ଈ କାର |ka ki ku koo | odia matra ee kara | matra in odia |odia words |barnabadh |kee khee gee ghee |
ଈ କାର |#kakikukoo | #odiamatraeekara | #matrainodia |#odiawords |barnabadh |#keekheegeeghee | ପିଲାମାନେ ଏହି ଭିଡ଼ିଓରୁ ଈ କାର ଯୋଗ ଶବ୍ଦ ଶିଖିପାରିବେ । ପିଲାଙ୍କର ଶିକ୍ଷଣ(Learning) କିପରି ହେବା ଉଚିତ ୧-ଆନନ୍ଦ ଦାୟକ ୨- ସ୍ଵତଃସ୍ପୃତ ଅଂଶ ଗ୍ରହଣ ୩ -ବାହ୍ୟ ପରିବେଶ ସହ ଜଡ଼ିତ ୪-ଅନୁଭୂତି ସହ ସଂପର୍କିତ ପିଲାମାନଙ୍କୁ କେବଳ ପୁସ୍ତକଗତ ଜ୍ଞାନ ଗୁଡ଼ିକ ମଧ୍ୟରେ ସୀମିତ ନ କରି , ସେମାନଙ୍କ ଶିକ୍ଷା ଅନୁଭୂତି, ଅଭିଜ୍ଞତା ଆଧାରିତ ହେବା ଉଚିତ। ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟା (teaching and learning process) ଶିକ୍ଷାର୍ଥୀ ମାନଙ୍କୁ କେନ୍ଦ୍ର କରି ହେବା ଉଚିତ। ପିଲାମାନେ ଆନନ୍ଦ ଉଲ୍ଲାସ ସହକାରେ ଶିକ୍ଷାକୁ ଗ୍ରହଣ କଲେ, ତାହା ଚିରସ୍ଥାୟୀ ହୋଇଥାଏ। ଶିକ୍ଷକ ଅପେକ୍ଷା ଶିକ୍ଷାର୍ଥୀମାନେ ଅଧିକ ଅଂଶଗ୍ରହଣ କଲେ,ଶିକ୍ଷଣ ଅଧିକ ଫଳପ୍ରଦ ହୋଇଥାଏ। ଶିକ୍ଷଣ ପିଲାଙ୍କ ଅନୁଭୂତି ଓ ଅଭିଜ୍ଞତା ଆଧାରିତ ହେଲେ , ପିଲାମାନେ ସହଜରେ ଶିକ୍ଷାକୁ ବୁଝିପାରିବେ। ଶିକ୍ଷାଦାନ ଶିକ୍ଷଣ ଏପରି ହେବା ଉଚିତ, ଯେପରି ପିଲାମାନେ ନିଜ ମନରୁ ଆପେ ଆପେ ପ୍ରଶ୍ନ ପଚାରିବା ଆବଶ୍ୟକ। ସଚେତନ ପିତାମାତା, ଅଭିଭାବକ ସେହିମାନେ , ଯେଉଁମାନେ ପିଲାର ଲୁକ୍କାୟିତ ପ୍ରତିଭାକୁ ଜାଣିପାରି,ସେହି ଅନୁସାରେ ପିଲାଙ୍କୁ ପ୍ରତିପୁଷ୍ଟି ଯୋଗାନ୍ତି। ଶାରୀରିକ ତଥା ମାନସିକ ବଳ ପ୍ରୟୋଗ କରି କୌଣସି ପିଲାର ଉନ୍ନତି କେବେ ହୋଇପାରେ ନାହିଁ । ଧନ୍ୟବାଦ

a aa i ee u oo from words |ଅ ଆ ଇ ଈ |odia alphabets |ଅଆଇଈଉଊଋ|Odia vowel|barnabadh in odia |akha rakha

ଉ କାର ଯୋଗ | ଓଡ଼ିଆ ମାତ୍ରା | Odia matra | Odia matra | ବର୍ଣ୍ଣବୋଧ ପଢ଼ା | U kara matra |

Ee kar odia||ee kar matra||ee kar odia matra||all odia matra||odia sabda learning||odia vowel||oktv

Bow-Toons Adventures for 30 Minutes! | Compilation Part 1 | Minnie's Bow-Toons 🎀 | @disneyjr

Super. Easy MiniSchool Supplies! ✏️🎒✨ Fun and Creative DIY

Can You Pass This Maths Quiz? | Ultimate Math Quiz Challenge! ➗🤓✖️

Body Parts Name in English to Odia to hindi || Body Parts Name with Pictures | kidz world odia

Merakit Miniatur Kereta Api Diesel Dan Kereta Api Listrik - Fenfa Train Model Railcar Series

एलिय्याह और बाल के नबी - सुपरबुक - भाग 2 कड़ी 13 – पूर्ण कड़ी (आधिकारिक एचडी प्रारूप)

Odia Panikia || Panikia In Odia||Panikia For Kids|| Panikia Sikhya||All Pnikia Odia||2 Ka Ru 25 ka||

16 TRUCOS DE DIBUJO CREATIVOS PARA NIÑOS

Odia BarnaMala ( ଓଡ଼ିଆ ବର୍ଣ୍ଣମାଳା ) | Odia Barnabodha | Odia Alphabets

ଊ କାର |matra learning in odia| odia matra oo kara | matra in odia | matra sikhyaa |matra| matra 5 |

🎒 Amazing DIY School Hacks! Organizing a School Locker 🤩

🇺🇸 🎃 HALLOWEEN - COMPILATION 2025 👻🦋 | Miraculous - The Adventures of Ladybug & Cat Noir 🇺🇸

Guess the Flags Quiz | 5-Second Challenge | 80+ Countries 🚩🌍

All Math In Odia||Misana Fedana Gunana Harana Kariba Odia||All Ganita In Odia||Odia Math ||Oktv

AA kara|Odia Matra|📚🔥Odia Matra Words |Odia aa Kara Matra(Part-2)|Odia Bornabodha|Matra In Odia|Oktv

Compilation of Series | Omar and Hana Urdu | Islamic Cartoon

