ପେଟ୍ରୋଲ ପମ୍ପରେ ଆତଙ୍କ | Odisha Reporter
ରାତି ପାଖାପାଖି ୧୧ ରୁ ୧୧.୩୦। ଏ ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ। ପେଟ୍ରୋଲ ପମ୍ପରେ ଗାଡ଼ିରେ ପେଟ୍ରୋଲ ଭରୁଛନ୍ତି ଜଣେ ଗ୍ରାହକ। ଆଉ ଠିକ ଏତିକିବେଳେ ପେଟ୍ରୋଲ ପମ୍ପରେ ବାଇକରେ ଆସି ପହଂଚୁଛନ୍ତୁ ଦୁଇ ଦୁର୍ବୃତ୍ତ। ଆଗ ପଛ କିଛି ନଦେଖି ସିଧା ପକେଟରୁ ବନ୍ଧୁକ କାଢ଼ିଲେ ଆଉ ପଣ୍ଟ୍ରୋଲ ପମ୍ପ କର୍ମଚାରୀଙ୍କ ଆଡ଼କୁ ମାଡ଼ିଆସିଲେ। ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ବି ମାଗିଲେ। ଦେଖନ୍ତୁ ଏ ସିସିଟିଭି ଦୃଶ୍ୟ ଉପରେ କେମିତି ଥିଲା ସେତେବେଳର ଚିତ୍ର। ମୁହଁରେ ମାସ୍କ ପିନ୍ଧି କେମିତି ରାତି ଅଧରେ ଚାଲିଛି ଗୁଣ୍ଡାରାଜ୍। ବାଇକରେ ଆସିଲେ ବନ୍ଧୁକ ଦେଖାଇ ଲୁଟିନେଲେ। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #petrolpump #crime #odisha #jaleswarnews

ମୋତେ କହୁଛି କଲେଜ ଭିତରେ ବାଡେଇବ ||Odisha Reporter

ଆସିଗଲା ବଡ଼ ସତ, ସେଦିନ ରାତିର ସବୁ କାହାଣୀ... IIC Death Case | Beuty Mohanty | Special Story

୩୮ ଆତଙ୍କୀଙ୍କୁ ଫାଶୀଦଣ୍ଡ

ସାରା ଦେଶରେ ଚାଞ୍ଚଲ୍ୟ, 13 ବର୍ଷର ଝିଅ ସହ ଏମିତି କଲେ 32 ଜଣ... ବନ୍ଧା ହେଲେଣି 12...

IIC ଙ୍କ ବିୟୁଟିଙ୍କ ମୃତ୍ୟୁର ବଡ଼ ଖୁଲାସା,ପୋଲିସକୁ ମିଳିଲା ପ୍ରମାଣ, କଲ୍ ରେକର୍ଡିଂରୁ ଜଣାପଡିଲା..IIC Beauty Death

Selfie Turns Tragic | Three Friends Swept Away by Mahanadi at Naraj

ହଟହଟା ମଦ ବେପାରୀ | Odisha Liquor Shop Auction Twist! Government Crores Richer Odia News

ଅର୍ଗସ Podcastରେ ଗରିବ ଝିଅର ସଂଘର୍ଷ କାହାଣୀ |ଓଦା ହେଲା ଓଡ଼ିଶାର ଆଖି, ଛୁଟିଲା ସହାୟତାର ସୁଅ | Madhumita Sabar

ରେଳଷ୍ଟେସନ ଠାରେ କରାଯାଉଛି ମକଡ୍ରିଲ|| Odisha Reporter

କେଉଁ ଚାପରେ ଚାକିରି ଛାଡିଲେ DCP ? Bhubaneswar DCP | Jagmohan Meena Resign | odisha police| odia news

ମୁଁ ତାଙ୍କ ଭିଡିଓ ରେକର୍ଡିଂ କରିଛି ||Odisha Reporter

ବିଲେଇ କଣ୍ଟା ଖୋଜିବ ଅନୀଲଙ୍କୁ.. | Odisha Reporter

Portugal - Spanien, Highlights mit Livekommentar | FIFA WM 2026 | MAGENTA TV

ଗୋଟେ ମାଛ ପତ୍ରପୋଡା ୧୪୦୦ ଟଙ୍କା ,ମୁଁ ପଇସା ଦେବିନି ଥାନାକୁ ଚାଲ ! Customer Shocked by ₹1,400 Fish Bill

ଡିସିପି ମୀନାଙ୍କ ଇସ୍ତଫାପଛର 3 ବଡ଼ କାରଣ | Bhubaneswar DCP | Jagmohan Meena Resign | police| odia news |

ବିବାହର ପ୍ରତିଶୃତି ଦେଇ ଵିଭାହିତା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ପୋଷ୍ଟମ୍ୟାନ; Postman Ramakant Nayak

Trump meets with Turkish President ahead of NATO

BREAKING: Iran reportedly attacks ships in Strait of Hormuz

ಫುಟ್ಪಾತ್ ಒತ್ತುವರಿ ತೆರವು ಆದ್ಮೇಲೆ ಹೇಗಿದೆ ನೋಡಿ ವಿಜಯನಗರ ಪೈಪ್ ಲೈನ್ ರೋಡ್? PNS Vistaara News

