ପିଲା ବେଳର ଫେଭରେଟ୍ ସୁପ୍ରସିଦ୍ଧ ଗାୟକ ବିଭୁକିଶୋର। Super Exclusive with Bibhukishore 2.O। ଓଡ଼ିଆ ସିନେମା
ଓଡ଼ିଆ ସିନେମା ଯେତେବେଳେ ନିଜ ଗୀତ ପାଇଁ ପରିଚିତ ଥିଲା, ଯେତେବେଳେ ଗୋଟେ ଗୋଟେ ସିନେମାରେ ୬/୭ ଗୀତ ହେଉଥିଲା, ପ୍ରତିଟି ଗୀତ ସୁପର ହିଟ୍ ହେଉଥିଲା ଆଉ ସେ ସବୁ ଗୀତ ଆଜି ବି ଲୋକେ ଗୁଣୁ ଗୁଣେଇ ପୁରୁଣା କଥା ମନେ ପକାନ୍ତି ସେତେବେଳର ସେଇ ସବୁ ଗୀତର ସ୍ରଷ୍ଟା ଥିଲେ ବିଭୁକିଶୋର। ନିଆରା କଣ୍ଠ, ଅଦ୍ୱିତୀୟ ଶୈଳୀ ପାଇଁ ସେ ସବୁ ବେଳେ ପରିଚିତ। ୨୦୦୦ ମସିହା ପରେ ଓଡ଼ିଆ ଆଲବମ୍ ଇଣ୍ଡଷ୍ଟ୍ରି ଥିଲା ଦେଶର ଦ୍ଵିତୀୟ ବୃହତ ବଜାର। ସାକ୍ଷୀ ରହିଲା ଏ ସିଂହଦ୍ୱାର, ରହିଛି ରହିବି ତୋରି ପାଇଁ, ସପନର ସୌଦାଗର, ମୋଷ୍ଟ ୱାଣ୍ଟେଡ ଭଳି ଏକାଧିକ ସିନେମାରେ ଅଗଣିତ ଗୀତ ତାଙ୍କୁ ଲକ୍ଷ ଲକ୍ଷ ଓଡ଼ିଆଙ୍କ ହୃଦୟରେ ସ୍ଥାନ ଦେଇଛି। ଖାଲି ସିନେମା ନୁହେଁ ଆଲବମ୍ ରେ ସେ ଥିଲେ ଏକମାତ୍ର ପସନ୍ଦ। ହେଲେ ହଠାତ୍ ଓଡ଼ିଆ ସିନେମାକୁ ଯେମିତି କାହାର ନଜର ଲାଗିଗଲା। ଆଉ ଆଲବମ୍ ତ ଯେମିତି ନିଜ ପରିଚୟ ହଜାଇ ବସିଲା। ହେଲେ ଆଜି ବି ବିଭୁଙ୍କ କଣ୍ଠରୁ କିଛି ପଦ ଶୁଣିଲେ ପୁରୁଣା କଥା ମନେ ପଡ଼ି ଯାଏ। ଆଜିର ଏଇ ପୋଡକାଷ୍ଟରେ ସେଇ ପୁରୁଣା କଥାକୁ ମନେ ପକାଇବା ଆଉ ତାସହ ଓଡ଼ିଆ ସିନେମାରେ ଥିବା କିଛି ଅଭୁଲା କଥାକୁ ଖୋଜି ଆଣିବାକୁ ପ୍ରୟାସ। COMING UP 00:00-05:00 INTRO 05:01-06:25 ଲୋକଙ୍କ ଡିମାଣ୍ଡ ‘ବିଭୁକିଶୋର’ 06:25-09:20 ଖୋକା ଭାଇଙ୍କୁ ଲୋକେ ଝୁରୁଛନ୍ତି 09:21-10:38 ଦୁନିଆକୁ ସନ୍ତୁଷ୍ଟ କରିପାରିବେନି 10:39-11:00 ଏବେ ଗୀତରେ ଫରକ କ’ଣ? 11:01-13:01 AUTO ବଢ଼ିଗଲାଣି 13:02-14:25 ବଲିଉଡ୍ ଗାୟକଙ୍କ ଷ୍ଟେଜ୍ ଶୋ’ 14:26-18:00 ଓଡ଼ିଆଙ୍କ ଭାଗ ନେଇଗଲେ ହିନ୍ଦୀ ସିଙ୍ଗର 18:01-20:10 ସପନର ସୌଦାଗର 20:11-23:09 ଏବେ ଗୀତ ମନେ ରହୁନି 23:10-25:10 ଆଲବମ୍ ଇଣ୍ଡଷ୍ଟ୍ରି ଖସିଗଲା 25:11-27:00 ହୃଦୟର ଏଇ ଅଲେଖା ଖାତାରୁ...27:01-28:05 ରାଜନୀତି କରନ୍ତୁ ବିଭୁକିଶୋର 28:30-30:10 ପୋଡକାଷ୍ଟ ପାଇଁ ପଇସା 30:11-33:01 ଅଭିନେତା ରାଜନୀତିରେ 33:02-36:58 ଡିପ୍ରେସନ୍ 36:59-38:55 ଅକ୍ଷୟ ମହାନ୍ତି ଯେମିତି, ଗୀତ ସେମିତି 38:56- 40:05 ଷ୍ଟେଜ୍ ଶୋ’ରେ ଲିପ୍ ସିଙ୍ଗ 40:06-42:45 ରହିଛି ରହିବି ତୋରି ପାଇଁ... 42:46-44:15 ଦେଖ ପୁଣି ସକାଳ ହେଲା 44:16-45:30 ଗୀତ ଓ ଜୀବନ 45:31-46:15 ନାଁ ବଦଳାଇଛନ୍ତି ବିଭୁକିଶୋର 46:16-49:27 ଯାଯାବର...49:28-50:35 ରେକର୍ଡିଂ ଷ୍ଟୁଡିଓର ରହସ୍ୟ 50:36-51:55 ମାଗଣାରେ ୫୦୦ ଗୀତ 51:56-53:48 ଗାୟକଙ୍କୁ ମିଳିବ ରୟାଲିଟି? 53:49-55:00 ମନ ଖରାପ ଆଉ ହୁଏନି 55:01-57:05 ଅଳିଆ ଗୀତ ଗାଇଛି 57:07-58:05 ଡବଲ୍ ମିନିଂ ଗୀତ 58:06-1:02:01 ଧର୍ମର ହେବ ଜୟ 1:02:02-1:04:25 ଶେଷରେ ଗୁଡ଼ ରହସ୍ୟ 1:04:26 #Bibhukishore #BibhukishorePodcast #OtvPodcast #OtvDigital #OdiaSinger #OdiaMusic #OdiaSongs #OdiaArtist #OdiaNews #Otv #OdiaMelody #OdiaVoice #PodcastWithPrashanjit #OdiaMusicIndustry OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: / otvkhabar OTV English Facebook : / otvnews Telegram @otvtelegram @otvkhabar Twitter: / otvnews Instagram: / otvnews #OdishaTV #OTV

ହରିହର ମହାପାତ୍ରଙ୍କୁ ଷ୍ଟୁଡ଼ିଓରେ ଚ୍ୟାଲେଞ୍ଜ ଦେଲେ ମନୋଜ ମିଶ୍ର… | Manoj Mishra's Explosive Reaction |

ଆଜି ମୁଁ ଅଲୋଡ଼ା: ଟି ସୌରୀ...!!! | EP - 83 | Podcast With Singer T. Shourie

ସାହିତ୍ୟ ଓ ସଂଗୀତ ଜଗତର ଜଣେ ପ୍ରତିଭାମୟୀ ମହିଳା.. ଶଶିକଳା ମିଶ୍ର | Sasikala Mishra | Bhadrak News

Gynamruta,Ep=52(ଜ୍ଞାନାମୃତ)ଶ୍ମଶାନ ସଦୃଶ ସବୁ ପରିବାର I Pandita Birendra Kumar Panda I Odia Prabachana

ଅନୁଭୂତି ଓ ଅନୁଭବର କଥା | EP- 35 | Jatra Singer D Krishna | Khandagiri Jatra

Exploring Maa Ugratara Mandir: A Divine Journey in Bhusandapur @ODMANDIR

'ସୁଖ ଛଡ଼େଇନେଲା ତମାଖୁ' | Exclusive Interview with Satyaki Mishra |News desk Interview with Manas Dash

Prameya Podcast | Singer Shakti Mishra | ସେଇଟା ଟିକିଏ ମାନ ଅଭିମାନ ଥିଲା, ସଙ୍ଗୀତକୁ ଚୟନ ପରେ ବାପା କହିଲେ..

Chakhyubandhan | full movie | Bhoomika | Ishani | Raj Rajesh | Rishi | Rajendra Mohanta

Lok Dayro | Parv 2022 | Sairam Dave | Geetaben Rabari

STUDIO NU GITA RECORDING KENTI HESI?KETE PAISA KHARCHA?ALL INFORMATION BY SIDDHANTA PUROHIT

"Kahinki Ferucha" Full Video| Humane Sagar | Prem Anand | POPA - Pearls of Prem Anand

ପ୍ରଥମ ପ୍ରେମର ଗୀତିକାର - ଅରୁଣ ମନ୍ତ୍ରୀ | Lyricist Arun Mantri - Exclusive Interview

ଗୀତରେ ହ୍ୟୁମାନଙ୍କ ସତ | News18 Odia Podcast Premanand | News18 Manas Ranjan Dash | Humane Sagar

ଚେମେଲୀ ହେବେ ମୁଖ୍ୟମନ୍ତ୍ରୀ

Sapanara Pathe Pathe: Singer Bibhu Kishore

ବାଜି | Baazi | Odia Full Movie HD | Sidhant, Anu Choudhury, Varsha, Sritam | Odia Film @sandipanodia

ଓମର ମିଛ ଧରାପଡ଼ିଲା | Soumya Ranjan Murder: Om Fumbles During Lie Detector Test | Argus News

Kishore Kumar और Rajesh Khanna के famous गाने का Comedy किस्सा.| The Kapil Sharma Show.

