Podcast With Akash Pathak || Akash Pathak || Exclusive Interview With Akash Pathak || OR
ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାରେ ଗୋଟି ଗୋଟି କରି ସବୁ କଥା କହିଲେ ଆକାଶ ପାଠକ ପ୍ରଦୀପ ପାଣିଗ୍ରାହୀଙ୍କ ଜ୍ବାଇଁ ହୋଇଥାନ୍ତେ, ପାଣ୍ଡିଆନ କେମିତି ରଚିଲେ ଚକ୍ରବ୍ୟୁହ ? ଭି.କେ ପାଣ୍ଡିଆନ ସିଧା ଧମକ ଦେଇଥିଲେ, ବିବାହ କଲେ ଭୋଗିବେ ଆକାଶ ପାଠକ ବି ପାଣ୍ଡିଆନଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ ଜୋର ଜବରଦସ୍ତ ତାଙ୍କଠୁ ଦସ୍ତଖତ ନେଇଥିଲା ପୁଲିସ ସେତେବେଳର ସରକାର କେମିତି ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଫସାଇଥିଲା, ତାର ଖୁଲସା କଲେ ନିଜେ ଆକାଶ । ଏସବୁର ସୂତ୍ରଧାର ଭିକେ ପାଣ୍ଡିଆନ ଥିଲେ ବୋଲି ସିଧା ସଳଖ କହିଲେ। ଦିନ କେଇଟା ପରେ ବାହା ହୋଇଥାନ୍ତେ କିନ୍ତୁ ତା' ପୂର୍ବରୁ ଖୋଲା ଧମକ ଦେଲେ ଭିକେ ପାଣ୍ଡିଆ, କହିଲେ ବିବାହ କଲେ ସଫର ହେବେ । କେତେ ଚାପରେ ଥିଲେ ଆକାଶ ? ପ୍ରଦୀପଙ୍କ ଝିଅକୁ ସେ ବିବାହ କରିଥିଲେ, ପାଣ୍ଡିଆନଙ୍କର କଣ କ୍ଷତି ହୋଇଥାନ୍ତା ? ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ସେତେବେଳର ସରକାର ଓ ପାଣ୍ଡିଆନଙ୍କ ପୋଲ ଖୋଲିଦେଲେ ଆକାଶ ପାଠକ। Akash Pathak Exposes Political Pressure & Threats | Podcast With Akash Pathak || Akash Pathak || Exclusive Interview With Akash Pathak | OR Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official Podcast With Akash Pathak Exclusive Interview With Akash Pathak #OdishaReporter #orpodcast #PodcastWithAkashPathak #PradeepPanigrahi #VKPrakash #bjdgovernment #OdishaPolice #abhaypathak #OrPodcastShow #OneToOne #NaveenPatnaik

Podcast With Sabyasachi Panda's Wife Mili Panda ||Mili Panda ||Exclusive Interview ||Odisha Reporter

File Theft Row: Notice to Pandian, Shah's Political Play | Nirbhay Gumar Katha

ଭାଉଜ କରିଦେଲେ କମାଲ Maidan re Bhauja | Puri Ratha Yatra | Ratha Yatra Puri Live | Jai Jagannath

ଡିଏସ୍ କୁଟ୍ଟେଙ୍କୁ କ’ଣ ମେସେଜ୍ କରିଥିଲେ ଦେବାଶିଷ ନାୟକ | Debasish Nayak | No Podcast | Story Dot

ନବ ଦାସଙ୍କ ହତ୍ୟାକାଣ୍ଡର ସତକୁ ଘୁନ୍ଦାଳି ବୋଥ୍ରା ବାବୁ ରଖିପାରିବେ ତ ସରକାରଙ୍କ ଇଜ୍ଜତ? | Arun Bothra | Naba Das

ରାମାନନ୍ଦ ସାଗର କୃତ | ଶ୍ରୀକୃଷ୍ଣ ମହିମା ସଂକଳନ | ଭାଗ 180 | ତିଲକ ଓଡ଼ିଆ

ଭୋ ଭୋ ହୋଇ କାନ୍ଦିଲେ ମୋନାଲିସା ମୋତେ.. News Desk Interview With actor Devasis Patra | Manas Dash Podcast

ନିତିଆ ସାରଙ୍କ ସୁରଙ୍କ କମେଡ଼ି | ବାପା ଚାଲିଗଲେ, ବୁଢ଼ା ହୋଇଗଲି | PODCAST | Nitia Sir | Dinanka Tv |

'घटिया सवाल...' Ujjwal Nikam भड़के, Interview में भिड़ंत, Kasab, Salman पर बड़े खुलासे | GITN

Bishop G.E. Patterson | Why God Sometimes Leads You Through Hard Places

ନିତୀ ଆୟୋଗ ରିପୋର୍ଟକୁ ନେଇ ଟଣା ଟଣି ଶାସକ–ବିରୋଧୀ | Odisha Reporter

ଆଖି ଭିଜାଇବ ସୌରଭଙ୍କ ଗୀତ Exclusive News Desk Interview With Singer Sourav Bharadwaj | Manas Dash

ସିଂହଦ୍ୱାରରେ ଲାଗିଲା ରୋହିଣୀନନ୍ଦନଙ୍କ ତାଳଧ୍ବଜ ରଥ Jay Jagannath TV

🔴Amna Samna LIVE With Shreemayee Mishra | ପୂର୍ବତନ ବିଜେଡି ନେତ୍ରୀ, ଶ୍ରୀମୟୀ ମିଶ୍ର | Former BJD Leader

India's Biggest Security Threat? MI6, Nepal, Bangladesh, Iran, Russia, CIA & Pakistan | Lucky Bisht

असरानी जी ने सुनाए देवानंद के मजेदार किस्से | The Kapil Sharma show

ରାସ୍ତାକୁ ଆସିଲେ ସୁପ୍ରିମକୋର୍ଟ ଓକିଲ, ଏଥର... Supreme Court Lawyers Support Jantar Mantar Protest

Inside The World Of Bageshwar Baba!😳

ଏକ ସଂସ୍ଥା ଦ୍ୱାରା ଫ୍ରାଞ୍ଚାଇଜ ନାଁରେ ଲକ୍ଷାଧିକ ଟଙ୍କା ଠକୁଥିଲେ, ଠକକୁ ବାନ୍ଧିଲା ଇନଫୋସିଟି ଥାନା ପୋଲିସ

