କିଡ୍‌ନିକୁ ସୁସ୍ଥ ରଖିବା ପାଇଁ ୫ଟି ଉପାୟ | Tips for Health Kidney, in Odia | Dr Manas Ranjan Pradhan

#KidneyCare #OdiaHealthTips #WorldKidneyDay କିଡ୍‌ନି ଆମ ଶରୀରରୁ ବର୍ଯ୍ୟବସ୍ତୁ ସଫା କରିବା ସହିତ ଶରୀରରେ ରକ୍ତ ପରିଷ୍କାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯଦି କିଡ୍‌ନି ଏହି କାର୍ଯ୍ୟ କରିବା ବନ୍ଦ କରିଦିଏ ତାହାହେଲେ ସମ୍ପୂର୍ଣ୍ଣ ଶରୀର ବିଗିଡ଼ି ଯାଏ। ତେଣୁ କିଡ୍‌ନିକୁ ସୁସ୍ଥ ରଖିବା ଜରୁରୀ। ଆସନ୍ତୁ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଜାଣିବା କିଡ୍‌ନି ସୁସ୍ଥ ରଖିବାର ୫ଟି ଉପାୟ। କିଡ୍‌ନିର ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡ୍‌ନି ଦିବସ ଭାବେ ପାଳନ କରାଯାଉଛି। ଏହି ଭିଡିଓରେ ରହିଛି, କିଡ୍‌ନିକୁ ସୁସ୍ଥ ରଖିବା ପାଇଁ ୫ଟି ଉପାୟ ବିଶ୍ୱ କିଡ୍‌ନି ଦିବସ ପରିପ୍ରେକ୍ଷୀରେ ଆଇଏଫ୍‌ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍‌ ଓ ଓଡ଼ିଶାଲାଇଭ୍‌ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୩ରୁ ୧୫ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ‘ସୁସ୍ଥ କିଡ୍‌ନି – ସୁସ୍ଥ ଶରୀର’। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଅଭିଯାନରେ ସ୍ୱାସ୍ଥ୍ୟ ସଚେତନତାମୂଳକ ଭିଡିଓ ଏବଂ ଲେଖା ପ୍ରସ୍ତୁତ କରାଯାଉଛି। Kidney is an excretory organ of the body. Kidneys remove waste products from the blood and produce urine. Maintaining kidney health is vital for overall well-being. How to keep your Kidney healthy? Let's know more from Dr Manas Ranjan Pradhan, a Urologist. In this Video, Tips for Healthy Kidney On the eve of World Kidney Day, IFI Foundation in association with OdishaLIVE & Swasthya Plus Network presents a public health awareness campaign 'Sustha Kidney- Sustha Sharira: 'Healthy Kidney for a Healthy Body from March 13-15, 2024. Let's prioritize Kidney Health for a Healthy Life! Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

କିଡ୍‌ନିକୁ ସୁସ୍ଥ ରଖିବା ପାଇଁ କ'ଣ ଖାଇବେ? | Diet for Healthy Kidney in Odia | Sushree Tapaswini Das
▶︎

କିଡ୍‌ନିକୁ ସୁସ୍ଥ ରଖିବା ପାଇଁ କ'ଣ ଖାଇବେ? | Diet for Healthy Kidney in Odia | Sushree Tapaswini Das

କ୍ରୋନିକ୍‌ କିଡ୍‌ନି ରୋଗକୁ କେମିତି ରୋକିବେ? | Chronic Kidney Disease in Odia | Dr Manas Ranjan Pradhan
▶︎

କ୍ରୋନିକ୍‌ କିଡ୍‌ନି ରୋଗକୁ କେମିତି ରୋକିବେ? | Chronic Kidney Disease in Odia | Dr Manas Ranjan Pradhan

How to Remove Kidney Stones Naturally at Home – Fast & Safe Remedies
▶︎

How to Remove Kidney Stones Naturally at Home – Fast & Safe Remedies

99-របបអាហារដើម្បីបង្វឹលមកវិញការខូចខាតតម្រងនោម?
▶︎

99-របបអាហារដើម្បីបង្វឹលមកវិញការខូចខាតតម្រងនោម?

Kidney Health Down Syndrome | Chronic Kidney Disease | Kidney Health  | N18V
▶︎

Kidney Health Down Syndrome | Chronic Kidney Disease | Kidney Health | N18V

କିଡନୀ ରୋଗୀମାନେ କେଉଁ ଖାଦ୍ୟ କିଭଳି ଓ କେତେ ପରିମାଣର ଖାଇବା ଉଚିତ୍ Diet for CKD Patients Dr. Nisith Mohanty
▶︎

କିଡନୀ ରୋଗୀମାନେ କେଉଁ ଖାଦ୍ୟ କିଭଳି ଓ କେତେ ପରିମାଣର ଖାଇବା ଉଚିତ୍ Diet for CKD Patients Dr. Nisith Mohanty

କିତନି ରୋଗି କଣ କଣ ଖାଇବେ କଣ ଖାଇବେ ନାହିଂ
▶︎

କିତନି ରୋଗି କଣ କଣ ଖାଇବେ କଣ ଖାଇବେ ନାହିଂ

କିଡନୀ ରୋଗୀ କଣ ଖାଇବେ? ୫ଟି ଜରୁରୀ ନିୟମ | Kidney Patients Diet Tips |  Dr Sukanto  Das
▶︎

କିଡନୀ ରୋଗୀ କଣ ଖାଇବେ? ୫ଟି ଜରୁରୀ ନିୟମ | Kidney Patients Diet Tips | Dr Sukanto Das

କିଡ଼ନୀ ସୁରକ୍ଷିତ ରଖିବାର ଉପାୟ / How to keep My Kidney Healthy / Dr Chandan Patra / KHUSI DIABETES CARE
▶︎

କିଡ଼ନୀ ସୁରକ୍ଷିତ ରଖିବାର ଉପାୟ / How to keep My Kidney Healthy / Dr Chandan Patra / KHUSI DIABETES CARE

Fatty Liver Explained: Causes, Symptoms & Best Ayurvedic Solution | Dr. Devangi Jogal | JOGI Ayurved
▶︎

Fatty Liver Explained: Causes, Symptoms & Best Ayurvedic Solution | Dr. Devangi Jogal | JOGI Ayurved

7 Most Common Causes of Kidney Failure | Doctor Explains Clearly
▶︎

7 Most Common Causes of Kidney Failure | Doctor Explains Clearly

ଇନ୍‌ସୁଲିନ୍ ପ୍ରତିରୋଧ କ’ଣ? | Insulin Resistance: How to Treat? in Odia | Diabetes | Dr Sweekruti Jena
▶︎

ଇନ୍‌ସୁଲିନ୍ ପ୍ରତିରୋଧ କ’ଣ? | Insulin Resistance: How to Treat? in Odia | Diabetes | Dr Sweekruti Jena

EP125: ផឹកកាហ្វេខូចតម្រងនោម | Drinking Coffee Cause Kidney Failure!
▶︎

EP125: ផឹកកាហ្វេខូចតម្រងនោម | Drinking Coffee Cause Kidney Failure!

ପ୍ରତିଦିନ ଉଷୁମ୍ ପାଣି ଦୂର କରିବ ୧୦ଟି ବଡ଼ ରୋଗ#odiahealthtips
▶︎

ପ୍ରତିଦିନ ଉଷୁମ୍ ପାଣି ଦୂର କରିବ ୧୦ଟି ବଡ଼ ରୋଗ#odiahealthtips

គ្រូពេទ្យប្រាប់ច្បាស់ៗ ពីវិធីថែទាំតម្រងនោមអោយបានល្អ - Kidney's Health - ជ័យ វិទ្យា - Nakry Edu
▶︎

គ្រូពេទ្យប្រាប់ច្បាស់ៗ ពីវិធីថែទាំតម្រងនោមអោយបានល្អ - Kidney's Health - ជ័យ វិទ្យា - Nakry Edu

10 Early Symptoms of Kidney Damage You Shouldn’t Ignore
▶︎

10 Early Symptoms of Kidney Damage You Shouldn’t Ignore

Kidney Failure: Symptoms, Causes, Tests and Treatment | Kanak News
▶︎

Kidney Failure: Symptoms, Causes, Tests and Treatment | Kanak News

5 Silent Vegetable Killers of Your Kidneys… and 4 That Can Save Them 🥦⚠️ | Dr Jason Fung 👨‍⚕️
▶︎

5 Silent Vegetable Killers of Your Kidneys… and 4 That Can Save Them 🥦⚠️ | Dr Jason Fung 👨‍⚕️

କାହିଁକି ହେଉଛି କିଡନି ଖରାପ? | Dr Manas Ranjan Pradhan on Kidney Disease in Odia | Causes & Treatment
▶︎

କାହିଁକି ହେଉଛି କିଡନି ଖରାପ? | Dr Manas Ranjan Pradhan on Kidney Disease in Odia | Causes & Treatment

ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? | Dr Manas Ranjan Pradhan on Urinary Tract Infection | Prevent UTI
▶︎

ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? | Dr Manas Ranjan Pradhan on Urinary Tract Infection | Prevent UTI