THE BREAD OF LIFE 09 MARCH 2026
JOHN 11:38-46 ମୃତ ଲାଜାରଙ୍କୁ ଜୀବନ ଦାନ 38 ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ହୋଇ ସମାଧି ନିକଟକୁ ଆସିଲେ; ତାହା ଗୋଟିଏ ଗୁହା, ପୁଣି ତା' ମୁହଁରେ ଗୋଟାଏ ପଥର ଥିଲା । 39 ଯୀଶୁ କହିଲେ, ଏହି ପଥର ଘୁଞ୍ଚାଇଦିଅ । ମୃତ ବ୍ୟକ୍ତିଙ୍କ ଭଗ୍ନୀ ମାର୍ଥା ତାହାଙ୍କୁ କହିଲେ, ପ୍ରଭୋ, ସେ ବାସିଗଲାଣି, କାରଣ ସେ ଚାରି ଦିନ ହେଲା ମଲାଣି । 40 ଯୀଶୁ ତାଙ୍କୁ କହିଲେ, ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ୱରଙ୍କ ମହିମା ଦେଖିବ, ଏହା କଅଣ ମୁଁ ତୁମ୍ଭକୁ କହିଲି ନାହିଁ ? ସେଥିରେ ସେମାନେ ପଥର ଘୁଞ୍ଚାଇଦେଲେ । 41 ଆଉ, ଯୀଶୁ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, ପିତଃ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି । 42 ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ, ଏହା ମୁଁ ଜାଣିଥିଲି; କିନ୍ତୁ ଯେଉଁ ଲୋକସମୂହ ଚତୁର୍ଦ୍ଦିଗରେ ଠିଆ ହୋଇଅଛନ୍ତି, ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି । 43 ସେ ଏହା କହି ଉଚ୍ଚ ସ୍ୱରରେ ଡାକିଲେ, ଲାଜାର, ବାହାରିଆସ । 44 ମୃତ ଲୋକଟି ବାହାରି ଆସିଲେ; ତାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି ତାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା । ଯୀଶୁ ସେମାନଙ୍କୁ କହିଲେ, ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ । ଯୀଶୁଙ୍କ ବିରୁଦ୍ଧରେ ଚକ୍ରାନ୍ତ 45 ଅତଏବ, ଯିହୁଦୀମାନଙ୍କ ମଧ୍ୟରେ ଅନେକେ, ଅର୍ଥାତ୍ ଯେଉଁମାନେ ମରିୟମଙ୍କ ନିକଟକୁ ଆସିଥିଲେ ଓ ଯୀଶୁଙ୍କ କର୍ମ ଦେଖିଥିଲେ, ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ; 46 ପୁଣି, ସେମାନଙ୍କ ମଧ୍ୟରୁ କେହି କେହି ଫାରୂଶୀମାନଙ୍କ ନିକଟକୁ ଯାଇ, ଯୀଶୁ ଯାହା ଯାହା କରିଥିଲେ, ସେହିସବୁ ସେମାନଙ୍କୁ ଜଣାଇଲେ ।

THE BREAD OF LIFE 06 JULY 2026

THE BREAD OF LIFE 21 JUNE 2026

F.A.M.I. Prayer and fasting

Have 1 zucchini and 2 eggs! My village grandmother taught me this recipe!

They Thought He Was Jesus... Then He Sang One of the Most Powerful Songs Ever Written | AGT 2026

“You’ll Never Be Like Us.” Until 500KG Happened 🔥

CHAPELET - NDML 🙏 Lundi 6 Juillet

My Golden Retriever Heals a Terrified Rescue Kitten in Just 3 Meetings!

PSAUMES DU SOIR À JOUER LA NUIT POUR PROTÉGER TA MAISON, TES ENFANTS ET TA FAMILLE DE TOUTE ATTAQUE

THE BREAD OF LIFE 20 JUNE 2026

BODYBUILDERS Laughed at Him Again… Until Anatoly Was ATTACKED 😱💪🧹 | Gym Prank GONE Wild

THE BREAD OF LIFE 22 JUNE 2026

I have never eaten such delicious zucchini! Nobody knows this recipe! Only 2 ingredients!

Believers Are Arrows | Rev. Jeffrey Adolf Wannee, M.Th. | Sunday, July 5, 2026

Try Not To Laugh 🤣😂 Best Baby And Dog Funny Moments Ever

THE BREAD OF LIFE 05 JULY 2026

Santo Rosário | Sexta-feira | 04:00 | 03/07/2026 | Live Ao vivo

This Orthodox Man Told Us EXACTLY What He Thought About Jesus As Messiah!

Mexiko - England, Highlights mit Livekommentar | FIFA WM 2026 | MAGENTA TV

