HE MANGALA MAYA (ହେ ମଙ୍ଗଳମୟ )ORIGINAL KARAOKE //HUMANE SAGAR
HUMANE SAGAR'S ହେ ମଙ୍ଗଳମୟ ଯୀଶୁ ରାଜନ ତୁମେ ଅନାଦି ଈଶ୍ବର ସତ୍ୟ ସନାତନ ତୁମ ଆରାଧନା କରିବାକୁ ଏଇ ମନ ମୋର ନୀତି ଜାଗୁ ତୁମରି ସ୍ତୁତି କରିବା ପାଇଁ ରହୁ ମୋ ପ୍ରାଣ ବାୟୁ ହେ ମଙ୍ଗଳ ମୟ ଯୀଶୁ ରାଜନ... 1-ଜିହବାଜିରୀ ଈଶ୍ୱର ଆହେ ପ୍ରଭୁ କୃପାମୟ ଧନ୍ୟହେଉ ଏ ଛାର ଜୀବନ ଗାଈ ତୁମ ଜୟଗାନ ତୁମେ ସ୍ୱୟଂମ୍ଭୁ ଈଶ୍ୱର ସ୍ଵଗୌରବେ ପରିପୂର୍ଣ୍ଣ ଭକତି ଭରେ ତୁମ ଚରଣେ ବିତିଯାଉ ମୋ ଜୀବନ ନେବଲ ଝଙ୍କାରେ ଉଚ୍ଚ କରତାଳେ ଗାଉଥିବି ତୁମ ନାମ ବୀଣା ର ତାନରେ ସୁମଧୁର ସ୍ଵରେ ଭଜୁଥିବି ନୀତି ଦିନ ହେ ମଙ୍ଗଳ ମୟ ଯୀଶୁ ରାଜନ ତୁମେ ଅନାଦି ଈଶ୍ବର ସତ୍ୟ ସନାତନ 2-କାଲବରୀ ଚୂଳେ ହେଲ ବଳୀକୃତ ହେ ଯୀଶୁ ପ୍ରେମମୟ କ୍ଷମାକଲ ପ୍ରଭୁ ପାପ ଯେତେ ମୋର ହେ ଯୀଶୁ ଦୟାମୟ ହ...କଳୁଷ ଅନ୍ତରେ ଅନୁତାପ ନୀରେ ଆସିଛି ଦୁଆରେ ତୁମ ପବିତ୍ର ରକତେ ଧୋଇଦେଇ ପ୍ରଭୁ ଶୁଚି କର ମୋ ଜୀବନ ଅନ୍ତରେ ମୋହର ଭରିଦିଅ ଆଜି ପବିତ୍ର ଆତ୍ମାଙ୍କ ଦାନ ଉଛୁଳି ଉଠୁ ଏ ମରୁ ଜୀବନ ପାଇ ତୁମ ଦରଶନ ହେ ମଙ୍ଗଳମୟ ଯୀଶୁ ରାଜନ ତୁମେ ଅନାଦି ଈଶ୍ବର ସତ୍ୟ ସନାତନ ତୁମ ଆରାଧନା କରିବାକୁ ଏଇ ମନ ମୋର ନୀତି ଜାଗୁ ତୁମରି ସ୍ତୁତି କରିବା ପାଇଁ ରହୁ ମୋ ପ୍ରାଣ ବାୟୁ ହେ ମଙ୍ଗଳ ମୟ ଯୀଶୁ ରାଜନ... #newchristiandevotionalsong #newchristiandevotionalsong

HE MANGALAMAYA ||ହେ ମଙ୍ଗଳମୟ ||HUMANE SAGAR ||NITESH KUMAR| STUDIO VERSION| #newodiachristiansong

Kete Bhala Mora Prabhu Jisu He | କେତେଭଲ ମୋର ପ୍ରଭୁ ଯୀଶୁ ହେ | New Odia Christian Song | Ai Cover Song

ଦିନେ ସନ୍ଧ୍ୟା ନଇ ଆସିବ।।Dine Sandhya nai asiba।।Human Sagar।।Salem Lima।।Bapi Samal।।

କାହିଁ ପାଗଳ ପରି ବୁଲୁଛୁ LyricsTrack Song || Kahi Pagala Pari Buluchu Karaoke Track Song || Cristian

He Abrahamanka Iswara | ହେ ଅବ୍ରାହମଙ୍କ ଈଶ୍ଵର | Odia Christian Worship Cover Song | Rupesh Kumar Nayak

SANJA SAKALE KARAOKE TRACK ||AMIT PANI TRACK || odia Christian devotional song

HE MORA MANA NEW CHRISTIAN SONG 2023 II HUMAN SAGAR II KORAOKE WITH LYRICS II

Prabhu He Asichhu - Human Sagar Christian Song | Original Karaoke Track | Lebiya Music

Achhi Dine Marana Lyrics Track Song || Achhi Dine Marana Human Sagar New Karaoke Song

Humane Sagar song Hallelujah Pade Sun Original Karaoke Track - Christian Gallery

Prathana suna | ପ୍ରାଥନା ଶୁଣ | New Odia Christian song | Karaoke | 2025

HE PARAMA ESWARA || ହେ ପରମ ଈଶ୍ଵର || HUMANE SAGAR || NEW ODIA CHRISTIAN SONG 2021 || AMIT BADANAYAK

Mo Pain Kahiki (Karaoke & Lyrics) | Odia Jesus Song

Humane Sagar's first Christian Koraputia Song || HALLELUJAH PADE SUN ହାଲ୍ଲେଲୁୟା ପଦେ ଶୁନ୍|| 2024-25

JISHUR LAGI TUI BANCHITHA || NEW SAMBALPURI CHRISTIAN SONG 2025 || HUMAN SAGAR

KEMTI BHULIBI SE PREMA (କେମିତି ଭୁଲିବି ସେ ପ୍ରେମ) | OFFCIAL STUDIO VERSION | HUMANE SAGAR | S.D MUSIC|

କେତେବେଳେ ଚାଲିଯିବ ଜୀବନ Lyrics Track Song || Human Sagar Lyrics Track Song || Human Sagar Karaoke Song

Tumari Rajya Asu 4K | ତୁମରି ରାଜ୍ୟ ଆସୁ | The Worship Language | Odia Worship Cover Song

MANA NACHERE //New Odia Christian Dance Video ✝️ Humane Sagar//Sanjib Bishoyi@timatmajhicreation

