ଛୋଟ ପିଲା ନେଇ ପୁରୀ ଆସୁଥିଲେ ସାବଧାନ 😢 | ଶ୍ରୀମନ୍ଦିରରେ ହଜିଗଲା ଛୋଟ ପିଲା | Emotional Story | Puri Vlog
ଜୟ ଜଗନ୍ନାଥ 🙏 ଆଜିର ଭିଡିଓରେ ମୁଁ ପୁରୀ ଶ୍ରୀମନ୍ଦିରରେ ଘଟିଥିବା ଏକ ସତ୍ୟ ଘଟଣା ଆପଣମାନଙ୍କ ସହିତ ସେୟାର କରିଛି। ଏ ଭିଡ଼ିଓ ରେ କାହାକୁ ଭୟଭିତ କରିବା ଉଦେଶ୍ୟ ରେ ନୁହେଁ , କେବଳ ସମାଜ କୁ ଏକ ବାର୍ତ୍ତା ଦେବା ଉଦେଶ୍ୟ ରେ କରାଯାଇଛି | ରାତି ସମୟରେ ଶ୍ରୀମନ୍ଦିର ପରିସର ନିକଟରେ ଗୋଟିଏ ଛୋଟ ପିଲା ତାଙ୍କ ପରିବାରଠାରୁ ଅଲଗା ହୋଇଯାଇଥିଲା। ସେ କାନ୍ଦି କାନ୍ଦି "ମମି... ମମି..." ବୋଲି ଡାକୁଥିଲା। ପରେ ପୋଲିସ ଭାଇମାନଙ୍କ ସହଯୋଗରେ ତାଙ୍କ ପରିବାରକୁ ଖୋଜି ବାହାର କରାଗଲା ଏବଂ ମାଆ-ପୁଅର ମିଳନର ସେହି ମୁହୂର୍ତ୍ତ ବହୁତ ଭାବପ୍ରବଣ ଥିଲା। ଏହି ଭିଡିଓର ଉଦ୍ଦେଶ୍ୟ କେବଳ ସଚେତନତା ସୃଷ୍ଟି କରିବା। ଯଦି ଆପଣ ଛୋଟ ପିଲାମାନଙ୍କୁ ନେଇ ପୁରୀ କିମ୍ବା ଯେକୌଣସି ଭିଡ଼ ସ୍ଥାନକୁ ଯାଉଛନ୍ତି, ଦୟାକରି ସେମାନଙ୍କ ଉପରେ ବିଶେଷ ଧ୍ୟାନ ରଖନ୍ତୁ। ✅ ପିଲାଙ୍କୁ ମୋବାଇଲ୍ ନମ୍ବର ମନେ ରଖିବାକୁ ଶିଖାନ୍ତୁ ✅ ଭିଡ଼ ଜାଗାରେ ସେମାନଙ୍କ ହାତ ଛାଡନ୍ତୁ ନାହିଁ ✅ ଆବଶ୍ୟକ ହେଲେ ପରିଚୟ ପତ୍ର କିମ୍ବା ଫୋନ୍ ନମ୍ବର ଥିବା କାର୍ଡ ଦିଅନ୍ତୁ ଭିଡିଓଟି ଭଲ ଲାଗିଥିଲେ Like, Share ଏବଂ Subscribe କରିବାକୁ ଭୁଲିବେ ନାହିଁ। . . . . . #explore #puri #jagannathtemple #purivlog #Odiavlog #jayjagannath #lostchild #awarnessvideo #puritemple #odiayoutuber #emotionalstory #srimandira #puridarshan #jagannathculture #odiastory #templevlog #ownvoice #creator #trending

ପୁରୀ ମନ୍ଦିରରେ ବଙ୍ଗାଳୀ ଦିଅରଙ୍କୁ ଧରିପକାଇଲେ ଭାଉଜ | Puri Jagannath Temple | Srimandir | Maidan Re Bhauja

ବିଧାୟକମାନେ ଦେଖ , ଏବେ ଟିକିଏ ଶିଖ || MLA Sanjali Murmu Donates Her Own Salary for Patients || OR

ସତ ହେବ କି ମାଳିକା ବଚନ ? Malika Bachana | Baba Dibakar Dash Podcast | Exclusive Podcast | Odia News

କେବେ ଖୋଲିବ ମହାପ୍ରଭୁଙ୍କ ପଞ୍ଚମ ଦ୍ୱାର ? | News7 Podcast with Sevayat Nabakishore Patimohapatra

ଶ୍ରୀମନ୍ଦିରର ୩ ବଡ଼ ରହସ୍ୟ ll EP- 18 ll Podcast with Pandit Suryanarayan Rathashrma | Kalinga TV

ମନ୍ତ୍ରୀ ଅଫିସରଙ୍କ କାତ ନାହିଁ | The Quiver

ବଡ଼ଦାଣ୍ଡରେ ଭିକ ମାଗୁଥିବା ବୁଢ଼ୀର କାହାଣୀ | Jagannatha Pancharatra | Dr. Ashutosh Mishra | Sidharth Utsav

ଚାମେଲିଙ୍କ ଚାରିପଟେ କ୍ୟାମେରା କାହିଁକି ? Sarpanch Chameli Ojha case | Chameli arrest | Kendrapara News

ଟେନସନ ଫ୍ରି ପାଇଁ ବେଦର ଉପାୟ | ଭାବ ବନ୍ଧନ | BHABA BANDHANA

Why Did Lord Krishna Prevent Radha from Visiting Puri? Jagannath Tradition Explained

ଜଗାରେ ଗୋଡ଼ି ବାନ୍ଧିଲି ପୁଅ ଭଲ ପଢ଼ିଲେ ଫିଟେଇବି | Jagannath Mahima | Shakti Shankar Mishra

ଫୁଲ୍ ସମ୍ପୁର୍ଣ୍ଣ ପ୍ରବଚନ..ସଂସାର ନିୟମ କଥା।।ପ୍ରବଚକ:ପଣ୍ଡିତ ବିରେନ୍ଦ୍ର ପଣ୍ଡା||Odia Pravachan,odia Sanskruti

Day_199 // Finally କୈଳାସ ପର୍ବତ ର ଦର୍ଶନ ହୋଇଗଲା // Odisha to Panch Kailash Yatra // @devvlog006

ହଳଦୀ ଖେଳରେ ବରପାଲି ଉତ୍ସବ ମୁଖର / ବରପାଲି ଶୀତଳଷଷ୍ଠୀ 2026 #bargarh #sitalsasthi #barpali #sivparvati

DASHAVATARA - 10 Powerful Vishnu Avatars & Their Hidden Meanings | Vinay Varanasi on TRS

1st time Sia Odisha ଆଇ ଘରେ ପହଞ୍ଚିଗଲା☺️

Kohinoor ହୀରା ମହା ପ୍ରଭୁ ଜଗନ୍ନାଥଙ୍କ; ଭାରତକୁ ଫେରାଇ ଆଣିବା ପାଇଁ ଲଢେଇ ଆରମ୍ଭ Priyadarshan Patnaik

سیوٹزرلینڈ کی جنت میں دوزخ کا سماں: حور لنگور اور طوفان بدتمیزی؟ آگے کیا ہوگا؟

ପୁରୀ ଗଜପତି ପାଣ୍ଡିଆନର ଗୁମାସ୍ତା ହୋଇ ବୁଲେଇଲେ, ସୁରେଶ ମହାପାତ୍ର ପାଇଁ ଜଗନ୍ନାଥ ମନ୍ଦିର ବର୍ବାଦ ହୋଇଯାଇଛି l

