ଶ୍ରୀମନ୍ଦିର ଯାଇ କରନ୍ତୁନି ଏହି ବଡ଼ ଭୁଲ୍, ନହେଲେ ଯମଲୋକ ନିଶ୍ଚିତ @artharttv
#ଏଇଠି_ପାଦ_ଥୋଇଲେ_ସିଧା_ଯମଲୋକ ପୁରାଣ ଅନୁସାରେ, ଜଗନ୍ନାଥଙ୍କ ଧାମକୁ ପୃଥିବୀର ସ୍ୱର୍ଗ ଅର୍ଥାତ୍ ବୈକୁଣ୍ଠ ଧାମ ବୋଲି କୁହାଯାଏ । ପ୍ରତ୍ୟେକ ମନ୍ଦିରରେ ଯେମିତି କିଛି ନା କିଛି ରହସ୍ୟ ରହିଛି ଠିକ୍ ସେମିତି ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ମଧ୍ୟ ଅନେକ ରହସ୍ୟ ରହିଛି । ଜଗନ୍ନାଥ ମନ୍ଦିରର ତୃତୀୟ ପାହାଚ ସହିତ ଜଡ଼ିତ ରହସ୍ୟ ଅନେକ ଲୋକ ଜାଣିନଥିବେ । ତେବେ ଆସନ୍ତୁ ପ୍ରଭୁଙ୍କ ଏହି ରହସ୍ୟମୟ ପାହାଚ ବିଷୟରେ ଜାଣିବାକୁ ଚେଷ୍ଟା କରିବା । According to Hindu mythology and temple tradition, the sacred abode of Lord Jagannath in Puri is regarded as Vaikuntha Dham on Earth. One of the lesser-known mysteries of the Jagannath Temple is the "Yama Shila," believed to be located on the third step from the bottom at the temple's main entrance. The legend explains why devotees are advised to avoid stepping on it after completing darshan. #Religion_JagannathTemple #Odisha_Jagannath #TempleMystery_Puri #SpiritualTradition_Jagannath #YamaShila #Shrimandir #HinduMythology #TempleBeliefs #YamaShila_Puri #JagannathTempleMystery_Odisha #ThirdStepBelief_JagannathTemple #Jayjagannath #Puri #Odisha #Shreemandir #Artharttv #Specialstory

ଆଉ ହେବାକୁ ପଡିବ ନାହିଁ ଠେଲା ପେଲା || Good News for Jagannath Devotees || Puri Srimandir || OR

ଝାଲମୁଢି ବେପାରୀଠୁ ହାତୀ ନେବେ ଜଗନ୍ନାଥ ସାରା ରାଜ୍ୟ ଆଶ୍ଚର୍ଯ୍ୟ | Latest Odia News | Samayalive

ମୁଁ ଜଗାର ରୋଷେୟା | Ama Atithi Podcast | Biswanath Samantray, President Badu Suara Nijog | Kanak News

Exclusive Interview With Puri Sebayata Ram Chandra DasMohapara || Puri ||OR

'୧୦ ବର୍ଷରୁ ଶ୍ରୀମନ୍ଦିର ନୀଳଚକ୍ରରେ ବାନା ବାନ୍ଧିବା ଆରମ୍ଭ କରିଥିଲି' । Puri। Jagannath Temple #local18

ଶ୍ରୀମନ୍ଦିରର ୩ ବଡ଼ ରହସ୍ୟ ll EP- 18 ll Podcast with Pandit Suryanarayan Rathashrma | Kalinga TV

Ama Jagannatha | The Secret of 'Saat Pahacha' in Puri Srimandir: Why Is This Place So Significant?

ଶ୍ରୀମନ୍ଦିରରେ ଦଲାଲ ରାକେଟ୍ ସକ୍ରିୟ; ଭିଆଇପି ଦର୍ଶନ ନାଁରେ ଭକ୍ତଙ୍କୁ ମୁଣ୍ଡପିଛା ୫୦୦ ଟଙ୍କା ଠକାଯାଉଥିବା ଅଭିଯୋଗ

ଅଗାଣ୍ଡିଆ ରାଜା ଓ ପାଳଚୁଣ୍ଟା ମନ୍ତ୍ରୀ କଥା ଭାଗ -2 | Odia Gapa | Odia Loka Galpa | Odia Story Telling

ଗହଳି ଲଗେଇ ଆସୁଛି କାଳିଆ...| Lord Jagannath Pahandi | Rath Yatra 2025 | Puri Jagannath | Prarthana Life

Ama Jagannatha | The Secret of Garuda Stambha: Unsolved Mystery Inside Puri Jagannath Temple!

Kolhapur Father's Faith in Lord Jagannath Amid Daughter's Health Battle

ହଟିଲେ ମମତା ଓଡ଼ିଶାକୁ ବଡ଼ ଫାଇଦା ! | Digha Jagannath Dham Row | Mamata Banerjee | Suvendu Adhikari

କଣ ସତରେ ପୁରୀରେ ଅଛି ସ୍ୱର୍ଗ କୁ ରାସ୍ତା?puri swargadwar rahasya.puri swargadwar story in odia.

ସାବାସ୍ ଚମେଲୀ | Odisha Sarpanch Chameli Ojha Attacked | Mahakalapada | Satyapatha News | Odia News

ଭକ୍ତ ଙ୍କ ହାତରୁ ଏତେ ମହାପ୍ରଭୁ ଖାଇଲେ ଜେ ଝୁମ୍ପା ବୁଲିଗଲା |

Jay Jagannath: Woman Performs Dandavat Pranam in Rain at Puri Singhadwara, Video Goes Viral

Bandhu Mohanty's Faith: When Lord Jagannath Came as a Friend to Help His Devotee

Devotees throng Shree Mandir in Puri despite light monsoon rain

