ରାଣୀଙ୍କ ମୁହଁରୁ ପୁଣି ବାହାରିଲା ଅପ୍ରିୟ ସତ, ଫିଟିଲା କଳାକାରଙ୍କ କଳାଗୁମର! Rani panda exposed Jatra artist.
ରାଣୀଙ୍କ ମୁହଁରୁ ପୁଣି ବାହାରିଲା ଅପ୍ରିୟ ସତ, ଫିଟିଲା କଳାକାରଙ୍କ କଳାଗୁମର! ସ୍ଵର୍ଣ୍ଣମହଲ ଯାତ୍ରା ପାର୍ଟିର ମାଲିକ କ୍ଷୀରୋଦ ସ୍ଵାଇଁ କଳାକାରମାନଙ୍କୁ 'କୁକୁର' ସହ ତୁଳନା କରି ଏକ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏହି ଟିପ୍ପଣୀକୁ ନେଇ ଯାତ୍ରା କଳାକାର ଓ ସଂଘ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷ କରି ଜଣାଶୁଣା ଯାତ୍ରା ଅଭିନେତା କାହ୍ନା ଏହା ବିରୁଦ୍ଧରେ ଦୃଢ଼ ପ୍ରତିବାଦ କରିବା ସହ କ୍ଷୀରୋଦ ସ୍ଵାଇଁଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହି ଘଟଣା ଯାତ୍ରା କଳାକାରଙ୍କ ସ୍ଵାଭିମାନ ଏବଂ ପ୍ରଯୋଜକଙ୍କ ମନୋମୁଖୀ ଶାସନକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। Jatra Artist controversy over 'dog' jibe| Rani panda support Jatra Swarna Mahal owner. #bhubaneswarnews #ranipanda #jatraswarnamahal #jatracontroversy #jatrakanha #KhirodSwain Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ହଁ କହିଲେ ରାଣୀ, ଯାତ୍ରା ରେ କିଛି କୁକୁର ଅଛନ୍ତି। Rani panda support Jatra Swarna Mahal owner statement.

Rati Mituna Counters Kshirod Swain, Says 'We Have Repaid All Borrowed Money'

Rani Panda Slams Kanha Over Jatra Controversy: "Are You A Dog?" | Argus News

ସବୁ ଦେଖିବୁ ଶୁଣିବୁ ଚୂପ ରହିବୁ

Odisha to Get a New Face in Union Ministry? Big Reshuffle Soon! | Nirbhay Gumar Katha

Both Rati Mituna Hits Back at Sanjay Bhola Over Social Media Remarks

ପ୍ରଥମ ଥର ମୁହଁ ଖୋଲିଲେ ଦୈତାରୀ ପଣ୍ଡା ଯାତ୍ରା ରୁ ବିଦାୟ ନେବେ ! Daitari panda konark gananatya jatra vlogs

ASMR Luxury Ocean Spa | Deep Relaxation For Sleep

ସମସ୍ତଙ୍କୁ ଝାଡିଦେଲେ ସ୍ୱର୍ଣ୍ଣମହଲ ମାଲିକ | Jatra Malika Kabiraj Swain Open Challenge | Jatra Controversy

ମିହିର ଦାସ ଥିଲେ ଏମିତି : ପୁଅ କହିଲେ ଅଜଣା କଥା....| Ep-163 | Podcast With Amlan Das

ଯାତ୍ରା ସିଂହବାହିନୀ ଛାଡ଼ିଲେ କି... ବବଲୁ, ପିଙ୍କି..

meine ENTSCHULDIGUNG an APORED 18

ମୋର ସୋସିଆଲ ମିଡ଼ିଆ ବି ନାହିଁ : ମୁନୁ ପଣ୍ଡା, ଯାତ୍ରା କଳାକାର | Untold Stories of Jatra Artist Munu Panda

ରାହୁଲ୍ ହତ୍ୟା ଘଟଣାରେ ଆଉ କାହାର ରହିଛି ସମ୍ପୃକ୍ତି ,ସବୁ ଧରା ପଡ଼ିବେ ! YouTuber Rahul Maharana death Case

ଶାଶୂଙ୍କ ଗୁମର କହି କାନ୍ଦିବାକୁ ଲାଗିଲେ ମିହିରଦାସଙ୍କ ବୋହୂ mihirdash daughter in law emotional moment

କଣ ଅଛି ଏହି କଳସି ଭିତରେ / Rupa Pin2 Khushi

ପୁଣି ଉଠିଲା ଯାତ୍ରା ବିବାଦ...। Actor Jeevan Kabi’s Shocking Statement #otvdigital

Delhi Wants CAG Audit, Odisha Says No to Tata Power Audit? | Kahile Kahiba Kahuchi

Raja Rajakumari 2026 | Full Episode 5 | New Reality Show | Tarang Tv | Tarang Plus

