JUGE JUGE TUME MAHANA | ଯୁଗେ ଯୁଗେ ତୁମେ ମହାନ | NEW ODIA CHRISTIAN QAWALI SONG | AMIT PANI | NUTANRAJ
JUGE JUGE TUME MAHANA | ଯୁଗେ ଯୁଗେ ତୁମେ ମହାନ | NEW ODIA CHRISTIAN QAWALI SONG | AMIT PANI | NUTANRAJ .....song lyrics....... କି ପବିତ୍ର ଯୀଶୁ ତୁମ ନାମ.........ହୋ........(୨ଥର) କି ପବିତ୍ର ଯୀଶୁ ତୁମ ନାମ କି ଆଶ୍ଚର୍ଯ୍ୟ ପ୍ରଭୁ ତୁମ କର୍ମ ଯୁଗେ ଯୁଗେ ତୁମେ ମହାନ... କେହି ନାହିଁ ତୁମ ସମାନ (୨ଥର)... ତୁମ ପରାକ୍ରମ ଅନନ୍ତ କାଳୀନ ତୁମ କର୍ତ୍ତାପଣ ପୁରୁଷାନୁକ୍ରମ... ତୁମେ ହିଁ ଅନୁପମ ତୁମେ ହିଁ ପ୍ରିୟତମ...(୨ଥର) ଯୁଗେ ଯୁଗେ ତୁମେ ମହାନ କେହି ନାହିଁ ତୁମ ସମାନ...(୨ଥର)... =୦= ଏ ଆକାଶ ପୃଥିବୀର ନିର୍ମାଣକାରୀ ଏ ବିଶାଳ ସମୁଦ୍ରର ବିଭକ୍ତକାରୀ... ସୂର୍ଯ୍ୟ ଚନ୍ଦ୍ର ତାରା ଗଣ ସବୁ ତୁମରି ଏ ସାରା ସୃଷ୍ଟିର ତୁମେ ହିଁ ଅଧିକାରୀ.... ତୁମେ ସର୍ବବ୍ୟାପୀ ସର୍ବ ବିଦ୍ୟମାନ ତୁମେ ସର୍ବଦର୍ଶୀ ସର୍ବ ଶକ୍ତିମାନ.... ତୁମେ ମହାମହିମ ତୁମେ ଜ୍ଞାନରେ ପୂର୍ଣ୍ଣ...(୨ଥର) ଯୁଗେ ଯୁଗେ ତୁମେ ମହାନ... କେହି ନାହିଁ ତୁମ ସମାନ...(୨ଥର)... =୧= ଅସାଧ୍ୟ କାର୍ଯ୍ୟର ତୁମେ ସାଧନକାରୀ ଅସମ୍ଭବ ବିଷୟର ସମ୍ଭବକାରୀ... ସଙ୍କଟ କାଳର ତୁମେ ଉଦ୍ଧାରକାରୀ ଦୀନ ଦୁଃଖୀ ଦରିଦ୍ରର ସାହାଯ୍ୟକାରୀ... ତୁମ ନାମେ ଅଛି ମହା ପରିତ୍ରାଣ ତୁମ ନାମେ ମିଳେ ଅନନ୍ତ ଜୀବନ... ଅପାର ଦୟା ତୁମ ଗଭୀର ତୁମ ପ୍ରେମ...(୨ଥର) ଯୁଗେ ଯୁଗେ ତୁମେ ମହାନ କେହି ନାହିଁ ତୁମ ସମାନ...(୨ଥର)...=୨= Praise The Lord...Nutan Raj Music ତରଫରୁ ଅଗଣିତ ଶ୍ରୋତା ବନ୍ଧୁ ମାନଙ୍କୁ ବଡ଼ଦିନ ଓ ନୂତନ ବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ସହିତ ପ୍ରଭୁ ଯୀଶୁଙ୍କ ବହୁମୂଲ୍ୟ ନାମରେ ଭକ୍ତିଭରା ନମସ୍କାର ଜ୍ଞାପନ କରୁ। ଆସନ୍ତା ତା - ୧୧ ଓ ୧୨ ଜାନୁୟାରୀ ୨୦୨୬ ରେ ଆମ ସ୍ଥାନୀୟ ଉତ୍କଳ ବାପଟିଷ୍ଟ ମଣ୍ଡଳୀ,ପୁଟାସିଂ ଠାରେ ଅନୁଷ୍ଠିତ ହେବାକୁ ଥିବା ଉତ୍କଳ ବାପଟିଷ୍ଟ ସଣ୍ଡେସ୍କୁଲ ସମିତି ସମ୍ମିଳନୀର ୫୫ ତମ ବାର୍ଷିକ ଅଧିବେଶନ ଉପଲକ୍ଷେ ଉକ୍ତ ଗୀତ ପ୍ରସ୍ତୁତ କରାଯାଇଛି। ପ୍ରଭୁ ଯୀଶୁଙ୍କ ପ୍ରଶଂସା ଓ ଗୋୖରବ ଉଦ୍ଦେଶ୍ୟରେ ଖ୍ରୀଷ୍ଟୀୟ ସମାଜକୁ Nutan Raj Music ତରଫରୁ ଭେଟି ଦେଉଛୁ ଏକ ନୂଆ ଧରଣର ଭକ୍ତି ମୂଳକ କବାଲି ଗୀତ ଶୀର୍ଷକ ହେଲା..."ଯୁଗେ ଯୁଗେ ତୁମେ ମହାନ"। ବର୍ତ୍ତମାନ FULL VIDEO SONG ମୁକ୍ତିଲାଭ ହୋଇଛି । ଗୀତଟି ଅତ୍ୟନ୍ତ ଭକ୍ତିଭରା ହୃଦୟସ୍ପର୍ଶୀ ଓ ଅର୍ଥପୂର୍ଣ୍ଣ ହୋଇଛି। ଆଶା କରୁଛୁ ଆପଣ ମାନଙ୍କୁ ନିଶ୍ଚିତ ରୂପେ ଉକ୍ତ ଗୀତଟି ଅତ୍ୟନ୍ତ ମନଲୋଭା ଓ ମନମୁଗ୍ଧକର ଲାଗିବ ଏବଂ ହୃଦୟକୁ ସ୍ପର୍ଶ କରିବ। ପ୍ରଭୁଙ୍କ ପ୍ରଶଂସା ଓ ଗୋୖରବ ଉଦ୍ଦେଶ୍ୟରେ ଆମ ପରିଶ୍ରମ ଯେପରି ସାର୍ଥକ ହେଇ ପାରିବ ଏବଂ ଆମେ ପ୍ରଭୁଙ୍କ ସେବାରେ ଆଗକୁ ଯେମିତି ବଢ଼ି ପାରିବୁ ଏଥିନିମନ୍ତେ ନିତ୍ୟ ପ୍ରାର୍ଥନାରେ ତୋଳି ଧରନ୍ତୁ। 🙏🏽🙏🏽🙏🏽🙏🏽🙏🏽🙏🏽🙏🏽 ••••• Song Credit ••••• • Song ...ଯୁଗେ ଯୁଗେ ତୁମେ ମହାନ • Singer ... (Gospel Singer) Amit pani & Nutan Raj • Lyrics ... Amit Badanayak • Song Composition ... Babun Pani & Nutan Raj • Music Arrangement ... Bapi Samal • Producer ... Nutanraj • Record & Mix ... MRR Studio, Cuttack • Mastering By ... Shaktiswar Mohapatra • Video Camera & Poster Edit ... Biswo Special Thanks For 🙏🏽 Gospel singer Amit pani / Bapi samal / Amit badanayak / Jeebit pani / Babun Pani / Jeeten kumar WhatsApp & Contact : Nutanraj : 8838493275 Babun Pani : 93602 51906 Follow us on: YouTube: / Nutanraj music YouTube channel Facebook: / 1az4gggvl7 Instagram: https://www.instagram.com/nutanraj_fr... #jugejugetumemahana #jugejugetumemahanasong #newodiachristiansong #odiachristiansongs #2026odiachristiansongs #2026newodiachristiansongs #odianewchristiansongs #christmassongs #odiachristmassongs #newodiachristiansong #odiachristiansong #amitpanisongs #amitpanichristiansongs #humanesagarchristiansongs #odiachristmassong #nutanrajchristiansongs #amitpani #nutanraj #humanesagar #amitbadanayak #nutanrajmusic ଆଶା କରୁଛୁ ନିଶ୍ଚିତ ଆପଣମାନଙ୍କୁ ଏହି FULL VIDEO SONG ଗୀତ ଭଲ ଲାଗିବ। ପ୍ରଭୁଙ୍କ ଗୌରବ ନିମନ୍ତେ ଅନ୍ୟ ମାନଙ୍କ ନିକଟକୁ SHARE କରିବାକୁ ଭୁଲିବେନି ପୁଣି ଯଦି ଆପଣମାନେ ଆମ CHANNEL କୁ SUBSCRIBE କରିନାହାନ୍ତି ତେବେ SUBSCRIBE କରିବାକୁ ଭୁଲିବେନି। THANK YOU FOR WATCHING MY VIDEO 🙏🏽 RELATED CHRISTIAN DEVOTIONAL AND DANCE SONG LINK...👇🏽👇🏽 STUTI PRASHANSA NEW ODIA CHRISTIAN SONG / SINGER NUTAN RAJ & ALHADINI LIMA • STUTI PRASANSA | ସ୍ତୁତି ପ୍ରଶଂସା | NEW ODIA... • JUGE JUGE TUME MAHANA | ଯୁଗେ ଯୁଗେ ତୁମେ ମହା... • KEDE DAYA KALE | କେଡ଼େ ଦୟା କଲେ | STUDIO VER... • KEDE DAYA KALE || କେଡ଼େ ଦୟା କଲେ || PROMO |... • ହେ ଯୀଶୁ ତୁମେ ଦୟାବାନ || HE JISU TUME DAYABA... • ହେ ଯୀଶୁ ତୁମେ ଦୟାବାନ | HE JISU TUME DAYABAN... • LIVE SINGING ଲହୁଧାରା // UTTAM PANI //EASTE... • LAHU DHARA ଲହୁଧାରା II ODIA GOOD FRIDAY SP... • JANAMILE JISURAJANA /ଜନମିଲେ ଯୀଶୁ ରାଜନ/ NEW... • Sanja sakale // ସଞ୍ଜ ସକାଳେ // Singer Amit... • ପଥହରା ମୁଁ ଯେ Patha Hara mu je || Odia Chri... !!* ANTI-PIRACY WARNING *!! This content is copyright to Nutanraj music YouTube channel . Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

ABUJHA PUA | ଅବୁଝା ପୁଅ | BALIA LIMA | NEW ODIA CHRISTIAN SONG | AMIT BADANAYAK | ODIA CHRISTIAN SONG

STUTI PRASANSA | ସ୍ତୁତି ପ୍ରଶଂସା | NEW ODIA CHRISTIAN SONG | NUTAN RAJ & ALHADINI | AMIT BADANAYAK

JUGE JUGE TUME JIBITA FULL VIDEO/ଯୁଗେ ଯୁଗେ ତୁମେ ଜୀବିତ/NEW HUMAN SAGAR FULL VIDEO

PREMA BADALARE//ପ୍ରେମ ବଦଳରେ//NEW GOOD FRIDAY SONG 2026//BALIA LIMA//SANJIB BISHOYI

TORA DADARA NABA NEI ( ତୋର ଦଦରା ନାବ ନେଇ ) | AMIT PANI | Odia Christian Devotional Song

Prastuta Hua(in this time)Studio Version//ପ୍ରସ୍ତୁତ ହୁଅ//Aseema Panda//S Jitu

ଆସିଛି ଶୁଭ ଲଗନ || Asichhi Subha Lagana || AMIT PANI ||VICTOR & SHINY'S WEDDING SONG || Ruben Bagh

ନୂତନ ଦିନ ପ୍ରଭୁ ଆଜି ଦେଖାଇଦେଲ 4k HD Sound | Odia Christian Song #aliajarkarada

ପ୍ରାର୍ଥନା ଶୁଣ।।PRARTHANA SUNA।।Odia Christian devotional song ।।Amit pani।।Salem lima।।Bapi samal।।

KETE PAPE MANA DEBU || NEW ODIA CHRISTIAN SONG 2026 || SASHANK SEKHAR || FULL VIDEO

JUGE JUGE JIBITA |ଯୁଗେ ଯୁଗେ ତୁମେ ଜୀବିତ| ODIA PRAISING SONG |PS.AKASH DAVID| @revivalchurchodisha

HE SARBASHAKTIMANA ESWARA ହେ ସର୍ବଶକ୍ତିମାନ ଇଶ୍ବର HUMANE SAGAR & AMIT PANI NEWODIACHRISTIAN SONG 2026

ହେ ମୋର ମନ | He Mora Mona Teaser | Amit Pani | Odia New Christian Song | Samuel Nag |

KEMTI BHULIBI SE PREMA (କେମିତି ଭୁଲିବି ସେ ପ୍ରେମ) | OFFCIAL STUDIO VERSION | HUMANE SAGAR | S.D MUSIC|

ସ୍ତୁତି ତୁମ ହେଉ | Stuti Tuma Heu | Amit Pani | New Odia Devotional Song 2026

JISHUR LAGI TUI BANCHITHA || NEW SAMBALPURI CHRISTIAN SONG 2025 || HUMAN SAGAR

ଆସ ହେ ବିଶ୍ୱାସୀ ଗଣ II ASA HE BISWASIGANA ll ODIA CHRISTIAN SONG II S JITU II 02 / 01/2026 II

Prastuta Hua Re Mana | Cover Song | Odia Devotional Song | Lyrical Video

