ମହିଳା ଏବଂ ପୁରୁଷଙ୍କ ଯୌନ ସମସ୍ୟା – ଚିକିତ୍ସା | Dr Suvendu Narayan Mishra on Sexual Problems in Odia
#sexualhealth #SexualProblems #DoctorAdvice ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବା ପାଇଁ ଯେମିତି ଖାଦ୍ୟ, ବସ୍ତ୍ର ଓ ବାସଗୃହ ଆବଶ୍ୟକ ସେମିତି ଏକ ସୁସ୍ଥ ଜୀବନ ପାଇଁ ନିଦ୍ରା ଏବଂ ଯୌନ କ୍ରିୟା ଆବଶ୍ୟକ। ଯୌନ କ୍ରିୟା ଦ୍ୱାରା ମଣିଷ ଚିନ୍ତାମୁକ୍ତ ହୋଇଥାଏ, ମନକୁ ଆରାମ ଲାଗେ ଏବଂ ନିଦ୍ରା ମଧ୍ୟ ଭଲ ହୋଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ଯୌନ ସମସ୍ୟା ଦେଖିବାକୁ ମିଳୁଛି। ହେଲେ ଜାଣିବା ଦରକାର କି, ଏହାର ସମାଧାନ ଏବଂ ଚିକିତ୍ସା ସମ୍ଭବ। ତେବେ ଯୌନ ସମସ୍ୟାର କାରଣ କ'ଣ? କେମିତି କରିବେ ଏହାର ଚିକିତ୍ସା? ଏନେଇ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ତଥା ଯୌନରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଯୌନ ସମସ୍ୟା କ'ଣ? (0:00) ଯୌନ ସମସ୍ୟା କାହିଁକି ହୋଇଥାଏ? (1:59) ଯୌନ ସମସ୍ୟାର ପରୀକ୍ଷଣ (3:19) ଯୌନ ସମସ୍ୟାର ଚିକିତ୍ସା (6:30) ଯୌନ ସମସ୍ୟାର ସମାଧାନ ସମ୍ଭବ (8:26) ଅନ୍ଧବିଶ୍ୱାସରୁ ଦୂରେଇ ରହନ୍ତୁ (9:43) Just as everyone needs food, clothing and shelter to survive, they need sleep and sex for a healthy life. Sex relieves anxiety, relaxes the mind, and improves sleep. Nowadays, both men and women have sex problems for a variety of reasons. However, it is important to know that treatment and remedies of sex problem is possible. So what is the cause of sexual problems? How to treat it? Let's find out what Dr Suvendu Narayan Mishra, Neuropsychiatrist and sexologist, has to say. In this video, What are sexual problems? (0:00) Causes of sexual problems? (1:59) Examination of sexual problems (3:19) Treatment of sexual problems (6:30) Sexual problems are curable (8:26) Stay away from superstitions (9:43) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

ପୁରୁଷଙ୍କଠାରେ ଯୌନ ଅକ୍ଷମତା – କାରଣ ଓ ଚିକିତ୍ସା | Dr Biswajit Nanda on Erectile Dysfunction in Odia

ନପୁଂସକତା କାହିଁକି ହୁଏ? | Impotence (Erectile Dysfunction) in Odia | Signs & Treatment | Dr Samrat Kar

ଏଡ୍ସ ସଂକ୍ରମଣ - କେମିତି ରୋକିବା? | Dr Srikant Kumar Dhar on HIV/AIDS in Odia | Causes & Prevention

Test Tube Baby କିପରି ହୁଏ, କେତେ ଟଙ୍କା ଖର୍ଚ୍ଚ ହୁଏ? | PCOD | IVF Treatment | News18 Podcast | N18P

ଯୌନ ସମସ୍ୟା କ'ଣ? ଜାଣନ୍ତୁ କାରଣ ଓ ଚିକିତ୍ସା | Dr Suvendu Narayan Mishra on Sexual dysfunction in Odia

ହାର୍ଟ ସମସ୍ୟା ସହଜରେ ହେବ ନାହିଁ | Prevent Heart Attack - Lifestyle, Food & Treatment | Dr. MP Tripathy

ସମୟରେ ପିରିୟଡସ୍ ନହେବା - ପିସିଓଏସର ଲକ୍ଷଣ | PCOS in Odia | Irregular Periods | Dr Lipika Moharana

ପରିସ୍ରା କରିବା ବେଳେ କାହିଁକି ହେଉଛି ସମସ୍ୟା। Best Treatment for Enlarged Prostate in Odia Dr Subodh Das

ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? | Dr Manas Ranjan Pradhan on Urinary Tract Infection | Prevent UTI

ମହିଳାଙ୍କଠାରେ ହ୍ୱାଇଟ୍ ଡିସ୍ଚାର୍ଜ ସମସ୍ୟା । Dr Alakta Das on White Discharge (Leukorrhea) in Odia

ଆଉ ହେବନି ଗ୍ୟାସ୍ ଚିନ୍ତା || Heath Program || Gastric || Dr Manoj Kumar Sahoo || Odisha Reporter

🔴Prescription Live |ପ୍ରେସକ୍ରିପ୍ସନ : ପିଲା ହେଉନି କରାନ୍ତୁ IVF ଚିକିତ୍ସା | IVF Treatment |Dr Babita Panda

Hello Doctor||ମାନସିକ ରୋଗରୁ କିପରି ପାଇବେ ମୁକ୍ତି || Dr.Samrat Kar (PSYCHIATRIST)|| MBCTv

AROGYAM | ହାର୍ଟଆଟାକରୁ କେମିତି ମିଳିବ ମୁକ୍ତି ? | Heart Attack : Food Vs Medicine | Dr. Manabhanjan Jena

ହାଇଡ୍ରୋସିଲ୍ କାହିଁକି ହୁଏ? । Dr M Siva Rama Krishna on Hydrocele in Odia | Causes & Symptoms

କିଡନୀ ରୋଗ ଥିଲେ ଜାଣନ୍ତୁ କଣ କରିବେ ନାହିଁ ? Right Treatment For Kidney Disease in Odia | Dr Sukanto Das

ଟେଷ୍ଟଟ୍ୟୁବ ବେବି (ଆଇଭିଏଫ୍) – କେମିତି ହୁଏ? | Dr Lipsa Mishra on IVF in Odia | In vitro fertilization

ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ମିଳିବ ମୁକ୍ତି ମିଳିଗଲା ଶେଷ ସମାଧାନ STOP Arthritis Pain | Dr Jyoti Ranjan Parida

କାହିଁକି ହୁଏ ସ୍ତନ କର୍କଟ ? | Utkal Hospital | Surgical Oncology | Dr. Ranjan Kumar Mohanty

