ଆମେ ଶିଳାନ୍ୟାସ ହେବାକୁ ଦେବୁନି ! ରାସ୍ତା ଶିଳାନ୍ୟାସ ବେଳେ ସାଂସଦ ହଟ ହଟା, ଠେଲା ପେଲାରେ ହେଲା ରାସ୍ତା ଶିଳାନ୍ୟାସ
ଆମେ ଶିଳାନ୍ୟାସ ହେବାକୁ ଦେବୁନି ! ରାସ୍ତା ଶିଳାନ୍ୟାସ ବେଳେ ସାଂସଦ ହଟ ହଟା, ଠେଲା ପେଲାରେ ହେଲା ରାସ୍ତା ଶିଳାନ୍ୟାସ #bhograi #prameyanews7 #pratapsarangi #dipakkumarjena #primember #balasore Read More : ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବାଲିମ ଗ୍ରାମ ପଞ୍ଚାୟତର କେନ୍ଦୁପଦାଛକ ଠାରୁ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ନୂତନ ରାସ୍ତାର ଶିଳାନ୍ୟାସ କରିବାକୁ ଆଜି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଆସିଥିଲେ। କିନ୍ତୁ ବାଲିମ ସରପଞ୍ଚ ଦୀପକ କୁମାର ଜେନା ଓ ତାଙ୍କର PRI ମେମ୍ବର ମାନଙ୍କୁ ରାସ୍ତା ଶିଳାନ୍ୟାସ ବାବଦରେ କୌଣସି ସୂଚନା ଦିଆ ଯାଇ ନ ଥିବାରୁ ସରପଞ୍ଚ ଓ Pri ମେମ୍ବର ମାନେ କାହିଁକି ସୂଚନା ମିଳିଲା ନାହିଁ ଅଭିଯୋଗ କରି ରାସ୍ତା ଉପରେ ବସି ସାଂସଦଙ୍କୁ ଅଟକ ରଖି ପଚାରି ଥିଲେ। ପ୍ରତିବାଦ ସମୟରେ ଠେଲାପେଲା ପରିସ୍ଥିତି ଉପୁଜିବା ସହିତ ଧସ୍ତା ଧସ୍ତି ହୋଇଥିଲା। Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond. For Latest News Follow us on: Website: http://www.prameyanews7.com/ YouTube: / prameyanews7odia Twitter: / news7odia Facebook: / news7odia Instagram: / prameyanews7 Podcast: • News7 Podcast Playlists :- Doctor's Pathshala: • Doctor's Pathshala ରୋଜଗାର: • ROJAGAR | ରୋଜଗାର | News7 Odia Maganna Oligi: • Maganna Oligi ଆରୋଗ୍ୟମ: • Arogyam ବଜାର News: • ବଜାର News | Bazar News ବିଜନେସ ବିଶେଷ: • ବିଜନେସ ବିଶେଷ | Business Bisesh Biswas Abiswas Andhabiswas: • Biswas Abiswas Andhabiswas Face To Face: • Face To Face Ebe Bi Rahasya: • Ebe Bi Rahasya Explore Odisha Season 3: • Explore Odisha Season 3 Breakfast Odisha: • Breakfast Odisha News7 Digital Special Stories: • Digital Special Stories #PrameyaNews7 #News7 #OdishaNews

ଖାନ୍ ସାର୍ଙ୍କ ବିବାଦର ଅସଲ ସତ ? Faisal Khan case update | legal update Faisal Khan | Bihar News

ଲୁଟିଥିଲେ ୩୫ ହଜାର କୋଟି, ଆଗକୁ ଆକ୍ସନ ! | Rok Thok | Water Crisis | Drinking Water Issue | Argus News

ମୋଦିଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ପୂଜାର୍ଚ୍ଚନା | Dharmendra Pradhan Prayers For PM Modi's health & longevity

Rourkela Bulldozer Drive Continues in Bandhamunda After Meena Pada Eviction

BJD Leaders Split Over Pandian Role Amid Internal Blame Game

ଦୈତାରୀ ପଣ୍ଡା କହିଲେ ପୁଅ ଙ୍କ ଭିତିରି କଥା କୋଣାର୍କ ଗଣନାଟ୍ୟ // ପ୍ରଭୁଙ୍କ ଇଚ୍ଛାରେ କଣ ଘଟୁଛି ଏଠି // jatra news

ସୀମାରେ ଗୁଳିବର୍ଷା, ବଢୁଛି ମୃତ୍ଯୁ ସଂଖ୍ଯା | Pakistan-Occupied Kashmir Crisis | Pakistan Army | Odia News

ଯା' ବେ...କଣ କରିବୁ ତୁ ମୋର? | Gambler Pushes Journalist’s Camera During Police Raid in Rourkela

West Bengal Accepts Demand to Drop ‘Dham’ From Digha Jagannath Name

Elon Musk's Warning | India's Fertility Rate Is Falling Fast | Bibhuti Sir

₹4 Crore+ Cash Recovered from Mines Dept Deputy Director Debabrata Mohanty

I Grow Garlic In Plastic Bottles With No Soil - Roots Grow Fast And Harvest Is Huge

ସତର୍କ ରୁହନ୍ତୁ, ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ ! | Metrologist Sarat Sahu on Kalabaisakhi & Heat Wave

ପୁଳା ପୁଳା ସୁନା, ବିଡ଼ା ବିଡ଼ା ଟଙ୍କା | Luxury Homes of ITDA Engineer Comes Under Vigilance Lens

ଭାରତର ପରମାଣୁ ଦେଖି ପାକିସ୍ତାନରେ ଆଲର୍ଟ ! Nuclear Arsenal | SIPRI Report Reveals | India vs Pakistan

ନବୀନଙ୍କ ନିଷ୍ପତ୍ତିକୁ ଆମେ ମାନିବୁ | Senior Leader Bhupinder Singh | Odisha Politics | Odisha Reporter

ସ୍ବିଇଚ୍ ଚିପିଲେ ସବୁ ଚାଲୁଛି ! Odisha Vigilance Raid |Odisha Vigilance News | ITDA Engineer

ବିସ୍କୁଟ୍ ଦେଖେଇ ଥଟ୍ଟା କଲେ ସୁର, କାହାକୁ ଏମିତି କହିଲେ ଦେଖନ୍ତୁ: ସୁର

ବିଜେଡି ଛାଡ଼ି ଫସିଲେ? BJD Leaders Denied Entry in BJP? Prabhat Biswal & Muktikanta Mandal Update

