ରାଜଧାନୀରେ କୁଖ୍ୟାତ ଅପରାଧୀ ବରୁଣ ରାଓ ଘର ,ଭାଙ୍ଗିଲା କମିଶନରେଟ ପୋଲିସ Police Demolish Illegal House in Bbsr
ରାଜଧାନୀରେ କୁଖ୍ୟାତ ଅପରାଧୀ ବରୁଣ ରାଓ ଘର ,ଭାଙ୍ଗିଲା କମିଶନରେଟ ପୋଲିସ ! ରାଜଧାନୀ ରେ ଅପରାଧୀ ର ଘର କୁ ମାଟିରେ ମିଶାଇଛି କମିଶନରେଟ ପୁଲିସ। ପୋଲିସ ର ନିଦ ହଜାଇଦେଇଥିବା କୁଖ୍ୟାତ ଅପରାଧୀ ବରୁଣ ରାଓ ର ଘର କୁ ଭାଙ୍ଗିଛି ଖାରବେଳ ନଗର ଥାନା ପୋଲିସ। ବରୁଣ ରାଓ ଜଣେ କୁଖ୍ୟାତ ପେସାଦାର ଅପରାଧୀ ଯାହା ନାଁରେ 10 ରୁ ଅଧିକ ମାମଲା ବିଭିନ୍ନ ଥାନାରେ ରହିଛି। ଏକ ଆକ୍ରମଣ ଘଟଣା ରେ 6 ମାସ ହେବ ଫେରାର ଅଛି। ତେଣୁ ଆଜି ଖାରବେଳନଗର ଥାନା ଅନ୍ତର୍ଗତ ତାରିଣୀ ବସ୍ତି ରେ ଥିବା ତା ଘରକୁ ମାଟିରେ ମିଶାଇଛି ପୋଲିସ। Police Demolish Illegal House in Bhubaneswar #Bhubaneswar #DemolitionDrive #OdishaPolice #EncroachmentRemoval #IllegalConstruction #BMC #BDA #GovernmentLand #OdishaNews #BulldozerAction #UrbanDevelopment #CivicAdministration Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

Morning News @ 8 AM || 15th July 2026 || ଓଡ଼ିଆ ସମାଚାର

Frankreich – Spanien Highlights | Halbfinale, FIFA WM 2026 | sportstudio

Mercedes accident in Bhubaneswar: What Did Soumya Ranjan Rath Say Before Going to Jail?

Why Odisha Still Eats These Ancient Soups Every Monsoon

Exclusive Interview with Pramila Mallick || Big Remarks on BJD, Naveen Patnaik & Odisha Politics

S. Janaki Passes Away | Sandalwood Condolence | ಎಸ್.ಜಾನಕಿ ಕೊಡುಗೆ ನೆನೆದ ಗಣ್ಯಾತಿಗಣ್ಯರು

ଖୁଡ଼ିକୁ ପ୍ରେମ କରି ଫସିଲା ପୁତୁରା! ଦାଦା ଆଇସିୟୁରେ, ଥାନା ଘେରାଉ | Knews Odisha

Ethanol से Mileage कम? गाड़ियों का Engine खराब? | Nitin Gadkari EXCLUSIVE |ABPLIVE

Rok Thok | BIG EXPOSE ସୌମ୍ୟ ହତ୍ୟା ଫସିଯିବେ କି ADG ! | Soumya Murder Case | WhatsApp Chat | Argus News

Kolkata Airport Mosque Namaz Halted | Safety Measure Vs Politics Debate Erupts | India Upfront

ପ୍ରେମରୁ କଣ ମିଳିବ ? ଅଞ୍ଜନ୍ ମାର ଏବେ ଆଉ କେହି ନାହାନ୍ତି। Anjan attacked by friends Lover in Bhubaneswar.

ଭୋଟ୍ ପରେ ନେତା ମନ୍ତ୍ରୀଙ୍କ ଦେଖା ନାହିଁ, ଆମେ ବର୍ଷା ପାଣିରେ ଯାଉଛୁ l waterlogging in Jagatsinghpur

ପୋଲିସ ପୋଷାକ ପିନ୍ଧି ମାଗୁଥିଲେ ବଟି ଅସଲି ପୋଲିସ ଆସିବାରୁ ...... ll FOCUS PLUS ||

Who Killed the OMC-OHPC Power Plant for Vedanta? | Nirbhay Gumar Katha

ଆଖି ଆଗରେ ମାକୁ ହରେଇ ନିଜ ଦୁଃଖ କାହାଣୀ ବଖାଣିଲା ଝିଅ l CUTTACK DOUGHTER l @A1odia

🚨 Schock-Zahlen: Jeder sechste deutsche Arbeitslose wurde eingebürgert I NIUS Live am 15.07.2026

SUDHANSHU@8 : ରାଜଧାନୀରେ ମାତିଛନ୍ତି ଷ୍ଟଲୱାର୍ଟର ଗୁଣ୍ଡା ll FOCUS PLUS ||

6AM Early Morning Breakfast - 4 Roti Matar Curry & Aloo Dum Only ₹30/- @IndianFoodExplorer

ଦୋଷ କରି AC ରୁମରେ ମଉଜ କରୁଛି ବାନ୍ଧବୀ,ଜେଲରେ ପୋଲିସକୁ ଏମିତି ଡିମାଣ୍ଡ କରିଚାଲିଛି ସୌମ୍ୟ !Shastri Nagar case

