ଭିଟାମିନ୍‌ ‘ଡି’ କାହିଁକି ଜରୁରୀ? | Why is Vitamin D Important for Your Health? | Dr Niroj Kumar Mishra

#VitaminD #OdiaHealthTips ଆଜିକାଲି ଛୁଆଙ୍କଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କଠାରେ ଭିଟାମିନ୍‌ ଡି’ର ଅଭାବ ଦେଖାଦେଇଥାଏ। ଭିଟାମିନ୍‌ ଡି ଅଭାବରୁ ମାଂସପେଶୀ ଦୁର୍ବଳ, ହାଡ଼ ଦୁର୍ବଳ, ଥକ୍କାପଣ, ମାନସିକ ଅବସାଦ, କେଶ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଆସନ୍ତୁ, ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ରଙ୍କଠାରୁ ଭିଟାମିନ୍‌ ‘ଡି’ କାହିଁକି ଜରୁରୀ? ଏହାର ଅଭାବରେ କ’ଣ କ’ଣ ସମସ୍ୟା ହୋଇପାରେ ଓ କେଉଁ ଖାଦ୍ୟରୁ ଏହି ଅଭାବକୁ ଦୂର କରିହେବ? ସେ ବିଷୟରେ ଜାଣିବା। ଏହି ଭିଡିଓରେ ରହିଛି, ଭିଟାମିନ୍‌ ‘ଡି’ କାହିଁକି ଜରୁରୀ? (0:00) କେଉଁ ଉପାଦାନରୁ ମିଳିଥାଏ ଭିଟାମିନ୍‌ ‘ଡି’? (3:22) ଭିଟାମିନ୍‌ ଡି ଅଭାବ ହେଲେ କ’ଣ ସମସ୍ୟା ହୋଇଥାଏ? (4:48) ଏହାକୁ ଚିହ୍ନିବା ପାଇଁ ପରୀକ୍ଷା (5:54) ଭିଟାମିନ୍‌ ‘ଡି’ର ଅଭାବ ଦୂର କରିବେ କେମିତି? (7:14) ଏହାର ଜଟିଳତା (11:02) Your body must have vitamin D to absorb calcium and promote bone growth. Vitamin D deficiency can lead to muscle weakness, weak bones, fatigue, depression, and hair loss. What are foods that are high in vitamin D? Can vitamin D deficiency be cured? Let's find out what Dr Niroj Kumar Mishra, a Medicine Specialist, has to say. In this Video, Why is vitamin D essential for your body? in Odia (0:00) What are the best sources of Vitamin D? in Odia (3:22) What is Vitamin D deficiency? in Odia (4:48) How is Vitamin D deficiency identified? in Odia (5:54) How to improve Vitamin D deficiency? in Odia (7:14) Complications of Vitamin D deficiency, in Odia (11:02) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

ଡାଏବେଟିସ୍ (ମଧୁମେହ) କାହିଁକି ହୁଏ? | Diabetes: Are You at Risk? in Odia | Causes | Dr Alok Kanungo
▶︎

ଡାଏବେଟିସ୍ (ମଧୁମେହ) କାହିଁକି ହୁଏ? | Diabetes: Are You at Risk? in Odia | Causes | Dr Alok Kanungo

If Vitamin D is Low What Happens? | Know What to Eat If Vitamin D is Low | Vitamin D Nutrition Facts
▶︎

If Vitamin D is Low What Happens? | Know What to Eat If Vitamin D is Low | Vitamin D Nutrition Facts

ଫ୍ୟାଟି ଲିଭର ସମସ୍ୟା ରେ କେଉଁ ଖାଦ୍ୟ ଖାଇବେ ଓ କେଉଁ ଖାଦ୍ୟ ଖାଇବେ ନାହିଁ@HealthandEducationOdia
▶︎

ଫ୍ୟାଟି ଲିଭର ସମସ୍ୟା ରେ କେଉଁ ଖାଦ୍ୟ ଖାଇବେ ଓ କେଉଁ ଖାଦ୍ୟ ଖାଇବେ ନାହିଁ@HealthandEducationOdia

AJ Styles On Retirement, Gunther, Hall Of Fame, John Cena, One More Match?
▶︎

AJ Styles On Retirement, Gunther, Hall Of Fame, John Cena, One More Match?

ପ୍ରୋଷ୍ଟେଟ୍‌ ବଢ଼ିଯିବା: କାରଣ ଓ ଚିକିତ୍ସା | Prostate Enlargement in Odia | Dr Sumanta Kumar Mishra
▶︎

ପ୍ରୋଷ୍ଟେଟ୍‌ ବଢ଼ିଯିବା: କାରଣ ଓ ଚିକିତ୍ସା | Prostate Enlargement in Odia | Dr Sumanta Kumar Mishra

How to Prevent Ear Infections: Essential Ear Care Tips Everyone Should Know
▶︎

How to Prevent Ear Infections: Essential Ear Care Tips Everyone Should Know

Top Foods to Boost Calcium & Vitamin D Naturally for Strong Bones & Muscles
▶︎

Top Foods to Boost Calcium & Vitamin D Naturally for Strong Bones & Muscles

ଡାଏବେଟିସ୍ ନିୟନ୍ତ୍ରଣ ପାଇଁ ୪ ଫର୍ମୁଲା | Dr Sambit Das on How to Control Diabetes in Odia | 4 Formula
▶︎

ଡାଏବେଟିସ୍ ନିୟନ୍ତ୍ରଣ ପାଇଁ ୪ ଫର୍ମୁଲା | Dr Sambit Das on How to Control Diabetes in Odia | 4 Formula

ଆଣ୍ଠୁ ଗଣ୍ଠି ବିନ୍ଧାର ଭିତିରି କଥା କହିଦେଲେ ଡାକ୍ତର... Podcast With DR Sunil Kumar Dash ।Odia News N18P
▶︎

ଆଣ୍ଠୁ ଗଣ୍ଠି ବିନ୍ଧାର ଭିତିରି କଥା କହିଦେଲେ ଡାକ୍ତର... Podcast With DR Sunil Kumar Dash ।Odia News N18P

ରାତିରେ ଶୋଇବା ପୂର୍ବରୁ ନିଶ୍ଚିତ ଦେଖନ୍ତୁ | Dr. Niroj Mishra Exclusive Interview With Manash Dash | N18P
▶︎

ରାତିରେ ଶୋଇବା ପୂର୍ବରୁ ନିଶ୍ଚିତ ଦେଖନ୍ତୁ | Dr. Niroj Mishra Exclusive Interview With Manash Dash | N18P

ଯଦି ଏହି ଖାଦ୍ୟ ଖାଉନାହାନ୍ତି, ହୁଅନ୍ତୁ ସାବଧାନ | Vitamin D। Dr Amrita Priyambada Sahu | SwasthyaSutra|
▶︎

ଯଦି ଏହି ଖାଦ୍ୟ ଖାଉନାହାନ୍ତି, ହୁଅନ୍ତୁ ସାବଧାନ | Vitamin D। Dr Amrita Priyambada Sahu | SwasthyaSutra|

ଏହି ଭିଟାମିନ ଖାଇଲେ ଆଣ୍ଠୁଗଣ୍ଠି ରୋଗ କେବେ ହେବନାହିଁ || Essential Vitamins || Dr. Rajendra Sahoo
▶︎

ଏହି ଭିଟାମିନ ଖାଇଲେ ଆଣ୍ଠୁଗଣ୍ଠି ରୋଗ କେବେ ହେବନାହିଁ || Essential Vitamins || Dr. Rajendra Sahoo

ସ୍ନାୟବିକ ଦୁର୍ବଳତା ନ୍ୟୁରୋପାଥି - କାହିଁକି ହୁଏ | Neuropathy in Odia | Dr Subhrasnu Sekhar Jena
▶︎

ସ୍ନାୟବିକ ଦୁର୍ବଳତା ନ୍ୟୁରୋପାଥି - କାହିଁକି ହୁଏ | Neuropathy in Odia | Dr Subhrasnu Sekhar Jena

ଶରୀରରେ ଭିଟାମିନ୍ -‘D’ର ଏହାର ଆବଶ୍ୟକତା କ’ଣ, ଜାଣନ୍ତୁ  ।NandighoshaTV
▶︎

ଶରୀରରେ ଭିଟାମିନ୍ -‘D’ର ଏହାର ଆବଶ୍ୟକତା କ’ଣ, ଜାଣନ୍ତୁ ।NandighoshaTV

Vitamin D Deficiency: Real Reasons, Hidden Causes & Simple Treatment Explained!
▶︎

Vitamin D Deficiency: Real Reasons, Hidden Causes & Simple Treatment Explained!

ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? | Dr Manas Ranjan Pradhan on Urinary Tract Infection | Prevent UTI
▶︎

ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? | Dr Manas Ranjan Pradhan on Urinary Tract Infection | Prevent UTI

କେଶ ଝଡ଼ିବା ସମସ୍ୟା - କାରଣ ଓ ନିରାକରଣ | Hair Fall: How to Prevent? in Odia | Dr Manas Ranjan Puhan
▶︎

କେଶ ଝଡ଼ିବା ସମସ୍ୟା - କାରଣ ଓ ନିରାକରଣ | Hair Fall: How to Prevent? in Odia | Dr Manas Ranjan Puhan

ଡାଏବେଟିସ୍‌ ରୋଗୀଙ୍କ ଖାଦ୍ୟ ତାଲିକା | Healthy Diet Plan for Diabetes in Odia | Dr Anmayee Nanda
▶︎

ଡାଏବେଟିସ୍‌ ରୋଗୀଙ୍କ ଖାଦ୍ୟ ତାଲିକା | Healthy Diet Plan for Diabetes in Odia | Dr Anmayee Nanda

କୋଲେଷ୍ଟ୍ରୋଲ: କେମିତି କରିବେ ନିୟନ୍ତ୍ରଣ? | How to Control High Cholesterol? in Odia | Dr Sudhir Patnaik
▶︎

କୋଲେଷ୍ଟ୍ରୋଲ: କେମିତି କରିବେ ନିୟନ୍ତ୍ରଣ? | How to Control High Cholesterol? in Odia | Dr Sudhir Patnaik

10 WEIRDEST Signs of Vitamin D Deficiency
▶︎

10 WEIRDEST Signs of Vitamin D Deficiency