ଧଳାରୁ ନାଲିଆ, ଏବେ ପ୍ରଭାତ ଗେରୁଆ | Odisha Reporter
#ଧଳାରୁ_ନାଲିଆ_ଏବେ_ପ୍ରଭାତ_ଗେରୁଆ ମୁଣ୍ଡରେ ଗେରୁଆ ଟୋପି, କାନ୍ଧରେ ଗେରୁଆ ଉତ୍ତରୀୟ । ହାତରେ ପଦ୍ମ, ମୁହଁରେ ହସ। ପଦ୍ମ ଶିବିରରେ ପ୍ରଭାତ।ଦୁଇ ଦଶନ୍ଧିର ବିଜେଡି ସହ ସମ୍ପର୍କ ଶେଷ କରି ପଦ୍ମ ପୋଖରୀରେ ଡିଆଁ ମାରିଛନ୍ତି କଟକ-ଚୌଦ୍ବାରର ତିନି ତିନିଥରର ବିଧାୟକ ପ୍ରଭାତ ବିଶ୍ବାଳ । ଶହ ଶହ ସମର୍ଥକଙ୍କ ସହ ରାଜ୍ୟ ବିଜେପି ମୁଖ୍ୟକାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରଭାତ । ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଧରିଛନ୍ତି ପଦ୍ମ। ପ୍ରଭାତଙ୍କ ସହ ଚୌଦ୍ବାର-କଟକର ଅନେକ ବିଜେଡି ନେତା ସାମିଲ ହୋଇଛନ୍ତି ବିଜେପିରେ। #politcsnews #bjd #bjp #odisha #odishareporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter

ମୋର ଦକ୍ଷତା ଅଛି | Odisha Reporter

ସଞ୍ଜୀବଙ୍କୁ ନେଇ ବଡ଼ ଖୁଲାସା Jatra Comedian Bhikari Swain Podcast | Odia Podcast | Odia Jatra News

ସମର୍ଥକ ସହିତ ସୌଭିକ ହଠାତ୍ ମାରିଲେ ଏଣ୍ଟ୍ରି , BJP କାର୍ଯ୍ୟାଳୟ ରେ ବାପ ପୁଅ! Souvic Biswal at Prabhat oath !

ଖଗେଶ୍ଵରଙ୍କ ବାହାଘରେ କେଉଁ ନେତା କଣ ଦେଲେ ଖଗେଶ୍ଵର ଭାରି ଖୁସି ହୋଇଗଲେ

How To Find ANY Square Root! – Heron’s Method

ରାଗିଗଲେ ନବୀନ, ମୁଁ ଯେମିତି ଆଉ ଥରେ ନଶୁଣେ ! | Odisha Reporter

ନବୀନଙ୍କ ଫୋଟୋ ହଟାଇବା ଏକ ଚକ୍ରାନ୍ତ: ଟୁକୁନି ସାହୁ | Kalinga TV

'ପୋକା ବାଇଗଣ'କୁ ନେଇ ପଲଟୱାର | Manmohan Samal | Prabhat Biswal Joining BJP | Odisha Political War

ଆମେ ବାହାର କରି ସାରିଛୁ | Odisha Reporter

CJP Holds Protest at Jantar Mantar, T.M. Thomas Isaac and Prakash Raj Join Demonstration

🔴LIVE ବିଜେପିରେ ଯୋଗଦେଲେ ପ୍ରଭାତ ବିଶ୍ୱାଳ😱ଓଡ଼ିଶା ରାଜନୀତିରେ ବଡ଼ ହଲଚଲ |Former MLA Prabhat Biswal Joins BJP

ବିଜେଡି ଖାଣ୍ଟି ସୁନାକୁ ଚିହ୍ନି ପାରିଲାନି, ଗୁଣ କୁ ଚିହ୍ନିଛି ବିଜେପି l Prabhat Biswal officially joined BJP

ସରକାରୀ ଜାଗାରେ ବିଜେଡି ନେତ୍ରୀଙ୍କ ତିନିମହଲା କୋଠା | Odisha Reporter

ସମୟ କହିବ ପୋକରା କି ଭଲ | Odisha Reporter

ନବୀନ ପଟ୍ଟନାୟକ ଯେଉଁ ମଞ୍ଜି ପୋତିଥିଲେ ତାହା ଏବେ ବଡ ଧ୍ରୁମ ହୋଇଛି

BJPରେ ପ୍ରଭାତଙ୍କ ଏଣ୍ଟ୍ରି | prabhat biswala join bjp | political news | cuttack politics|

ଶଙ୍ଖ ଜାମ୍ ହୋଇଗଲା | Odisha Reporter

Kahani Kursi Ki: बिछड़े सब बारी-बारी.. ममता पड़ी अकेली | Anubrata Mondal | Ritabrata Banerjee

Mamata का नया Masterstrock ! BJP की शह पर उछल रहे बागियों ने टेके घुटने?

