ଯୁଗ ଯୁଗ ଧରି ଶ୍ରୀମନ୍ଦିର ସୁରକ୍ଷାରେ ପ୍ରତିହାରୀ | Jibana Jagannath Podcast | Ep - 6 | Raghunath Gochhikar

ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଏବଂ ଶତାବ୍ଦୀ ଶତାବ୍ଦୀ ଧରି ମହାପ୍ରଭୁଙ୍କ ସେବାରେ ନିୟୋଜିତ ପ୍ରତିହାରୀ ନିଯୋଗର ଅକୁହା ଇତିହାସକୁ ନେଇ ଆସୁଛି ଆମ ସ୍ୱତନ୍ତ୍ର ପୋଡକାଷ୍ଟ "ଜୀବନ ଜଗନ୍ନାଥ" (Jibana Jagannath) ର ଏକ ସ୍ୱତନ୍ତ୍ର ଅଧ୍ୟାୟ। ଏହି ଶନିବାର ଆମ ସହ ସ୍ୱତନ୍ତ୍ର ଅତିଥି ଭାବେ ଯୋଡ଼ି ହେଉଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ପ୍ରତିହାରୀ ସେବକ ରଘୁନାଥ ଗୋଛିକାର। ✨ ଆଲୋଚନାର ମୁଖ୍ୟ ବିଷୟ: "ଯୁଗ ଯୁଗ ଧରି ଶ୍ରୀମନ୍ଦିର ସୁରକ୍ଷାରେ ପ୍ରତିହାରୀ" 🎙️ ଉପସ୍ଥାପନା (Host): ମଧୁସୂଦନ ମିଶ୍ର (Madhusudan Mishra) 👤 ଅତିଥି: ବରିଷ୍ଠ ପ୍ରତିହାରୀ ସେବକ ରଘୁନାଥ ଗୋଛିକାର (Raghunath Gochhikar) ⏰ ଦେଖିବାକୁ ଭୁଲିବେନି ଆସନ୍ତାକାଲି (ଶନିବାର) ସକାଳ ୯:୦୦ ଟାରେ ଏବଂ ରାତି ୯:୦୦ ଟାରେ। କେବଳ ଶ୍ରୀଜଗନ୍ନାଥ ଧାମ ଟିଭି ଏବଂ ଶ୍ରୀଜଗନ୍ନାଥ ଧାମ YouTube ଚ୍ୟାନେଲ୍‌ରେ | ⏰ Don't forget to watch Tomorrow (Saturday) Morning at 9:00 AM & Night at 9:30 PM. Exclusively on Shree Jagannath Dham TV and Shree Jagannath Dham YouTube Channel. #JibanaJagannath #TempleHistory #PuriGuardians #SevayatsOfPuri #PratihariSevayat #PratihariNijog #Podcast #JibanaJagannathPodcast #RaghunathGochhikar #MadhusudanMishra #JagannathPuri #Jagannath #LordJagannath #PuriJagannathTemple #OdiaPodcast #OdiaTalkShow #OdiaInterview #ShreeJagannathDham "ଶ୍ରୀଜଗନ୍ନାଥ ଧାମ" ଚାନେଲରେ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ଦ୍ୱାରଫିଟା, ପ୍ରାତଃ ଆଳତି, ପତାକାଲାଗି, ସନ୍ଧ୍ୟା ଆଳତି ସହିତ ପ୍ରତ୍ୟେକ ଦିନର ନୀତିକାନ୍ତି ଓ ପର୍ବପର୍ବାଣୀର ସିଧାପ୍ରସାରଣ ସକାଳ ୫ଟା ଏବଂ ଅପରାହ୍ନ ୪ଟା ରେ ଦେଖି ପାରିବେ | 👉 Subscribe to our channel to never miss the daily live darshan and divine rituals from Shree Jagannath Dham.. ► ପ୍ରତ୍ୟେକ ଦିନ ଜଗନ୍ନାଥ ଧାମରୁ ସିଧାପ୍ରସାରଣ ଦେଖିବା ପାଇଁ : -    / @shreejagannathdham1   ► Follow Our Page on Facebook :-   / profile.php   ► Follow us on Instagram :-   / shreejagannathdham1   On the “Shree Jagannath Dham” channel, you can watch daily live streaming of Lord Jagannath’s sacred rituals, including Dwara Phita, Mangal Alati, Pataka Lagi, Sandhya Alati, and Everyday temple Niti-Kanti (temple rituals) along with special festivals and celebrations. 📌 Live streaming timings: 🕔 Morning – 5:00 AM 🕓 Evening – 4:00 PM ► To watch daily live streaming from Shree Jagannath Dham, subscribe here: 👉    / @shreejagannathdham1   ► Follow us on Facebook: 👉   / profile.php   ► Follow us on Instagram: 👉   / shreejagannathdham1   Experience the divine blessings of Mahaprabhu Shree Jagannath from anywhere in the world..🙏

ଗର୍ଭଗୃହର ଭିତିରି କଥା ll EP- 27 ll Podcast with Harekrusna singhari || Kalinga TV
▶︎

ଗର୍ଭଗୃହର ଭିତିରି କଥା ll EP- 27 ll Podcast with Harekrusna singhari || Kalinga TV

ଶ୍ରୀମନ୍ଦିରର ପୂଜାପଣ୍ଡା ସେବା ଓ କିଛି ଅଜଣା ରହସ୍ୟ | Bhagyare Sebayata | Madhaba Chandra Pujapanda
▶︎

ଶ୍ରୀମନ୍ଦିରର ପୂଜାପଣ୍ଡା ସେବା ଓ କିଛି ଅଜଣା ରହସ୍ୟ | Bhagyare Sebayata | Madhaba Chandra Pujapanda

BALIRA DWARE DWARAPALA BISHNU RAKHI BANDHILE BALI NKU MA LAXMI
▶︎

BALIRA DWARE DWARAPALA BISHNU RAKHI BANDHILE BALI NKU MA LAXMI

🔥 ಭಾವಿ ಪ್ರಾಣರ ಕೃತಿಗಳಲ್ಲಿ ಪ್ರಾಣ ತತ್ವ | ಎಲ್ಲರೂ ತಿಳಿಯಲೇಬೇಕಾದ ಅಪೂರ್ವ ರಹಸ್ಯ! #brahmanyachar #pravachana
▶︎

🔥 ಭಾವಿ ಪ್ರಾಣರ ಕೃತಿಗಳಲ್ಲಿ ಪ್ರಾಣ ತತ್ವ | ಎಲ್ಲರೂ ತಿಳಿಯಲೇಬೇಕಾದ ಅಪೂರ್ವ ರಹಸ್ಯ! #brahmanyachar #pravachana

କାହିଁକି ମହାପ୍ରଭୁଙ୍କୁ ଲଗାଯାଏ ଫୁଲୁରୀ ତେଲ..? | Phuluri Tela Mystery | Anasara Niti | S Jagannath Dham
▶︎

କାହିଁକି ମହାପ୍ରଭୁଙ୍କୁ ଲଗାଯାଏ ଫୁଲୁରୀ ତେଲ..? | Phuluri Tela Mystery | Anasara Niti | S Jagannath Dham

Gajapati Maharaj Shares His First Chhera Pahanra Experience | EP 20 | Podcast With Gajapati Maharaj
▶︎

Gajapati Maharaj Shares His First Chhera Pahanra Experience | EP 20 | Podcast With Gajapati Maharaj

ହରିହର ମହାପାତ୍ରଙ୍କୁ ଷ୍ଟୁଡ଼ିଓରେ ଚ୍ୟାଲେଞ୍ଜ ଦେଲେ ମନୋଜ ମିଶ୍ର… | Manoj Mishra's Explosive Reaction |
▶︎

ହରିହର ମହାପାତ୍ରଙ୍କୁ ଷ୍ଟୁଡ଼ିଓରେ ଚ୍ୟାଲେଞ୍ଜ ଦେଲେ ମନୋଜ ମିଶ୍ର… | Manoj Mishra's Explosive Reaction |

ଜଗନ୍ନାଥ ‍‌‌ଙ୍କ କାହାଣୀ  || ପ୍ରବଚନ || Jagannath story #story #video #jagannath
▶︎

ଜଗନ୍ନାଥ ‍‌‌ଙ୍କ କାହାଣୀ || ପ୍ରବଚନ || Jagannath story #story #video #jagannath

ଗୀତା ଶୁଣନ୍ତୁ 🙏🏻। ମନକୁ ଶାନ୍ତି ଆପେ ଆପେ ମିଳିବ । Geeta Saar। Shree Krishna motivation।#krishnamotivation
▶︎

ଗୀତା ଶୁଣନ୍ତୁ 🙏🏻। ମନକୁ ଶାନ୍ତି ଆପେ ଆପେ ମିଳିବ । Geeta Saar। Shree Krishna motivation।#krishnamotivation

Super Exclusive! Why Indresh from Vrindavan Feels Deeply Connected to Lord Jagannath In Puri
▶︎

Super Exclusive! Why Indresh from Vrindavan Feels Deeply Connected to Lord Jagannath In Puri

"ଶାଗ ବିକାଳି କି ଆଳୁ ବେପାରୀ ବୁଝିପାରିବେନି ଆପଣଙ୍କ ମୂଲ୍ୟ".... | EP - 47 | Asantu Gapa Suniba
▶︎

"ଶାଗ ବିକାଳି କି ଆଳୁ ବେପାରୀ ବୁଝିପାରିବେନି ଆପଣଙ୍କ ମୂଲ୍ୟ".... | EP - 47 | Asantu Gapa Suniba

ଶ୍ରୀମନ୍ଦିରର ୩ ବଡ଼ ରହସ୍ୟ ll EP- 18 ll Podcast with Pandit Suryanarayan Rathashrma | Kalinga TV
▶︎

ଶ୍ରୀମନ୍ଦିରର ୩ ବଡ଼ ରହସ୍ୟ ll EP- 18 ll Podcast with Pandit Suryanarayan Rathashrma | Kalinga TV

Jagannath puri | When Lord Jagannath Desires, Destiny Changes | Safala-Odia podcast | EP-4
▶︎

Jagannath puri | When Lord Jagannath Desires, Destiny Changes | Safala-Odia podcast | EP-4

ନିଜ ଆଖିରେ ମୁଁ ମହାପ୍ରଭୁଙ୍କୁ ଦେଖିଛି, ଶୁଣନ୍ତୁ ବିଦ୍ୟାପତି ନବକିଶୋର ପତିମାହାପାତ୍ରଙ୍କ ମନର କଥା
▶︎

ନିଜ ଆଖିରେ ମୁଁ ମହାପ୍ରଭୁଙ୍କୁ ଦେଖିଛି, ଶୁଣନ୍ତୁ ବିଦ୍ୟାପତି ନବକିଶୋର ପତିମାହାପାତ୍ରଙ୍କ ମନର କଥା

ଶ୍ରୀ ମନ୍ଦିରରେ ଘଟେ ରହସ୍ୟମୟ ଘଟଣା ll EP- 26 ll Podcast with Ramachandra dasmohapatra || Kalinga TV
▶︎

ଶ୍ରୀ ମନ୍ଦିରରେ ଘଟେ ରହସ୍ୟମୟ ଘଟଣା ll EP- 26 ll Podcast with Ramachandra dasmohapatra || Kalinga TV

ଶାସ୍ତ୍ରରେ ଅଦିନିଆ ରଥ ବିଷୟରେ କ'ଣ କୁହାଯାଇଛି? Praneswar Krishna Das
▶︎

ଶାସ୍ତ୍ରରେ ଅଦିନିଆ ରଥ ବିଷୟରେ କ'ଣ କୁହାଯାଇଛି? Praneswar Krishna Das

'ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର'... ସେଦିନର ଟପ୍ ହିରୋଇନ୍... | EP-165 | Podcast With Tripura Mishra
▶︎

'ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର'... ସେଦିନର ଟପ୍ ହିରୋଇନ୍... | EP-165 | Podcast With Tripura Mishra

ବୃନ୍ଦାବନ ଗଲେ କେତେ ଖର୍ଚ୍ଚ ହୁଏ ? 🙏
▶︎

ବୃନ୍ଦାବନ ଗଲେ କେତେ ଖର୍ଚ୍ଚ ହୁଏ ? 🙏

ଭାଙ୍ଗୁଛି ପରିବାର❗ ସରିଛି କି ଆଦର❓|| Baba Balia ji Maharaj || #jagannath #bababalia
▶︎

ଭାଙ୍ଗୁଛି ପରିବାର❗ ସରିଛି କି ଆଦର❓|| Baba Balia ji Maharaj || #jagannath #bababalia

କେବେ ଖୋଲିବ ମହାପ୍ରଭୁଙ୍କ ପଞ୍ଚମ ଦ୍ୱାର ? | News7 Podcast with Sevayat Nabakishore Patimohapatra
▶︎

କେବେ ଖୋଲିବ ମହାପ୍ରଭୁଙ୍କ ପଞ୍ଚମ ଦ୍ୱାର ? | News7 Podcast with Sevayat Nabakishore Patimohapatra