କିଡ୍ନି ଫେଲ୍ୟୁୟର: ଚିକିତ୍ସା କେମିତି ହୁଏ?| Kidney Failure: How to Treat? Odia | Dr Sumanta Kumar Mishra
#KidneyFailure #KidneyTransplant #OdiaHealthTips ଆମ ଶରୀରରେ କିଡନୀ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶରୀରରେ ଏହା ଫିଲଟର ଭଳି କାମ କରିଥାଏ। ଶରୀରରେ ଥିବା ସମସ୍ତ ବର୍ଜ୍ୟବସ୍ତୁକୁ କିଡନି ସଫା କରିଥାଏ। ହେଲେ କିଡ୍ନି ଖରାପ ହୋଇଗଲେ ଏହା ଆଉ ପୂର୍ବଭଳି କାର୍ଯ୍ୟ କରିପାରେ ନାହିଁ। ଏଭଳି ପରିସ୍ଥିତିରେ କିଡ୍ନି ଡାଏଲିସିସ୍ ଅଥବା କିଡ୍ନି ପ୍ରତିରୋପଣର ଆବଶ୍ୟକତା ପଡ଼େ। ଆସନ୍ତୁ ବିଶିଷ୍ଟ ୟୁରୋଲୋଜିଷ୍ଟ, କିଡ୍ନି ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ସୁମନ୍ତ କୁମାର ମିଶ୍ରଙ୍କଠାରୁ ଏ ସମସ୍ୟା ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, କିଡ୍ନି ଫେଲ୍ୟୁୟର କାହିଁକି ହୁଏ? (0:00) କିଡ୍ନି ସମସ୍ୟାକୁ ଜାଣିବେ କିପରି? (0:58) କିଡ୍ନିର ଚିକିତ୍ସା କେମିତି ହୁଏ? (2:25) କେତେବେଳେ କିଡ୍ନି ପ୍ରତିରୋପଣର ଆବଶ୍ୟକତା ପଡ଼େ? (3:53) କିଡ୍ନି ପ୍ରତିରୋପଣ କେମିତି ହୁଏ? (5:19) କିଏ ଦାନ କରିପାରିବେ କିଡ୍ନି? (6:15) କିଡ୍ନି ପ୍ରତିରୋପଣ ପାଇଁ କ’ଣ ଦରକାର ଏବଂ କ’ଣ ନାହିଁ? (7:31) କିଡ୍ନି ପ୍ରତିରୋପଣ ପରେ ସାବଧାନତା ଓ ଯତ୍ନ (8:51) ଜଣେ ବ୍ୟକ୍ତି ଗୋଟେ କିଡ୍ନି ସହ ସାଧାରଣ ଜୀବନଯାପନ କରିପାରିବ? (12:30) Kidney Failure or Renal Failure is a medical condition in which the kidneys lose the ability to remove waste and balance fluids. However, in such cases kidney transplantation offers a renewed chance to have a healthier life, improved quality of life, and reduced reliance on dialysis. What is the Treatment for Kidney Failure? When does a patient need Kidney Transplant? Let's know more from Dr Sumant Kumar Mishra, a Urologist. In this Video, Causes of Kidney Failure, in Odia (0:00) Symptoms of Kidney Failure, in Odia (0:58) Treatment of Kidney Failure, in Odia (2:25) When does a patient need Kidney Transplant? in Odia (3:53) How is a Kidney Transplant done? in Odia (5:19) Who can donate Kidney? in Odia (6:15) What are the criteria for Kidney Transplant? in Odia (7:31) Post Kidney Transplant Care, in Odia (8:51) Can someone live with one Kidney? in Odia (12:30) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

କ୍ରୋନିକ୍ କିଡ୍ନି ରୋଗକୁ କେମିତି ରୋକିବେ? | Chronic Kidney Disease in Odia | Dr Manas Ranjan Pradhan

គ្រូពេទ្យប្រាប់ច្បាស់ៗ ពីវិធីថែទាំតម្រងនោមអោយបានល្អ - Kidney's Health - ជ័យ វិទ្យា - Nakry Edu

କିଡ୍ନି ରୋଗ: କାରଣ ଓ ନିରାକରଣ | Kidney Disease in Odia | Causes & Treatment | Dr Sukant Kishore Das

Kidney Failure Symptoms | Symptoms of Kidney Disease | How to Keep Your Kidney Healthy & Clean?

Kidney transplant success: A political leader's personal experience of overcoming the story chall...

Kidney Health Down Syndrome | Chronic Kidney Disease | Kidney Health | N18V

Improve Your Kidney Function In 24 Hours (5 Easy Habits)

କିଡନି ଡାଏଲିସିସ୍ କେମିତି ହୁଏ? | Dr Manas Ranjan Pradhan on Importance of Kidney Dialysis in Odia

ಆರೋಗ್ಯಕ್ಕೆ ಅದ್ಭುತ ಟಾನಿಕ್ ರಸಂ! ಕರುಳು, ಲಿವರ್ ಚೆನ್ನಾಗಿರೋಕೆ ಈ ಆಹಾರ ತಿನ್ನಿ| Dr.N.Someswara

କିଡ୍ନି ରୋଗର ଲକ୍ଷଣ? କିଭଳି କରିବେ ସଠିକ ଚିକିତ୍ସା | CKD - Symptoms & Treatment of Kidney Disease in Odia

My Doctor: କିଡନୀ ରୋଗୀଙ୍କ ଖାଦ୍ୟ । 11.04.2021

Kidney Failure: Symptoms, Causes, Tests and Treatment | Kanak News

ରକ୍ତଚାପ ବଢିଗଲା ? ସହଜ ଉପାୟରେ କେମିତି ନିୟନ୍ତ୍ରଣ କରିବେ? Control High Blood Pressure | Dr. Jayanta Panda

Cause, Prevention and Treatment of Diabetes In Odia | Dr. Jayshree Swain | Doctor Online | MBCTv

ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ କିଡନୀ ସୁସ୍ଥ କି ଅସୁସ୍ଥ Early Symptoms of Kidney Disease by Dr. Nisith Mohanty

5 Silent Vegetable Killers of Your Kidneys… and 4 That Can Save Them 🥦⚠️ | Dr Jason Fung 👨⚕️

खाने की ये चीजें रखेंगी किडनी स्वस्थ || WHAT FOODS HELP REPAIR KIDNEYS

କିଡନୀ ରୋଗ ଥିଲେ ଜାଣନ୍ତୁ କଣ କରିବେ ନାହିଁ ? Right Treatment For Kidney Disease in Odia | Dr Sukanto Das

Kidney ख़राब होने के लक्षण, कारण और इलाज? Dr. Manoj Arora

