ମହାମିଳନର ତୀର୍ଥ ତୁମେଗୋ ଅମୃତମୟ ଧାରା : Mahamilanara Tirtha Tumego #lyrics #satsang #odia
#Sakhigopal, #SaswatTV, #SaswatTelevision, #Satyabadi , #puri #satsang ମହାମିଳନର ତୀର୍ଥ ତୁମେ ଗୋ....... ଅମୃତମୟ ଧାରା....... (୨ ଥର) ତୁମରି ସୋହାଗେ.....(୨ ଥର) ଶିକ୍ତ ଧରଣୀ ମମତାରେ ମଧୁଝରା....... ଅମୃତମୟ ଧାରା..... ମହାମିଳନର...||0|| ଅସୀମ ପରେ କ୍ଷଣିକେ ସୃଜିଛ ମହାମିଳନର ବେଦୀ..... ଶତ ବୁକୁ ଜ୍ୱାଳା ବିରହ ଯାତନା ନିଭାଇଛ ବୁକେ ବାନ୍ଧି.......(୨ ଥର) ଦିଗହରା ମୁଁ ଯେ ଭ୍ରାନ୍ତ ପଥିକ ତୁମେ ମୋର ଧ୍ରୁବତାରା....... ଅମୃତମୟ ଧାରା..... ମହାମିଳନର...||୧ || ପ୍ରଳୟ ବୁକୁରେ ଶାନ୍ତନା ତୁମେ ଝଞ୍ଜାରେ କୁହୁସ୍ଵନ ବୈଶାଖୀ ଝଡ଼ ଶାନ୍ତ ପରଶେ ମୁଗ୍ଧ କରିଛି ପ୍ରାଣ.......(୨ ଥର) ହେ ସଚ୍ଚିତାନନ୍ଦ ପରମ ଆନନ୍ଦ ଦେଇଛ ଜୀବନ ସାରା....... ଅମୃତମୟ ଧାରା..... ମହାମିଳନର...||୨ || ---------------------------------------------------------------------------------------------------------------------- Welcome to Saswat Television & Entertainment, your ultimate destination for news and entertainment on YouTube! Dive into a world of captivating content that keeps you informed and entertained. From breaking news updates to engaging entertainment segments, we deliver a diverse range of programming to suit every viewer's interests. Stay tuned for thought-provoking discussions, insightful analyses, and exciting entertainment features. Subscribe now and join us on our journey to inform, inspire, and entertain!

ମଳୟ ପବନ ଯାଏ ବହି || MALAYA PABANA JAE BAHI // SAMEER PRADHAN - AMARENDRA PANDA // #satsang #kirtan

Bol Re Bhakata Bol Ama Soham Swami Jay Bol/Odia Soham Swami Bhajan/ଜୟ ସୋ{ହମ୍ ସ୍ବାମୀ/Laxmi Priya Sahu

Rath Construction in Puri Halted Amid Dispute Over Khai Wood Rules

କେଉଁ ବାରରେ ଆମିଷ ଖାଇବା ଭଲ | ଭାବ ବନ୍ଧନ | BHABA BANDHANA #AmisaKhaibaThikNaBhul #OdiaShastra

ମୋ ବାପା | 𝐌𝐨 𝐁𝐚𝐩𝐚 𝐏𝐚𝐫𝐢 𝐊𝐢𝐞 𝐇𝐚𝐛𝐚 | 𝐇𝐞𝐚𝐫𝐭 𝐓𝐨𝐮𝐜𝐡𝐢𝐧𝐠 𝐒𝐨𝐧𝐠 | 𝐍𝐚𝐦𝐢𝐭𝐚 𝐀𝐠𝐫𝐚𝐰𝐚𝐥 | 𝐀 𝐓𝐫𝐢𝐛𝐮𝐭𝐞 𝐓𝐨 𝐄𝐯𝐞𝐫𝐲 𝐅𝐚𝐭𝐡𝐞𝐫

Maha Milana Ra Tirtha Tume Go / Odia Mahabharata Song / Sanjaya Bisoi

ଅଜା ଘରୁ ଗଲା ବଉଳ କାଠବନ୍ଧା ହେବେ ପ୍ରଭୁ ଶ୍ରୀ ଜଗନ୍ନାଥ

Mahamrityunjay Mantra ମହାମୃତ୍ୟୁଞ୍ଜୟ ମନ୍ତ୍ର - Om Tryambakam Yajamahe | Siba Bhajan Odia | Siba Mantra

"ଦଫା ଗୁଡା କଣ ତମ ବୋପା ସମ୍ପତ୍ତି..ମନ ଇଛା ଲଗେଇ ଦେଇଛ"- Chameli Ojha Case @PTC_Odisha

ହେ ନାଉରୀ ବର ଭବ ନଦୀ ପାରି କର।ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କ ଉଦ୍ଦେଶ୍ୟ ରେ ଏହି ଭାବ ପୂର୍ଣ୍ଣ ଭଜନ।#ନିଗମ#ଭଜନ

ନୀଳମାଧବ ହେ... ଘେନ ବାରେ ମୋ ମିନତୀ | Bhikari Bal's Superhit Film Bhajan | Biswa | @BSBS.Odisha

ପାଳିତ ହେଲା ପିପିଲି ସତସଙ୍ଗ ବିହାରର ୨ୟ ଉଦବୋଧନ ସ୍ମୃତି ମହୋତ୍ସବ #pipili, #satsang, #odia @satsangdeoghar

Maha Milana Ra Tirtha Tume Go / Odia Mahabharata Song / Sanjaya Bisoyi / Tikarapada Bhajan Samaroha

શિક્ષકની વ્યથાકથા I Jagdish Trivedi I Motivational I Education I Emotional I New vedio I Dayro

ចម្រៀងឆ្លើយឆ្លងពិរោះៗ សុិន សុីសាមុត រស់ សេរីសុទ្ធា មិនឪ្យអូនព្រួយម្ដេចបាន ស្ថានសួគ៏ស្ថានស្នេហ៍.....

Shree Jagannath || Odia Bhajan || Live Singing By Manmath Mishra

ଆଜି ରବିବାରରେ ସୂର୍ଯ୍ୟ ପୁରାଣ ନିଶ୍ଚୟ ଶୁଣନ୍ତୁ ll Surjya Purana ll Odia Surya Purana ll Sasmita Padhi ll

KENDARA GITA - Laba Kusa | Tripura Kumar Jena | ଲବକୁଶଙ୍କୁ କୋଳରେ ଧରି ସୀତାଙ୍କ ଶୋକ | ଶୁଣ ମୋର ବାପ ଧନ

ରାଧେ ରାଧେ ରେ ନାଚିଲେ ଶ୍ରଦ୍ଧାଳୁ l ଶ୍ରୀ ଜଗନ୍ନାଥ ମହୋତ୍ସବ l କୁରାଙ୍ଗ ଶାସନ l ନିଆଳୀ | nkmedia

