ବର୍ଷା ଉଜାଡ଼ିଲା ଚାଷୀଙ୍କ ଭାଗ୍ୟ? Flood Situation in Odisha | Dhamnagar Flood News | Odia News
ବର୍ଷା ଉଜାଡ଼ିଲା ଚାଷୀଙ୍କ ଭାଗ୍ୟ? Flood Situation in Odisha | Dhamnagar Flood News | Odia News The continuous low-pressure rain has triggered the season's first flood-like situation in the Basudevpur and Dhamnagar blocks. With the water levels of Kansabasa, Gamai, Reba, and Kapali rivers rising rapidly, hundreds of acres of agricultural land and paddy nurseries have been completely submerged. Floodwaters are flowing dangerously over the Sudarshanpur-Barandua road in Basudevpur and the Kothar-Asurali main road in Dhamnagar, severely disrupting communication. Several panchayats, including Kothar, Asurali, Gadiaali, Fatepur, and Kashimpur, have been highly affected. Farmers are in deep distress as their crops have been underwater for three consecutive days, raising fears of massive agricultural loss. Watch this ground report to know the complete flood situation in these areas. ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାସୁଦେବପୁର ଏବଂ ଧାମନଗର ବ୍ଲକରେ ଚଳିତ ବର୍ଷର ପ୍ରଥମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କାଂଶବାଶ, ଗମେଇ, ରେବ ଏବଂ କପାଳି ନଦୀର ଜଳସ୍ତର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଫଳରେ ଶହ ଶହ ଏକର ଧାନ ତଳି ଓ ବୁଣାଜମି ଜଳମଗ୍ନ ହୋଇଯାଇଛି। ବାସୁଦେବପୁରର ସୁଦର୍ଶନପୁର-ବରଣ୍ଡୁଆ ରାସ୍ତା ଏବଂ ଧାମନଗରର କୋଠାର-ଅସୁରାଳୀ ମୁଖ୍ୟ ରାସ୍ତା ଉପରେ ବନ୍ୟା ପାଣିର ସୁଅ ଛୁଟୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଧାମନଗରର କୋଠାର, ଅସୁରାଳୀ, ଗଡ଼ିଆଆଳି, ଫତେପୁର ଓ କାଶିମପୁର ପଞ୍ଚାୟତର ବହୁ ଗାଁ ଏବେ ପାଣି ଘେରରେ ରହିଛି। ଲଗାତାର ତିନି ଦିନ ଧରି ଚାଷ ଜମିରେ ପାଣି ଜମି ରହିଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ବନ୍ୟା ପ୍ରଭାବିତ ଅଞ୍ଚଳର ଗ୍ରାଉଣ୍ଡ୍ ଜିରୋ ରିପୋର୍ଟ ଦେଖିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। #OdishaFlood #Basudevpur #Dhamnagar Welcome to News18 Odia, your go-to destination for the latest news and updates from across India and beyond. As one of Odishas premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_SS

ଖବର ଫଟାଫଟ | Khabar Fatafat | Flood News | Rath Yatra | Odisha Rain | War Update । Odia News

Spanien – Argentinien Highlights | Finale, FIFA WM 2026 | sportstudio

ମାଡ଼ିଆସୁଛି ବଡ଼ ବର୍ଷା! Weather News | Rain During Bahuda Yatra! IMD Issues Yellow Alert | Odisha Rain

World Cup Final Spain vs. Argentina Highlights FIFA World Cup 2026 | Sportschau

Village Style CHILLI CHICKEN Recipe // Odia recipe Chilli Chicken & THUNKA PURI Cooking For Children

ରକ୍ତମୁଖା ଇରାନ ଥରହର ଟ୍ରମ୍ପ ! US-Iran War News | Shocking Posters In Tehran ! War Update | N18G

ପୁଣି ଲଘୁଚାପ, ପ୍ରଳୟ ରଚିବ ! Another Low Pressure over Bay of Bengal On July 24 । Odia News

ମୋଦି ଶାହଙ୍କ ନୂଆ ଚାଲ୍! Parliament Monsoon Session 2026 | PM Modi | Rahul Gandhi | Delimitation Bill

ପୁଲିସ ମ୍ୟାଡାମଙ୍କ ଗଞ୍ଜେଇ ବେପାର, ଏଥର ସମ୍ଭାଳ | Odisha Reporter

ରତ୍ନଭଣ୍ଡାରର ରହସ୍ୟ ପୁଣି ଚର୍ଚ୍ଚାରେ ! Jagannath Temple | Ratna Bhandar | Puri | Ratha Yatra 2026

ଅଜବ ଦୃଶ୍ୟ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଳି ବ୍ଳକ କପାଶିରା ଗାଁ ରେ ଦେଖିବାର କେ ମିଲିଛେ ଇ ଅଜବ ଦୃଶ୍ୟ |

ଯୁଦ୍ଧରେ ନର୍ଥ କୋରିଆର ଏଣ୍ଟ୍ରି ! North Korea Kim Jong Un On Middle East War | US Israel Iran War | N18G

9AM Headlines | 14th October 2025 | Odia News | OTV

ସୁଭଦ୍ରା ପରେ ଆସୁଛି ଆଉ ଏକ ଯୋଜନା | BJP Odisha Govt Completes 2 Years | Modi Odisha Visit | N18V

ଖବର ଫଟାଫଟ | Khabar Fatafat | Flood News | Rath Yatra | Odisha Rain | War Update । Odia News

ରୋହୀ ମାଛ ନେଇଗଲା ପୁଅର ଜୀବନ | BHADRAK CASE | @A1odia

ଜଗନ୍ନାଥ ମନ୍ଦିରର ବଡ଼ ରହସ୍ୟ ! What is Brahma Jyoti Diamond? | The Mystery of Jagannath Temple । N18V

BREAKING: US launches 9th night of strikes on Iran

'ମୋ ପୁଅ କାହାକୁ ମାରିଛି, କାହିଁକି ତାକୁ ଆରେଷ୍ଟ କରିଛନ୍ତି..କିଛି ପ୍ରମାଣ ଅଛି କି ?': ଗିରଫ ଯୁବକଙ୍କ ମା'

