ମହାନଦୀ ଟ୍ରିବ୍ୟୁନାଲ ଟିମ୍ ର ବ୍ୟୟବହୁଳ ପରିଭ୍ରମଣକୁ ନେଇ ବିବାଦ | କୋଟି କୋଟି ଟଙ୍କା ଖର୍ଚ୍ଚ, ଓଡ଼ିଶା ପାଇଲା କଣ?
ମହାନଦୀ ଟ୍ରିବ୍ୟୁନାଲ ଟିମ୍ ର ବ୍ୟୟବହୁଳ ପରିଭ୍ରମଣକୁ ନେଇ ବଢ଼ିଛି ବିବାଦ। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଓଡ଼ିଶାକୁ ପ୍ରକୃତରେ କଣ ଲାଭ ମିଳିଲା ବୋଲି ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁସାରେ, ପରିଭ୍ରମଣ ସମୟରେ ପରିବାର ସଦସ୍ୟଙ୍କୁ ସାଙ୍ଗରେ ନେଇ ମନ୍ଦିର ଓ ଦର୍ଶନୀୟ ସ୍ଥାନ ବୁଲିବା, ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ଭୂମିକା ଏବଂ ସରକାରୀ ଖର୍ଚ୍ଚର ସ୍ୱଚ୍ଛତାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଯାଇଛି। ଏହି ଭିଡିଓରେ: ମହାନଦୀ ଟ୍ରିବ୍ୟୁନାଲ ଟିମ୍ ର ପରିଭ୍ରମଣ କୋଟି କୋଟି ଟଙ୍କା ଖର୍ଚ୍ଚ ନେଇ ବିବାଦ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ଭୂମିକା ଉଠୁଥିବା ପ୍ରଶ୍ନ ଓ ଜନମତ ଟିପ୍ପଣୀ: ଏହି ଭିଡିଓରେ ଉପସ୍ଥାପିତ କଥାବସ୍ତୁ ସାର୍ବଜନିକ ଭାବେ ଉଠିଥିବା ପ୍ରଶ୍ନ ଓ ଦାବି ଉପରେ ଆଧାରିତ। ସମ୍ବନ୍ଧିତ ପକ୍ଷର ପ୍ରତିକ୍ରିୟା ମିଳିଲେ ତାହାକୁ ମଧ୍ୟ ପ୍ରକାଶ କରାଯିବ। Hashtags: #MahanadiTribunal #Odisha #Mahanadi #OdishaPolitics #Tribunal #BreakingNews #OfCourseOdisha #OdiaNews #OdishaNews #Hirakud #PoliticalNews

ସୀମାରେ ପଶିଲାଣି ଚୀନ୍ Bangladesh China Mongla Port | Bay of Bengal China influence | India China N18V

'ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର'... ସେଦିନର ଟପ୍ ହିରୋଇନ୍... | EP-165 | Podcast With Tripura Mishra

ଶଙ୍ଖ ଧରିବା ପରେ ଭଗବତ ଗୀତା କଥା କହି ବିରୋଧୀଙ୍କୁ ଧୋଇଲେ ସୁଜାତା | Sujata Karthikeyan | Times One Odia

Georgia’s Deadliest Winter Lifeline

Latest News | Meetings between US, Iran postponed for at least a week

Why did Champat Rai lie on June 7th, and how did those who questioned him become anti-Ram?

NRI OCI Rules: Everything Changing This Year

NRIs: Don’t Send Money to India Before Watching This (NRE vs NRO)

President Trump made $2+ billion in his first year in office

ଜଗନ୍ନାଥଙ୍କ ସମ୍ମୁଖରେ ସମସ୍ତେ ସମାନ | SUNIL JENA OFFICIAL | REAL TALK ODISHA

ଏ ଗଣ୍ଡ ମୂର୍ଖ ମନ୍ତ୍ରୀକୁ ଧକ୍କା ମାରି ବାହାର କର ! Education Minister Odisha should Resign ll

ବ୍ରହ୍ମପୁର ଛାତ୍ରୀ ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ପୁତୁରା ମୁଖ୍ୟ ଅଭିଯୁକ୍ତ। ଗିରଫ ପରେ ବି ତୁଟୁନି ବିବାଦ।

Kalyan Banerjee on Rachana Banerjee, EXCLUSIVE: রচনার ফ্ল্যাটের কোন গল্প বললেন কল্যাণ? | #TV9D

मंत्रिमंडल विस्तार से पहले दनादन एक्शन, 29 मंत्रियों की फाइनल लिस्ट, शाह का प्रमोशन, राजनाथ-गडकरी?

END OF TERM: What did the U.S. Supreme Court decide on in 2026?

ବ୍ୟାଙ୍କ୍ ରେ ୧୧ ନୂଆ ନିୟମ ଲାଗୁ | bank new rules 2026 | rbi & income tax new rules 2026

IA groups and leaders respond to new birthright citizenship, women's sports SCOTUS rulings

