ମହିଳାଙ୍କଠାରେ ପିସିଓଏସ୍ (PCOS) ସମସ୍ୟା - କାରଣ ଓ ଚିକିତ୍ସା | Dr Sujata Kar on Causes & Treatment of PCOS
#PCOS #DoctorAdvice #OdiaHealthTips ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ। ଏହା ଏକ ହରମୋନଜନିତ ସମସ୍ୟା, ଯାହା ମହିଳାମାନଙ୍କଠାରେ ଦେଖାଯାଏ। ପିସିଓଏସ୍ ହୋଇଥିଲେ ମହିଳାମାନଙ୍କଠାରେ ଋତୁସ୍ରାବରେ ଅନିୟମିତତା ହୋଇଥାଏ। ଯେପରିକି ମାସ ମାସ ଧରି ଋତୁସ୍ରାବ ବନ୍ଦ ହୋଇଯିବା କିମ୍ବା ବହୁତ ଶୀଘ୍ର ଋତୁସ୍ରାବ ହେବା। ତେବେ ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁଜାତା କରଙ୍କଠାରୁ ପିସିଓଏସ୍ ସମସ୍ୟା ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ପିସିଓଏସ୍ (PCOS) କ'ଣ? (0:00) ପିସିଓଏସ୍ର କାରଣ (1:22) ପିସିଓଏସ୍ର ଲକ୍ଷଣ (1:53) ଆଧୁନିକ ଜୀବନଶୈଳୀ ଓ ପିସିଓଏସ୍ (2:40) ପିସିଓଏସ୍ର ପରୀକ୍ଷଣ (3:38) ପିସିଓଏସ୍ର ଚିକିତ୍ସା (5:52) ପିସିଓଏସ୍ ବଂଶଗତ କି? (7:03) ଗର୍ଭଧାରଣ ଉପରେ ପିସିଓଏସ୍ର ପ୍ରଭାବ (7:29) PCOS or Polycystic Ovarian Syndrome is a hormonal disorder common among women. PCOS leads to irregularities in the menstrual cycle. For example, sometimes periods may stop for months, or they may happen quickly. Let’s learn more about PCOS from obstetrician and gynaecologist Dr. Sujata Kar. In this video, What is PCOS? (0:00) Causes of PCOS (1:22) Symptoms of PCOS (1:53) Modern lifestyle and PCOS (2:40) Tests for PCOS (3:38) Treatment of PCOS (5:52) Is PCOS hereditary? (7:03) Effects of PCOS on pregnancy (7:29) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

ମହିଳାଙ୍କଠାରେ ହରମୋନ୍ ଅସନ୍ତୁଳନ: କିଭଳି ପ୍ରଭାବ ପକାଉଛି? | Hormonal Imbalance, in Odia | Dr Swarnima Das

🔴 ପିରିୟଡ୍ ଯନ୍ତ୍ରଣା ବା PCOS ସମସ୍ୟାରୁ ନିଶ୍ଚୟ ପାଇବେ ମୁକ୍ତି Home Remedies for PCOS in Odia Dr Leena Das

ଥାଇରଏଡ୍ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା | Dr. Abhay Kumar Sahoo on Thyroid Symptoms and Treatment in Odia

ଗର୍ଭଧାରଣରେ ସମସ୍ୟା: ହୋଇପାରେ ପିସିଓଏସ୍ | PCOS & Pregnancy in Odia | Treatment | Dr Alakta Das

ଋତୁସ୍ରାବ (ପିରିୟଡ୍ସ) ଅନିୟମିତତା କାହିଁକି ହୁଏ? | Dr Chinmayee Kar on Menstrual Cycle in Odia

ସତ୍ୟପାଠ: ପ୍ରଭାତୀଙ୍କ ଗ୍ରାଣ୍ଡ ଏଣ୍ଟ୍ରି ପାଇଁ ପିଲା ସାଜିଲେ ବ୍ୟାଣ୍ଡ ପାର୍ଟି || Prabhati Parida || Satyapatha

ରଥଯାତ୍ରା ଭିଡ଼ରେ ଅଘଟଣ, ଦଳାଚକଟାରେ ଜଣେ ମୃତ

PCOD ସମସ୍ୟାରୁ କିପରି ମୁକ୍ତି ପାଇବେ? | How to get rid of PCOD problem? Explained by Dr. Smita Sarangi

Test Tube Baby କିପରି ହୁଏ, କେତେ ଟଙ୍କା ଖର୍ଚ୍ଚ ହୁଏ? | PCOD | IVF Treatment | News18 Podcast | N18P

Podcast with Dr. GSS Mohapatra ll Endometriosis l PCOD l PCOS l PREGNANCY l GYNAECOLOGY Issue

PCOS? 3 Seeds That May Balance Hormones in 90 Days | Doctor Explains

PCOD Ke 7 Hidden Laws: Periods, Weight Aur Pregnancy Ka Real Sach

PCOS kya hai in hindi || PCOS Symptoms and Treatment || PCOS Diet Plan || 1mg

ଅଧିକ ବ୍ଲିଡିଙ୍ଗ ହେବାର କାରଣ କ’ଣ | Health Tips | Dr Sujit Kumar Behera

PCOS Causes, Symptoms & Treatment in Odia | Dr. Sujata Kar

ଫର୍ଟିଲିଟି ଯାଞ୍ଚ ପାଇଁ କେଉଁ ପରୀକ୍ଷା କରିବେ? | Fertility Test in Odia | Dr Nihar Ranjan Bhoi

ହାର୍ଟ ସମସ୍ୟା ସହଜରେ ହେବ ନାହିଁ | Prevent Heart Attack - Lifestyle, Food & Treatment | Dr. MP Tripathy

Pneumonia: Part 1 | Clinical Medicine

Infertility Treatment for Men & Women

