ଜୁଆ ଖେଳରୁ ହାଣି ପକାଇଲେ - ଚର୍ଚ୍ଚାରେ ଜୁବୁଲା ସାର୍ || Berhampur Viral Crime Video ପରେ Encounter || OR
ବ୍ରହ୍ମପୁର ଅମ୍ୱିକା ନଗରରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ମାମଲା। ଭିଡିଓ ଭାଇରଲ୍ ହେବାର ପାଞ୍ଚ ଘଣ୍ଟା ଭିତରେ ଅଭିଯୁକ୍ତକୁ ଏନକାଉଣ୍ଟର୍। ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ ବେଳେ ଏନକାଉଣ୍ଟର୍ କରିଛି ପୋଲିସ। ଅଭିଯୁକ୍ତ ଜଗା ସାହୁର ଦୁଇ ଆଣ୍ଠୁରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ଜଗାକୁ MKCG ମେଡିକାଲରେ ଭର୍ତ୍ତି କରଯାଇଛି। ଗତକାଲି ଖଣ୍ଡାରେ ଆକ୍ରମଣ କରି ଫେରାର ଥିଲା ଅଭିଯୁକ୍ତ ଜଗା। ଗତକାଲି ବଡ଼ ବଜାର ଥାନା ଅମ୍ବିକା ନଗର ଅଞ୍ଚଳରେ ମଙ୍ଗଳା ବେହେରା ନାମକ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ ହୋଇଥିଲା। #CrimeNews_Berhampur #PoliceEncounter_JagaSahu #OdishaCrime #BreakingNews #SwordAttack #PoliceAction #ViralVideo #MKCGMedical #BerhampurEncounter_AmbikaNagar #JagaSahuCase_Odisha #MangalaBeheraAttack_Berhampur #odishareporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter

ଟାହିଆ ରଖି ପାରିଲେନି ଆମ ସେବାୟତ | Odisha Reporter

ମାଳ ମାଳ ପୋଲିସ ହାତରେ ବନ୍ଧୁକ ଧରିଲେ ବ୍ରହ୍ମପୁର ସହର ଭିତରକୁ ମାଡି ଆସିଲେ l GANJAM POLICE l @A1odia

ପ୍ୟାଣ୍ଟ୍ ନ ଖୋଲିଲେ ଛୁରୀ ପୂରାଇଦେବୁ | Odisha Reporter

Special Story: Odisha Lady IIC Sandhyarani Jena Suspended Over Custodial Assault Allegations

ବୀଚ ରାସ୍ତାରେ ଯୁବକ ସହ ଏମିତି କଲାବେଳେ ଦେଖୁଥିଲେ ଲୋକେ ଏନକାଉଣ୍ଟର କଲା ପୋଲିସ l GANJAM CRIME NEWS l @A1odia

ଅପରାଧୀଙ୍କୁ ଚେତାବନୀ,ମାଡ଼ି ଆସିଲେ ପୁଳା ପୁଳା ପୋଲିସ୍ |Berhampur Police in Action |Criminals Under Scanner

ବ୍ରହ୍ମପୁରରେ ପୁଣି ମଣିଷକୁ କୁକୁଡ଼ା ଛେଳି ଭଳି ହାଣିଲେ || Berhampur Crime || Odisha Reporter

ଇଞ୍ଜିନିୟର ସ୍ତ୍ରୀର ପୋଲ୍ ଖୋଲିଦେଲା ସିସିଟିଭି | Odisha Reporter

Jibana Do Chhakire Ashara Alok: Ep 514 16 May 2026 | Why were you calling me a bride?

ପୋଲିସର_ଦବଙ୍ଗଗିରି : ଜଣେ ଦିବ୍ୟାଙ୍ଗଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ || Ganjam Police ||Odisha Reporter

ସୁପାରି ସାମ୍ବାଦିକ.... କାହା ପାଇଁ ଲାଗିଲା ଏ କଳଙ୍କ ? | Odisha Reporter

୧୫ଦିନ ଓମକୁ ଲକ୍ଅପରେ ରଖିଲେ ବାନ୍ତି କରିବ ସତ ବାହାରିବ || 15days in lockup, and Om will spill everything ||

ପାଗଳ କଲା ପ୍ରେମ..ଗାଡ଼ି ଚଢେଇକି ମାରିଦେଲା | Bhubaneswar Hit And Run Case | Odisha Reporter

Hindu Terror Origin, 26/11 Attacks, Ishrat Jahan Case, Malegaon Blast, Beant Singh| RVS Mani |EP-431

ଦେଖନ୍ତୁ ବ୍ରହ୍ମପୁରର ସେହି ରାତିର ଛାତି ଥରା ଭିଡିଓ | BERHAMPUR NEWS | @A1odia

ସମ୍ଭାଳିପାରୁନି ବ୍ରହ୍ମପୁରପୋଲିସ ପୁଣି ଅଶାନ୍ତ ବ୍ରହ୍ମପୁର ଜେଲ୍ ଫେରନ୍ତାକୁ ଗୋଡ଼ାଇ ହାଣିଲେ ଦୁର୍ଭୁତ l

ଡ୍ରାମା କରନି...ଏବେ ସବୁ ଖେଳ ଶେଷ! CM Office | Odishapolitics

ଏ ବ୍ରିଜ୍ରେ ଆଉ ଗଡ଼ିବନି ଭାରିଯାନ | Odisha Reporter

ଏବେବି ନ୍ୟାୟ ପାଇଁ ବସିଛନ୍ତି ଚାମେଲି | Odisha Reporter

