ପିରିୟଡ୍‌ସ ବେଳେ ପରିଚ୍ଛନ୍ନତା କିପରି ରହିବେ? | Menstrual Hygiene in Odia | Dr Alakta Das

#MHDay2023 #MenstrualHygiene #LetsTalkPeriods ପିରିୟଡସ ବା ଋତୁସ୍ରାବ ବେଳେ ସଫାସୁତରା ରହିବା ନିହାତି ଦରକାର। ନଚେତ ଏହା ବିଭିନ୍ନ ରୋଗ ଓ ସଂକ୍ରମଣକୁ ଡାକେ। ଏନେଇ ପ୍ରତ୍ୟେକ ମହିଳାଙ୍କୁ ସଚେତନ ହେବା ଦରକାର। ତେବେ, ପରିୟଡସ ବେଳେ କେମିତି ସ୍ୱଚ୍ଛତା ଓ ପରିଚ୍ଛନ୍ନତା ବଜାୟ ରଖିବେ? ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍ତା ଦାସ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ୟୁଥ୍ ଫର ୱାଟର ପ୍ଲସ ସହ ମିଳିତ ସହଯୋଗରେ ସ୍ୱାସ୍ଥ୍ୟପ୍ଲସ ଆପଣଙ୍କ ପାଇଁ ଏହି ଭିଡିଓଟି ଆଣିଦେଇଛି। ଏହି ଭିଡିଓରେ ରହିଛି, ଋତୁସ୍ରାବ ବା ପରିୟଡସ କ’ଣ? ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ବଜାୟ ରଖିବେ କିପରି? ପରିଚ୍ଛନ୍ନତା ପ୍ରତି ଧ୍ୟାନ ନଦେଲେ କ’ଣ ଅସୁବିଧା ହେବ? ଋତୁସ୍ରାବକୁ ନେଇ ଅନ୍ଧବିଶ୍ଵାସଠାରୁ ଦୂରେଇ ରହନ୍ତୁ ଋତୁସ୍ରାବ ଅନିୟମିତତା କାହିଁକି ହୁଏ? କିପରି ସୁସ୍ଥ ରହିବେ? Menstrual periods are difficult days for women because during this time the woman has to go through abdominal pain, stretch, itching and irritability. There are also concerns about how to dispose of the used products. Lets know how to maintain hygiene during periods from Dr Alakta Das, an Obstetrician & Gynecologist. Swasthya Plus brings you this video with partnership with Youth4Water Plus. In this video, What is Menstruation (Periods)? How to maintain Menstrual Hygiene? What are the risks of poor menstrual hygiene practices? Stay away from Menstrual superstitions What are the causes of Iregular Periods? #MHDay2023 #MenstrualHygieneSubscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

ମହିଳାଙ୍କଠାରେ ହ୍ୱାଇଟ୍‌ ଡିସ୍‌ଚାର୍ଜ ସମସ୍ୟା । Dr Alakta Das on White Discharge (Leukorrhea) in Odia
▶︎

ମହିଳାଙ୍କଠାରେ ହ୍ୱାଇଟ୍‌ ଡିସ୍‌ଚାର୍ଜ ସମସ୍ୟା । Dr Alakta Das on White Discharge (Leukorrhea) in Odia

ମହିଳାଙ୍କଠାରେ ହରମୋନ୍ ଅସନ୍ତୁଳନ: କିଭଳି ପ୍ରଭାବ ପକାଉଛି? | Hormonal Imbalance, in Odia | Dr Swarnima Das
▶︎

ମହିଳାଙ୍କଠାରେ ହରମୋନ୍ ଅସନ୍ତୁଳନ: କିଭଳି ପ୍ରଭାବ ପକାଉଛି? | Hormonal Imbalance, in Odia | Dr Swarnima Das

Let's Talk Periods - ଚାଲ ପିରିୟଡସ୍ ବିଷୟରେ କଥା ହେବା | Youth Talk Show on Menstrual Hygiene - Watch Now
▶︎

Let's Talk Periods - ଚାଲ ପିରିୟଡସ୍ ବିଷୟରେ କଥା ହେବା | Youth Talk Show on Menstrual Hygiene - Watch Now

ସେକ୍ସ ଏଜୁକେସନ୍‌ | Sex Education for Teenagers in Odia | Dr Chinmayee Kar
▶︎

ସେକ୍ସ ଏଜୁକେସନ୍‌ | Sex Education for Teenagers in Odia | Dr Chinmayee Kar

Menstrual Health & Hygiene
▶︎

Menstrual Health & Hygiene

ଗର୍ଭନିରୋଧକ: କେଉଁଟି ବାଛିବେ? | How to Have Safe Sex with Contraception? | Dr Priyadarshini Tripathy
▶︎

ଗର୍ଭନିରୋଧକ: କେଉଁଟି ବାଛିବେ? | How to Have Safe Sex with Contraception? | Dr Priyadarshini Tripathy

World Menstrual Hygiene Day | Its history, theme and significance
▶︎

World Menstrual Hygiene Day | Its history, theme and significance

How to Conduct a Menstrual Awareness Workshop
▶︎

How to Conduct a Menstrual Awareness Workshop

କାହିଁକି କେନ୍ଦ୍ରାପଡ଼ାରେ ବିରାଜମାନ ବଳଦେବଜୀଉ?|AMA GHARE JAGANNATH EP 3|20 July 2026 || Puri Rath Yatra
▶︎

କାହିଁକି କେନ୍ଦ୍ରାପଡ଼ାରେ ବିରାଜମାନ ବଳଦେବଜୀଉ?|AMA GHARE JAGANNATH EP 3|20 July 2026 || Puri Rath Yatra

මානසික රෝගයක් හඳුනාගත හැකි ලක්ෂණ 6ක්- Mental Health Awareness- 6 common symptoms of mental disorders
▶︎

මානසික රෝගයක් හඳුනාගත හැකි ලක්ෂණ 6ක්- Mental Health Awareness- 6 common symptoms of mental disorders

Prime Health (123) || ਮਿੱਠੇ ਸੋਡੇ ਦੀ ਇੰਨੀ ਮਾਤਰਾ ਸਰੀਰ ਲਈ 'ਅੰਮ੍ਰਿਤ' ਬਰਾਬਰ
▶︎

Prime Health (123) || ਮਿੱਠੇ ਸੋਡੇ ਦੀ ਇੰਨੀ ਮਾਤਰਾ ਸਰੀਰ ਲਈ 'ਅੰਮ੍ਰਿਤ' ਬਰਾਬਰ

ADOLESCENT HEALTH  EDUCATION & MENSTRUAL HYGIENE | LIVE Q&A | Dr Sujata Kar
▶︎

ADOLESCENT HEALTH EDUCATION & MENSTRUAL HYGIENE | LIVE Q&A | Dr Sujata Kar

Hepatitis Symptoms and Causes |Prof. DrGirish Kumar Pati |Senior Gastroenterologist |Fit Rahu Odisha
▶︎

Hepatitis Symptoms and Causes |Prof. DrGirish Kumar Pati |Senior Gastroenterologist |Fit Rahu Odisha

ଫର୍ଟିଲିଟି ଯାଞ୍ଚ ପାଇଁ କେଉଁ ପରୀକ୍ଷା କରିବେ? | Fertility Test in Odia | Dr Nihar Ranjan Bhoi
▶︎

ଫର୍ଟିଲିଟି ଯାଞ୍ଚ ପାଇଁ କେଉଁ ପରୀକ୍ଷା କରିବେ? | Fertility Test in Odia | Dr Nihar Ranjan Bhoi

Endometriosis Part-1 | Dr.Sujata Pradhan | Doctor Ki Pathsala #endometriosis #prameyanews7
▶︎

Endometriosis Part-1 | Dr.Sujata Pradhan | Doctor Ki Pathsala #endometriosis #prameyanews7

ରକ୍ତହୀନତା (ଆନିମିୟା) କିପରି କରିବେ ଦୂର ? Anemia in Odia Treatment & Prevention | Dr. Ashutosh Mohapatra
▶︎

ରକ୍ତହୀନତା (ଆନିମିୟା) କିପରି କରିବେ ଦୂର ? Anemia in Odia Treatment & Prevention | Dr. Ashutosh Mohapatra

ଗର୍ଭନଷ୍ଟକୁ ନେଇ ଭୁଲ ଧାରଣା | Understanding Miscarriage: Myths and Facts | Dr Nihar Ranjan Bhoi
▶︎

ଗର୍ଭନଷ୍ଟକୁ ନେଇ ଭୁଲ ଧାରଣା | Understanding Miscarriage: Myths and Facts | Dr Nihar Ranjan Bhoi

ବାରମ୍ବାର ଗ୍ୟାସ୍‌: କୌଣସି ରୋଗର ଲକ୍ଷଣ ନୁହେଁ ତ? | Treatment of Gastritis in Odia | Dr Motij Kumar Dalai
▶︎

ବାରମ୍ବାର ଗ୍ୟାସ୍‌: କୌଣସି ରୋଗର ଲକ୍ଷଣ ନୁହେଁ ତ? | Treatment of Gastritis in Odia | Dr Motij Kumar Dalai

Adolescent Health Programme | Community Medicine | Public Health | Dr. Mayur Sayta
▶︎

Adolescent Health Programme | Community Medicine | Public Health | Dr. Mayur Sayta