ବାରିପଦାର ଜାତୀୟ ରାଜପଥରେ ଗୁଳି କାଣ୍ଡ |Baripada Mayurbhanja news |Firing |times one odia |odisha news |
ବାରିପଦାର ଜାତୀୟ ରାଜପଥରେ ଗୁଳି କାଣ୍ଡ | ବାରିପଦାରେ ଚହଳ ପକାଇଲା ବନ୍ଧୁକଧାରିଙ୍କ କାରନାମା| ଠଅ ଠଅ କରି ଫୁଟିଲା ଗୁଳି, ପାଞ୍ଚ ରାଉଣ୍ଡ ଗୁଳି ପରେ ଗୁରୁତର ଯୁବକ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଛକରେ ଘଟିଛି ଘଟଣା। ଗୁରୁତର ଯୁବକ ହେଲେ ସ୍ଥାନୀୟ କୁଳିଅଣା ଅଞ୍ଚଳର ଶିବାନନ୍ଦ ବାରିକ। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି କିଛି କହିବା ଆଗରୁ ଫୁଟାଇଥିଲା ବନ୍ଧୁକ। ଯୁବକର କାନରେ ବାଜି ଚାଲିଯାଇଥିଲା ଗୋଳି, ତେବେ ଘଟଣା ସ୍ଥଳରେ ପାଞ୍ଚଟି ଖୋକା ପଡ଼ିଥିବା ବେଳେ କୁଳିଅଣା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଆହତ ଯୁବକଙ୍କୁ ବାରିପଦା ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଆହତ ଯୁବକ ଜଣକ ମଦ ଦୋକାନରେ କାମ କରନ୍ତି। ଗୁରୁତର ଯୁବକଙ୍କ ବୟାନ ଅନୁସାରେ ବାଇକ ରେ ହିନ୍ଦିରେ କଥା ବାର୍ତ୍ତା କରୁଥିବା ବେଳେ ହାତରେ ଥିବା ଟଙ୍କା ବ୍ୟାଗକୁ ମାଗିଥିଲେ, ଗୁରୁତର ଯୁବକ ନଦେବାରୁ ପ୍ରଥମେ ଗୋଡରେ ଫୁଟାଇଥିଲେ ଗୋଳି, ପରେ ସଙ୍ଗେ ସଙ୍ଗେ କାନ ନିକଟରେ ବନ୍ଧୁଙ୍କ ରଖି ଫୁଟାଇଥିଲେ ଗୋଳି, ଜଙ୍ଘରେ ଗୋଳି ଏବେ ବି ରହିଥିବା ବେଳେ କାନ ନିକଟ ଦେଇ ଚାଲିଯାଇଥିଲେ ଗୋଳି। ହସ୍ପିଟାଲ୍ ରେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ପହଞ୍ଚି ଗୁରୁତରଙ୍କ ସହ କଥା ହେଇଥିଲେ। ଏବଂ ଚିକିତ୍ସା ନେଇ ଆଶ୍ଵସନା ଦେଇଥିଲା। ଆଗକୁ ରଥଯାତ୍ରା ଆସୁଥିବା ବେଳେ ସହରରେ ଏଭଳି ଅଭାବନୀୟ ଘଟଣା ନିନ୍ଦନୀୟ ଓ ଆଇନ ଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଛନ୍ତି ପୁର୍ବତନ ମନ୍ତ୍ରୀ। ତେବେ ଏବେ ଗୁରୁତର ଯୁବକ ହସ୍ପିଟାଲରେ ଚିକିତ୍ସିତ। ଠଅ କରି ଫୁଟିଲା ଗୁଳି, ପଞ୍ଚ ରାଉଣ୍ଡ ଗୋଳି ପରେ ଗୁରୁତର ଯୁବକ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଛକରେ ଘଟିଛି ଘଟଣା। ଗୁରୁତର ଯୁବକ ହେଲେ ସ୍ଥାନୀୟ କୁଳିଅଣା ଅଞ୍ଚଳର ଶିବାନନ୍ଦ ବାରିକ। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି କିଛି କହିବା ଆଗରୁ ଫୁଟାଇଥିଲା ବନ୍ଧୁକ। ଯୁବକର କାନରେ ବାଜି ଚାଲିଯାଇଥିଲା ଗୋଳି, ତେବେ ଘଟଣା ସ୍ଥଳରେ ପାଞ୍ଚଟି ଖୋକା ପଡ଼ିଥିବା ବେଳେ କୁଳିଅଣା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଆହତ ଯୁବକଙ୍କୁ ବାରିପଦା ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଆହତ ଯୁବକ ଜଣକ ମଦ ଦୋକାନରେ କାମ କରନ୍ତି। ଗୁରୁତର ଯୁବକଙ୍କ ବୟାନ ଅନୁସାରେ ବାଇକ ରେ ହିନ୍ଦିରେ କଥା ବାର୍ତ୍ତା କରୁଥିବା ବେଳେ ହାତରେ ଥିବା ଟଙ୍କା ବ୍ୟାଗକୁ ମାଗିଥିଲେ, ଗୁରୁତର ଯୁବକ ନଦେବାରୁ ପ୍ରଥମେ ଗୋଡରେ ଫୁଟାଇଥିଲେ ଗୋଳି, ପରେ ସଙ୍ଗେ ସଙ୍ଗେ କାନ ନିକଟରେ ବନ୍ଧୁଙ୍କ ରଖି ଫୁଟାଇଥିଲେ ଗୋଳି, ଜଙ୍ଘରେ ଗୋଳି ଏବେ ବି ରହିଥିବା ବେଳେ କାନ ନିକଟ ଦେଇ ଚାଲିଯାଇଥିଲେ ଗୋଳି। ହସ୍ପିଟାଲ୍ ରେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ପହଞ୍ଚି ଗୁରୁତରଙ୍କ ସହ କଥା ହେଇଥିଲେ। ଏବଂ ଚିକିତ୍ସା ନେଇ ଆଶ୍ଵସନା ଦେଇଥିଲା। ଆଗକୁ ରଥଯାତ୍ରା ଆସୁଥିବା ବେଳେ ସହରରେ ଏଭଳି ଅଭାବନୀୟ ଘଟଣା ନିନ୍ଦନୀୟ ଓ ଆଇନ ଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଛନ୍ତି ପୁର୍ବତନ ମନ୍ତ୍ରୀ। ତେବେ ଏବେ ଗୁରୁତର ଯୁବକ ହସ୍ପିଟାଲରେ ଚିକିତ୍ସିତ।

କୁଳିଅଣା ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଘଟଣା | Mayurbhanj | Khabar Odisha

ହିନ୍ଦୁ ଯୁବତୀଙ୍କୁ ମୁସଲମାନ ଯୁବକଙ୍କ ବିବାହ ବେଳେ ଉତ୍ତେଜନା Tensions at Baripada court over marriage issue

SECRET MISSION Full Movie | Akshay Kumar, Esha Gupta | New Hindi Air Force Action Movies 2026

Montu Namdar ની કરતૂતો બાદ Ahmedabad પોલીસે રચ્યા કારનામા, ખાડિયા PI શંકાના દાયરામાં ?

ଦରମା ନ ପାଇ ବାରିପଦା DWO ଓ କାର୍ଯ୍ୟାଳୟ ସାମ୍ନାରେ ଅନ୍ୱେଷା କର୍ମଚାରୀଙ୍କ ଗଣଧାରଣା || Baripada- Mayurbhanj

ଦେବକୁଣ୍ଡ ଜଳପ୍ରପାତ ମଝିରେ ଏମିତି ଚାଲିଛି କଣ | MAYURBHANJ CASE | @A1odia

ମୟୂରଭଞ୍ଜ ଜିଲ୍ଲା ଖବର ପୁରା ଦେଖନ୍ତୁ | Episode254 | Update News | Dally News | Mayurbhanj Public News

୧.୩୮ କୋଟିରୁ ଅଧିକ ଆର୍ଥିକ ଠକେଇ ମାମଲାରେ ଫେରାର ଅଭିଯୁକ୍ତା ଗିରଫ | Khabar Odisha

ମୟୂରଭଞ୍ଜ ଜିଲା କୁଳିଅଣା ଥାନା ସମ୍ମୁଖରେ ଝୁଲିପଡ଼ି ଜୀବନ ହାରିଲେ ଯୁବକ | Khabar Odisha

ପରକ୍ରିୟା ପ୍ରୀତିକୁ କେନ୍ଦ୍ର କରି ହତ୍ୟାକାଣ୍ଡରେ ନୂଆ ମୋଡ଼ | Bhubaneswar | Khabar Odisha

ବାରିପଦାରେ ବଡ଼ ପଦକ୍ଷେପ! ଜବରଦଖଲ ଉଚ୍ଛେଦ ଆରମ୍ଭ | Baripada | Khabar Odisha

গর্ভবতী স্কুলছাত্রী রক্ত বমি করল | Crime Petrol |ক্রাইম প্যাট্রোল |Bangla Show #bengalibrimeseries

30 ବଡ଼ ଖବର | Know Indian Railways' New Penalty Rule? // India Wins FIH Women’s Nations Cup

Bhagmat Hembram : बोंगा ताला एनाय इपिल भगमत हेम्ब्रम |ᱥᱟᱱᱛᱟᱲᱤ ᱯᱷᱤᱞᱢ ᱡᱚᱜᱚᱛ ᱞᱟᱹᱜᱤᱛ ᱛᱮ ᱟᱹᱰᱤ ᱫᱩᱠᱷ ᱠᱷᱚᱵᱚᱨ

પોલેન્ડમાં જ્ઞાનવત્સલ સ્વામી સાથે શું બન્યું? સાંભળીને રુવાડા ઉભા થઈ જશે - Gyanvatsal Swami

ଯଶିପୁର ରୁ ବାଙ୍ଗିରିପୋଷି ଘାଟି ହେଇ ପହଞ୍ଚିଲୁ ବାରିପଦା ରେ | Bangriposi | Mayurbhanj

ସକ୍ରିୟ ମନ୍ଦିର ଚୋରି ରାକେଟ:ବାରିପଦାରେ ୬ ଗିରଫ। #odisha #baripada #theftnews #police @NaradaNewsOdia

JAPAN PROVED THEIR WORLD CUP VICTORY WAS NO ACCIDENT 🤯🔥 GERMANY WERE SHOCKED AGAIN | FRIENDLY 2023

Sarkar Family - ಅನಾಥೆಗೆ ಬಾಳು ಕೊಟ್ಟ ಒಂದೇ ಕುಟುಂಬದ 6 ಜನರ ಹ.ತ್ಯೆ | ಆರ್ಮಿ ಡಾಕ್ಟರ್ ಫ್ಯಾಮಿಲಿಯಲ್ಲಿ ಏನಾಯ್ತು?

