ସୁଭଦ୍ରା ଯୋଜନାରେ ବଡ଼ ଅପଡେଟ୍ | ରକ୍ଷାବନ୍ଧନ ପୂର୍ବରୁ ଆସିବ ପରବର୍ତ୍ତୀ କିସ୍ତି ? ପ୍ରଭାତୀ ପରିଡ଼ାଙ୍କ ବଡ଼ ବୟାନ
ସୁଭଦ୍ରା ଯୋଜନାରେ ବଡ଼ ଅପଡେଟ୍ | ରକ୍ଷାବନ୍ଧନ ପୂର୍ବରୁ ଆସିବ ପରବର୍ତ୍ତୀ କିସ୍ତି ? | ପ୍ରଭାତୀ ପରିଡ଼ାଙ୍କ ବଡ଼ ବୟାନ ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଅପଡେଟ୍ । ଆଜିର ସମୀକ୍ଷା ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାର ନୂଆ ଆବେଦନ, DBT ସକ୍ରିୟକରଣ, e-KYC, ଫିଲ୍ଡ ଇନକ୍ୱାରି, NPCI ମ୍ୟାପିଂ ଓ ପେମେଣ୍ଟ ପ୍ରସ୍ତୁତିକୁ ନେଇ ସୂଚନା ଦେଇଛନ୍ତି । ଏହି ଭିଡିଓରେ ଜାଣନ୍ତୁ— ✅ ୨୦୨୬–୨୭ରେ କେତେ ନୂଆ ଆବେଦନ ଆସିଛି ? ✅ DBT ଓ e-KYC କାମ କେତେ ଆଗକୁ ବଢ଼ିଛି ? ✅ କେଉଁ କାମ ଶୀଘ୍ର ସରିବାକୁ ନିର୍ଦ୍ଦେଶ ଦିଆଯାଇଛି ? ✅ ରକ୍ଷାବନ୍ଧନ ପୂର୍ବରୁ ପରବର୍ତ୍ତୀ କିସ୍ତି ମିଳିବ କି ? ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରନ୍ତୁ। ନୂଆ ସରକାରୀ ଯୋଜନା ଏବଂ ଓଡ଼ିଶାର ତାଜା ଖବର ପାଇଁ ଆମ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ । Disclaimer: ଏହି ଭିଡିଓର ସୂଚନା ସରକାରୀ ବୟାନ ଓ ଉପଲବ୍ଧ ତଥ୍ୟ ଆଧାରିତ । କୌଣସି ଲାଭ କିମ୍ବା ପେମେଣ୍ଟର ଗ୍ୟାରାଣ୍ଟି ଦିଆଯାଉନାହିଁ । Tags - Subhadra Yojana, Subhadra Yojana Odisha, Subhadra Scheme 2026, Subhadra Yojana Latest News, Subhadra 2026, Pravati Parida, Odisha Government, Subhadra Installment, Subhadra Next Installment, DBT Update, eKYC Update, NPCI Mapping, Odisha News, Odia News, Breaking News Odisha, Government Scheme, Odisha Women Scheme, Subhadra Payment, Raksha Bandhan Update, Dusmanta Meher Official Hashtags - #SubhadraYojana #SubhadraScheme #Odisha #OdishaGovernment #PravatiParida #DBT #eKYC #GovernmentSchemes #OdishaNews #OdiaNews #BreakingNews #LatestNews #WomenEmpowerment #TrendingNews #ViralVideo

LIVE : 21 July নিয়ে কি বার্তা দিচ্ছেন Mamata Banerjee | NK Digital

ଷ୍ଟୁଡିଓରେ ହଙ୍ଗାମା | Prabhat Biswal Join BJP | CM Mohan Majhi | BJP VS BJD Odia News

SpaceX rolls Flight 13's Booster 20 to Pad 2

માં બાપ ના દુઃખ ની પીડા દીકરીઓ નેજ હોય છે, દીકરાઓ ને નહિ? BETI Kyarey Boj Hoti Nathi |New Full Movie

IPS Prasant || New Odia Comedy Video || Full Video || 4K || A Sunil

ଆମେରିକା ଇରାନ ଯୁଦ୍ଧ ସେମିତି ଲାଗି ରହିଲେ, ଭାରତୀୟ ବେଶୀ ହଇରାଣ ହେବେ ! US and Iran have entered open warfare

Ultimate Classic Mr. Bean Compilation | Non Stop 5 Hours | Mr. Bean Official

🔴LIVE : ஆயுத எழுத்து || தவெக விமர்சனத்தை கடுமையாக்கும் ஈபிஎஸ்-பலன் தருமா விஜய் எதிர்ப்பு வியூகம்?

ଏଯାଏଁ ଓଡ଼ିଆ ଜାତି ଜାଣିନି ଜଗନ୍ନାଥଙ୍କ ଏ ଅଜଣା କଥା | EP-167 | Podcast With Pandit Suryanaryan Rathasharma

ସତ୍ୟପାଠ: ପ୍ରଭାତୀଙ୍କୁ ଅଙ୍ଗନବାଡି ଦିଦିଙ୍କ ଟ୍ୟୁସନ୍ || Video Viral || Prabhati Parida || Satyapatha News

Captain describes haunting scene where boat sank near Alcatraz Island

Pullipulikalum Aattinkuttiyum - Malayalam Full Movie | Kunchacko Boban & Namitha, Suraj Venjaramoodu

Completely Destroyed Giant Gear Turned into Brand New Gear | Extreme Manufacturing Process

91 Year-Old Grandmother Living Alone In A Mountain Village Forgotten By The World

Can India Let Wangchuk Die?

GALLIAMOV: "Not a coincidence. Putin is clearly out of shape." What we learned from the Kremlin, ...

SASU BAHAHELA JWAINKU || Odiacomedy || Debata Tv Odia

Capital Beat LIVE | Why is Modi govt ignoring Wangchuk? Hunger strike enters Day 17

Special 26 Hindi Full Movie | Akshay Kumar, Manoj Bajpayee | Crime Drama HD

