ଼ା ର ଦୃଷ୍ଟାନ୍ତ.. ଗଢ଼ି ଗଢ଼ି ଗଲା ସମୟ ଗଢ଼ି ଗଢ଼ି ଗଲା ସମୟ ମନେ ରଖ ଏହି କଥାଟି, କଥାଟି ହୃଦୟ ଖୋଲି ଶୁଣ ଯେଉଁ ଜନ ପ୍ରଭୁଙ୍କ ପାଇଁ ଯେ କିଛି କରଇ ଯେଉଁ ଜନ ପ୍ରଭୁଙ୍କ ପାଇଁ ଯେ କିଛି କରଇ ସିଏ ହିଁ ବିଶ୍ୱସ୍ତ ଦାସ ଏ କଥା ଜାଣ ଗଢ଼ି ଗଢ଼ି ଗଲା ସମୟ ଗଢ଼ି ଗଢ଼ି ଗଲା ସମୟ ହିସାବ ଦେବାପାଇଁ ହିସାବ ଦେବାପାଇଁ ପ୍ରଭୂ ଯେ ଆସୁଛନ୍ତି.. ଗଢ଼ି ଗଢ଼ି ଗଲା ସମୟ ଗଢ଼ି ଗଢ଼ି ଗଲା ସମୟ

Mrs. Pandian in Trouble Badri's Googly Knocks Out Sanjay | Nirbhay Gumar Katha
▶︎

යෝෂිතගේ පැරණි පෙම්වතිය උසාවියේදී යෝෂිත ගැන කී කතාව...Chandana Kariyawasam @Wayama-

Iran's real game begins! Now handle the heat, Trump? masood Kamal talk-show

Jisun abirnan dirrin binden Jisun soura Christian songs Nirmala gomango20 YouTube channel

ମହିମା ତୁମକୁ ଯୀଶୁ | Mahima Tumaku Jishu | Odia Christian Worship Song 2026 | New Odia Jesus Song |

KANAGA Song Vaaheesan Electrifying Live Concert 🧨Pure Fire on Stage! ✨

CDU in Berlin kollabiert: Kai Wegner fliegt raus + Staatsanwaltschaft ermittelt wegen Untreue!

Morning Prayer ll सुबह की प्रार्थना ll Jesus Prayer ll Amrita Prayer ll

ମୁଁ ଅସହାୟ _ Mu asahaya Odia christian devotional song ।।

Let's jam BLUE MEDUSA'S "FLYING MONKEY" | Full band play-through

ജഗതി ചേട്ടന് വശമില്ലാത്തതായി എന്താഉള്ളത് | Jagathy Sreekumar Comedy Scenes | Malayalam Comedy Scenes

ଯୀଶୁ ଆସିଛନ୍ତି ହିସାବ ଦେବାପାଇଁ _ Jisu asuchanti hisaba debapai _ odia Christian song

යෝශිත නිසා පරණ පෙම්වතියත් අමාරුවේ වැටේRNK London Talks#media Katha 11/07/2026

ଜାଗରେ ଜାଗରେ ବିଶ୍ୱାସୀ _ jagare jagare biswasi _ Christian Devotional Songs Odia ।।

🔴LIVE கரூரில் தளபதி விஜய் அதிரடி | TN Karur Live Vijay Speech 2026 Live TVK vs DMK FULL SPEECH

Is Putin Bombing Europe? Disturbing Reuters Report – "Weltwoche Germany" Preview

Usha Uthup | தமிழக புதல்வியின் உலகம் அறியாத அரிய உண்மைகள் | @News mix tv | #Biography

Rebellion Against the TCC: Conclusions.
▶︎

Rebellion Against the TCC: Conclusions.

Metallica: Nothing Else Matters (Live in Dublin, Ireland - June 19, 2026)

The King’s Harpists: I Exalt Thee feat. @JoshuaAaron  | LIVE from the Galilee