ଶ୍ରୀ ଜଗନ୍ନାଥଙ୍କ ମସ୍ତକରୁ ଦୁବ କେରା ଖସି କଣ ଅଲୌକିକ ଲୀଳା ଘଟିଲା |ଡ଼ଃ. ଶ୍ରୀକାନ୍ତ ପରିଜା| Dr. Srikanta Parija
Rabindra Narayan Mishra ଶ୍ରୀ ଜଗନ୍ନାଥଙ୍କ ମସ୍ତକରୁ ଦୁବ କେରା ଖସି କଣ ଅଲୌକିକ ଲୀଳା ଘଟିଲା || ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija OFFICIAL CHANNEL OF- Sri Rabindra Narayan Mishra (former Administrator of Shree Jagannath Temple Puri) | Watch and share divya kathamrita with your family and friend "ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବୁଦ୍ଧି ଉଦୟ ॥ ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥ (ଏକାଦଶ ସ୍କନ୍ଧ ,ଏକବିଂଶ ଅଧ୍ୟାୟ,ଭାଗବତ) ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ଓ ପରିବାରର ସମସ୍ତଙ୍କର ମଙ୍ଗଳ କରନ୍ତୁ ।। ଭଗବାନଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନର ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ । 🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻 (ମହାପ୍ରଭୁଙ୍କର ଓ ଏହି ଧର୍ମ କଥା ଗୁଡିକୁ ସମସ୍ତଙ୍କ ପାଖରେ share କରି ଉପଲବ୍ଧ କରେଇବାକୁ ଓ ଚେଷ୍ଟା କରିବାକୁ ଆପଣଙ୍କୁ ଅନୁରୋଧ ।। ) ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ #jagannath #RabindraNarayanMishra #odisha #ଜଗନ୍ନାଥ #paradeep #gangamata #ODISHA365 #BhaktiSamarpan #SrikhetraDarshan #MeeraJhanjaaTales Dr Bibudharanjan #Dr Bibudharanjan# #Dr Bibudha ranjan# #dr bibudharanjan# #dr bibudha ranjan# @ODISHA 365 @Bhakti Samarpan @Srikhetra Darshan @Meera Jhanjaa Tales

ଜଣେ ଅଶରୀର ମୁସଲମାନର ଖଣ୍ଡୁଆ.. ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

ଶ୍ରୀମନ୍ଦିର ପେଜନଳାରେ ଘଟିଲା ବଡ ଚମତ୍କାର .. || ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija

ଲୋଭ ଓ ଲୋଭୀ : Lobha o Lobhi - SWAMI ANANDA SARASWATI

📢🙏ವಿಪ್ರರು ಈರುಳ್ಳಿ & ಬೆಳ್ಳುಳ್ಳಿ ತಿಂದ್ರೆ ತಪ್ಪೇನು.!? | ಡಾ. ಪ್ರಾಣದೇವ ಉಪಾಧ್ಯಾಯ | ಸೋದೆ ಶ್ರೀವಾದಿರಾಜ ಮಠ

ದೇವಸ್ಥಾನಕ್ಕೆ ಹೋಗೋ ನಾವು ಇದನ್ನೆಲ್ಲಾ ತಿಳ್ಕೊಳ್ಳೇಬೇಕು - INTERVIEW OF NAGENDRA BHAT - Shreeprabha Studio

ତ୍ରିପୁରା ରେ ଜଗନ୍ନାଥ ଭକ୍ତି | ବ୍ରହ୍ମଚାରୀ ଙ୍କ ହୃଦୟସ୍ପର୍ଶୀ PODCAST | Jagannath Temple Agartala Tripura 🛕

માતા સીતાએ મેઘનાથને જણાવ્યું અશોક વાટિકાનું સત્ય.! જે સાંભળીને મેઘનાથ ચોંકી ગયો | Ramayan Story

"ଦଫା ଗୁଡା କଣ ତମ ବୋପା ସମ୍ପତ୍ତି..ମନ ଇଛା ଲଗେଇ ଦେଇଛ"- Chameli Ojha Case @PTC_Odisha

ಕರ್ಮದ ಅಸಲಿ ಸತ್ಯ! ಹಣೆಬರಹ ಬದಲಾಯಿಸೋದು ಹೇಗೆ? | Ego, Karma & Free Will Explained | Upasana Foundation

ಈ ಸತ್ಯವನ್ನು ತಿಳಿದ ಕ್ಷಣದಿಂದ ನಿಮ್ಮ ಬದುಕೇ ಬದಲಾಗುತ್ತದೆ |Vidwan Brahmanyacharya @Kundantvbhaktiprerane

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଘଟିଲା ବଡ ଚମତ୍କାର.. ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

ಬೇಸರ ಆದರೆ ವಾಸ್ತವ

ಅಯೋಧ್ಯೆ ರಾಮನ ಹುಂಡಿ ಕದ್ದಿದ್ದು ಯಾರು? | News Hour | Ayodhya Ram Temple Donation Row | Suvarna News

କୋଣାର୍କ ଗଣନାଟ୍ୟ ଆଖଡା ପୂଜା ରେ କଣ ଘଟିଲା // daitari panda anchor krishna kumar

ଜଗନ୍ନାଥ ଙ୍କ ଅଚିନ୍ତନୀୟ ଅପାର ମହିମା (235)ଡକ୍ଟର ବିବୁଧରଞ୍ଜନ

ದೇವರಲ್ಲಿ ಏನು ಕೇಳಬೇಕು ಎಂಬುದನ್ನು ತಿಳಿದುಕೊಳ್ಳಬೇಕು |Vidwan Brahmanyacharya @Kundantvbhaktiprerane

'ಯಾವನೋ ಅಯೋಗ್ಯನ ಮಾತು ಕೇಳಿ ರಾಕ್ ಲೈನ್ ಕೊಟ್ಟಿದ್ದ 2 ಕೋಟಿ ರೂಪಾಯಿ ಸೈಟ್ ಕಳ್ಕೊಂಡೆ !'-E27-KV Manjaiah-#param..

କାହା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ରାତି ଅନିଦ୍ରା ରହି ଥିଲେ ।।ଡ଼ଃ.ଶ୍ରୀକାନ୍ତ ପରିଜା ||Dr. Srikanta Parija।।

