51 ଲୋକଙ୍କୁ 51 ଲକ୍ଷ ଟଙ୍କାର ଚୁନା | Land Scam | Legal Action | Odisha Reporter
ସାମପୁର ଭୂଦାନ ଜମି କେଳେଙ୍କାରୀ ଘଟଣାରେ ପୁଣି ଦଲାଲଙ୍କ ନାମରେ ହେଲା ଅଭିଯୋଗ । ଏହି ଫୋଟୋକୁ ଦେଖନ୍ତୁ ଏ ହେଉଛନ୍ତି ସଞ୍ଜୟ କୁମାର ସାହୁ । ଜମି ଦେବାକୁ କହି ୫୧ ଲୋକଙ୍କଠାରୁ ୫୧ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ । ଏକକାଳୀନ ଟଙ୍କା ଦେଲେ ୧ ଲକ୍ଷ ନହେଲେ ଅଧିକ ଦେବାକୁ କହିଥିଲେ ସଂଜୟ । ତେଶୁ ୫୧ ଲୋକେ ଏକାବେଳେ ଦେଇଥିଲେ ଟଙ୍କା । ଟଙ୍କା ନେବା ପରେ ଘର କରିଥିଲେ ଲୋକେ । ପରେ ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଂ କମିଟି ଦ୍ବାରା ଘର ଭଙ୍ଗାଯିବା ପରେ ପ୍ରଥମେ ସଂଜୟ ପ୍ରତିଶ୍ରୁତି ଦେଇଥିଲେ ଟଙ୍କା ଫେରାଇବାକୁ। ପରେ ମନା କରିବାରୁ ଲୋକଙ୍କ ସହ ବଚସା ହୋଇଥିଲା। ଯାହାକୁ ନେଇ ଆଜି ୫୧ ଜଣ ଏକତ୍ରିତ ହୋଇ ସଂଜୟ ନାଁରେ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #LandScam #BhoodanLandScam #FraudCase #RealEstateFraud #ScamAlert #LandFraud #JusticeForVictims #FraudExposed #IllegalLandDeal #BreakingNews #CrimeNews #PublicComplaint #PoliceCase #ScamInIndia #Fraudsters #LegalAction #VictimVoices #CorruptionExposed #LandIssue

ସାଲିଆ ସାହିରେ ଭଙ୍ଗା ସରିଲା , ଖୁଣ୍ଟରେ ବନ୍ଧା ହେଲା ନାଲି ଫିତା | Odisha Reporter

ଲୁଟିଥିଲେ ୩୫ ହଜାର କୋଟି, ଆଗକୁ ଆକ୍ସନ ! | Rok Thok | Water Crisis | Drinking Water Issue | Argus News

ଖରା ରେ ଗରିବଲୋକ ଘରଦେଖି ଭାଙ୍ଗି ଦେଉଛନ୍ତି ରେଲୱେ ! Railway eviction drive at VSS Nagar Bhubaneswar.

ସାଲିଆ ସାହୀ ଵାଲା କହୁଛନ୍ତି ଏଠି ଗାଈ ବାନ୍ଧିଲେ ତମକୁ ବାଡ଼େଇବୁ ! Bulldozer Action In Salia Sahi

Bulldozer Action in Bhubaneswar: 81 More Houses Demolished for Road Widening at Ekamra Kanan

କି ଷଡ଼ଯନ୍ତ୍ର କଲେ ସନ୍ଧ୍ୟାରାଣୀ , ଛୁଇଁପାରୁନି ପୁଲିସ | Odisha Reporter

🔴Rok Thok Live | ଶ୍ୟାମପୁର ଜମି ସ୍କାମ୍, ଦାୟୀ କିଏ ? | Shyampur Land Scam Debate: Who Is Responsible?

ଗ୍ରାହକଙ୍କ ହାତକୁ ହାଣିଲେ ମଦ ବେପାରୀ,ଘରେ ବୁଲଡୋଜର ଚଢେଇ ଦେଲା ପୋଲିସ !Police demolish drug dealer's house

100 ଦଲାଲଙ୍କ ନାଁରେ ଶହେ ଟା କେସ୍ || Bhubaneswar Land Scam || Odisha Reporter

କେନ୍ଦୁଝରର ଡନ୍ ଗଣେଶର ଏ କି ଅବସ୍ଥା..ରାସ୍ତାରେ ମଝିରେ ଘୋଷାଡି ନେଉଛି ପୋଲିସ, ଛାତି ଚୋଉଡ଼ା କରି ଥାନାକୁ ଯାଉଛି ଡ଼ନ୍

ଶେଷରେ ବୋକା ବନିଗଲେ ବିହାରୀ ଲୁଟେରା | Stolen Defender Recovered in Hours! | Bhubaneswar |Odisha Reporter

ନବମ ଫେଲ୍ ର କେତେ ବୁଦ୍ଧି, ଭୁବନେଶ୍ୱରରେ ୫ଟି ଫ୍ଲାଟ୍, ମୁମ୍ବାଇ ତାଜ୍ ହୋଟେଲରେ ରହୁଥିଲା || Knews Odisha

Cyber Crime || EP 221 || ଟିକେ ମୋବାଇଲ୍ ଦିଅ କଲ୍ କରିବି || Let me use your phone to make a call.

ପୋଲିସ ଗାଡ଼ି ଆଗରେ ଯୁବତୀ କଲେ ହଙ୍ଗାମା... ଶହ ଶହ ଲୋକଙ୍କ ସମ୍ମୁଖରେ କଲେ ଗାଳି, ଗାଡ଼ି ଭିତରୁ ଘୋଷାଡି ଆଣିଲେ...

6 କୋଟି ଦେଖି ବ୍ୟାଙ୍କ କହିଲା ତମର ଅଧାକୁ ଆମର ଅଧା | Forester Wins ₹6 Crore Lottery | Byomkesh tripathy |OR

Special Story | ଘର ଝାଡ଼ଖଣ୍ଡ- ବିହାର, ସାଲିଆ ସାହିରେ ପତିଆରା | Salia Sahi Bhubaneswar | Odisha Reporter

“Sanjeevani” Sujata Set for BJD Entry ! | Nirbhay Gumar Katha

ନୂଆ ଘରକୁ ସୁଖ ନୁହେଁ ଦୁଃଖ ନେଇ ଯାଉଛୁ , ସୁନା ବନ୍ଧା ପକେଇ ଦେଢ଼ଲକ୍ଷ ଦେଇଛୁ !Bulldozer Action In Salia Sahi

