ଡକାୟତି ଯୋଜନା କରୁଥିବା ବେଳେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ତିନି ସଦସ୍ୟ ଗିରଫ
ରାଇରଙ୍ଗପୁର: ରାଇରଙ୍ଗପୁର ଟାଉନ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା। ଡକାୟତି ଯୋଜନା କରୁଥିବା ବେଳେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ର ତିନି ସଦସ୍ୟ ଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ଗୋଟିଏ ଧଳା ରଙ୍ଗର ମାରୁତି ସୁଇଫ୍ଟ ଡିଜାୟାର କାର, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ଛୁରୀ, ଲୁହା ରୋଡ଼, ତିନୋଟି ଆଲୁମିନିୟମ ପ୍ଲେଟ, ତିନୋଟି ମୋବାଇଲ ଫୋନ, ତିନୋଟି ଏଟିଏମ୍ କାର୍ଡ, ତିନୋଟି ଆଧାର କାର୍ଡ ଓ କିଛି ଟଙ୍କା ଜବତ କରିଛି ପୋଲିସ। ଗିରଫ ତିନି ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡ ରାଜ୍ୟର ଷଢେଇକଳା ଖରସୁଆଁ ଜିଲ୍ଲା ଅନ୍ତର୍ଗତ ଆଦିତ୍ୟପୁର ଅଞ୍ଚଳର ମୁକେଶ ତିୱାରୀ (୩୬) ଓ ଅନ୍ୟ ଦୁଇ ଜଣ ଉତ୍ତରପ୍ରଦେଶ ରାଜ୍ୟ ଗାଜିପୁର ଜିଲ୍ଲା ଖାନପୁର ଥାନା ଅର୍ନ୍ତଗତ ବେହ୍ଲାରୀ ଗାଁ ର ଖାଇରୁଲ ବାସାର (୩୨) ଓ ଏମଡି ଇରସାଦ (୩୩)। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ। ସୂଚନା ଅନୁଯାୟୀ, ଗତକାଲି ରାତିରେ ରାଇରଙ୍ଗପୁର ଟାଉନ ଥାନା ନା ଅର୍ନ୍ତଗତ ଭାଲୁବସା ଗ୍ରାମ ନିକଟସ୍ଥ ପେଟ୍ରୋଲ ପଛପଟେ ଥିବା ଶୁନଶାନ୍ ସ୍ଥାନରେ ଚାରି ପାଞ୍ଚ ଜଣ ଡକାୟତ ଡକାୟତି କରିବା ପାଇଁ କିଛି ଯୋଜନା କରୁଥିଲେ। ତେବେ ସେହି ସମୟରେ ରାଇରଙ୍ଗପୁର ଟାଉନ ଥାନା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ରାସ୍ତା କଡରେ ଏକ ମାରୁତି ସୁଇଫ୍ଟ ଡିଜାୟାର କାର୍ ଛିଡ଼ା ଥିବା ଏବଂ ଶୁନଶାନ୍ ସ୍ଥାନରେ ଚାରି ପାଞ୍ଚ ଜଣ କିଛି ଯୋଜନା କରୁଥିବା ଦେଖ୍ ସନ୍ଦେହ କରିଥିଲେ। ଅନ୍ଧାର ରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ସେଥି ମଧ୍ୟରୁ ତିନିଜଣ ଙ୍କୁ ଧରିବାରେ ସଫଳ ହୋଇଥିଲା ବେଳେ ଅନ୍ୟ ଦୁଇ ଜଣ ଅନ୍ଧାର ର ସୁଯୋଗ ନେଇ ସେଠାରୁ ଖସି ପଳାଇ ଯାଇଥିଲେ। ତିନି ଜଣଙ୍କୁ ପୋଲିସ ଧରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର, ଖେଳନା ବନ୍ଧୁକ ଓ ବ୍ୟବହାର କରୁଥିବା ମାରୁତି ସୁଇଫ୍ଟ ଡିଜାୟାର କାର୍ ଜବତ କରିଥିଲେ। ତେବେ ତିନି ଜଣ ଅଭିଯୁକ୍ତ ଡକାୟତି କରିବା ପାଇଁ ଯୋଜନା କରୁଥିବା ପୋଲିସ ନିକଟରେ ସ୍ବୀକାର ରିଥିଲେ। ଏହି ଗ୍ୟାଙ୍ଗ ଚତୁରତାର ସହିତ ଏଟିଏମ୍ ରୁ ମଧ୍ଯ ଟଙ୍କା ଲୁଟ କରୁଥିବା ଓ ବରଗଡ଼ ରେ ଅପରାଧିକ ମାମଲାରେ ଜେଲ ଯାଇ ଏଇ କିଛି କିଛି ଦିନ ତଳେ ଜାମିନ ରେ ଆସିଥିବା ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ସୂଚନା ଦେଇଛନ୍ତି। ତେବେ ଆଜି ତିନି ଜଣ ଡକାୟତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ। ବାଇଟ : ଗୋକୁଳାନନ୍ଦ ସାହୁ ରାଇରଙ୍ଗପୁର ଏସଡିପିଓ।।

ଚିକୁ-ମିକୁ Vs କୁମ୍ଭୀର-ଗୋଧି ଗ୍ୟାଙ୍ଗ, ପ୍ରେମିକା ପାଇଁ ରାଜଧାନୀରେ ଗ୍ୟାଙ୍ଗୱାର, ରାତି ଅଧରେ ବୁଲିଲା ଖଣ୍ଡା !

ବାରଦିନ ହେଲା ଯୁଆନ ନିଖୋଜ || Balangir Youth Missing Mystery || OTV FeeDin

Fear Grips Bhubaneswar as Local Gangs Become More Active

Special Story: Drunk Drivers Caught in Midnight Police Raid at Bhubaneswar KIIT Square

ବୋଲେରୋ -ଟ୍ରକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ ! head-on collision between a Bolero and a truck in Salepur

ଆମ ପାଇଁ ପୁରା ଓଡିଶା ଆଜି ବଦନାମ ଆମକୁ କ୍ଷମା ମିଳିବା କଥା ନୁହେ l GANJAM CASE l @A1odia

ପୁରୀ ବାଇପାସ ନିଛାଟିଆ ରହୁଥିବା ଯୋଗୁଁ ଡକାୟତି ପାଇଁ ହେଉଥିଲା ସୁବିଧା || Nipun TV Odisha

WATCH: Sen. Kennedy questions Blanche in attorney general confirmation hearing

ଗାଁ କଲି ଏବେ ସହରକୁ ପଳେଇ ଆସିଲା ||CHARCHA TV

Old Criminals Back in Action? Balasore Witnessing Rise in Supari Killings

Incredible Process of 24k Pure Gold Extraction From Old PC RAM | How to Make Gold Into RAM

ପୋଲିସ ପୋଷାକ ପିନ୍ଧି ମାଗୁଥିଲେ ବଟି ଅସଲି ପୋଲିସ ଆସିବାରୁ ...... ll FOCUS PLUS ||

ସତ୍ୟପାଠ: ପ୍ରଭାତୀଙ୍କୁ ଅଙ୍ଗନବାଡି ଦିଦିଙ୍କ ଟ୍ୟୁସନ୍ || Video Viral || Prabhati Parida || Satyapatha News

LIVE: Blanche to face grilling on DOJ controversies as he seeks confirmation as AG

🔴LIVE | ଦଳ ଛାଡ଼ିବେ ଆହୁରି ନେତା ? Prabhat biswala join bjp |Odisha politics | cuttack BJD| odia news

Baba Farzan House Raid : हिंदुत्ववादी डॉनच्या घरावरील छापेमारीवर आक्षेप, दानवे- शिरसाटांचं एकमत

Funniest Farm Animals Caught on Camera

ପୁଅ ନୁହେଁ ଝିଅ ଚଲଉଥିଲା ମର୍ସଡିଜ୍ କାର ! If bike wasn't struck car would have escaped, Bbsr

ଚାମେଲୀଙ୍କୁ ମାରିଦେବାକୁ ଭୟଙ୍କର ଷଡଯନ୍ତ୍ର! ହାତ ଯୋଡ଼ି ଦେଲେ ବିରୋଧୀ ନେତା!/ Chameli Exposed BJP!

