Maa Go Tuma Pakhaku Mu Aasichi | Dr. Kumar Prasant
Maa Go Tuma Pakhaku Mu Aasichi Lyrics, Music & Composition- Dr. Kumar Prasant Singer- Karina Devi Mallick Mixing & Mastering- Shakti Srikant Audio & Video Studio- FlyOn Cineprops (Berhampur) Crew- Sunil Nayak, Sumit Nayak Production- NISHANT MEDIA WORKS Lyrics:- ମା ଗୋ ତୁମ ପାଖକୁ ମୁଁ ଆସିଛି ମା ଗୋ ତୁମ ପାଖକୁ ମୁଁ ଆସିଛି ତୁମ ପାଦେ ଥୋଇ ଦେବାକୁ ମୁଁ ଦୁଃଖର ପୁଟୁଳି ଆଣିଛି ମା ଗୋ ତୁମ ପାଖକୁ ମୁଁ ଆସିଛି ତୁମ ପୁଣ୍ୟ ପାଦତଳେ ବସି ମୁଁ ତୁମ ନାମ ଜପ କରୁଛି ନମଃ ମା ନମଃ ମା ନମଃ ଗୋ ମାରିଆ ମା ୧.ମୋ ଜୀବନର ପ୍ରତିକ୍ଷଣ ସଂଘର୍ଷମୟ ହୋଇଛି ବଞ୍ଚିବାର ବାଟ ସବୁ ସଂକୁଚିତ ହୋଇ ଯାଇଛି ଦୁଇମୁଠା ଅନ୍ନ ପାଇଁ ସଂଗ୍ରାମ ଜାରି ରହିଛି ସ୍ଵଛ ଜୀବନ ବଞ୍ଚିବାକୁ ଅନେକ କଷ୍ଟ ଭୋଗୁଛି ଥକି ମୁଁ ଯାଇଛି ଏକଲା ହୋଇଛି ଭୟ ଭୀତ ହୋଇ ଯାଇଛି ଅଧୀର ହୋଇଛି ଅସ୍ତ ବ୍ୟସ୍ତ ହୋଇ ଯାଇଛି ଭୟ ଭୀତ ହୋଇ ଯାଇଛି ୨. ମୋର ସଂସାରେ କ୍ଷୁଧା ବଢିଛି ବ୍ୟାଧି ଗ୍ରସ୍ତ ମୁଁ ହୋଇଅଛି ସମ୍ବଳ ନାହିଁ ଦ୍ୱନ୍ଦ୍ୱ ବଢିଛି ମୁଁ ନିସ୍ଵ ଦୁର୍ବଳ ହୋଇଛି ନିଜପାଇଁ ପରିଚୟ ଖୋଜି ଖୋଜି ହଜି ଯାଇଛି ଗଉରବ ହରାଇଛି ନିଜକୁ ମୁଁ ହରାଉ ଅଛି ତୁମେହିଁ କେବଳ ଆଶ୍ରୟ ଦାୟିନୀ ମା ତୁମ ପାଖକୁ ମୁଁ ଆସିଛି ତୁମେହିଁ କେବଳ ସଙ୍କଟ ହାରିଣୀ ମା ତୁମ ଶରଣ ନେଉଛି !

Maa Go Maa Mariya Ma | Dr. Kumar Prasant

ମିଳିତ ଆତ୍ମିକ ଉଦ୍ଧିପନା ସଭା(ବିରାଗାଡ଼ା)-୨୦୨୬ | Rev. Santosh Kumar Gamango | Day-2 Full Video |

today's morning news odisha/19 june 2026/subhadra yojana online apply process/odisha news today

Jibana Tume Deichha | Aasa o Biswasa | The Pioneers

Priyatama Jisu Mora | Dr. Kumar Prasant

ANUTAPA KARUCHI FULL VIDEO//ଅନୁତାପ କରୁଛି//NEW ANANYA SRITAM NADHA VIDEO

MAA TU DOYA MOYI | ମାଆଁ ତୁ ଦୟାମୟୀ | NEW MOTHER MARY DEVOTIONAL SONG | NIHARIKA | STUDIO VER | 2022

Pabitra Mala Jopo | Holy Rosary Video

ACHI DINE MARANA || ଅଛି ଦିନେ ମରଣ || NEW ODIA CHRISTIAN SONG || HUMANE SAGAR || AMIT BADANAYAK

ମଇ ମାସରେ ଫୁଲ ସମର୍ପଣ କରୁ କାହିଁକି ?//John 15:9-17//14th May 2026//Father Francies//@NavajeevanVani

ଅୟି ମାତା ମେରୀ: By Fr. Kumuda Badaseth// Singer: Biraji

This is the day of the Lord's creation | Sadaprabhunka Srustira Ehi Dibase | Cover Song | Odia Ch...

PREMA BADALARE//ପ୍ରେମ ବଦଳରେ//NEW GOOD FRIDAY SONG 2026//BALIA LIMA//SANJIB BISHOYI

Jisu Tume Priyatama Madhura Tuma Namo | Dr. Kumar Prasant

Ma Boli Dakuchi Mu |Dr. Kumar Prasant |Subrat Pani

Golden Jubilee// ସ୍ବର୍ଣ୍ଣ ଜୟନ୍ତୀ//NEW CHRISTIAN SONG//ANANYA & FR. RAJIB//RAJIB SINGH

ଓଡ଼ିଆ ଆଲବମ୍ ଗୀତ // odia Album ..Old song

|| JIHOBA TUMA NAMARE || odiya divotional Christian song|| FULL VIDEO||

ତୋ ଆଗରେ କିଛି ଧୂପ - To Aagare Kichhi Dhupa - Bahuda Yatra Special Odia -Dipti Rekha - Diptiragaa

