ଭଗବଦ୍ ଗୀତା | ଅଧ୍ୟାୟ ୨ (ଶ୍ଲୋକ ୧-୧୫) | ପ୍ରଥମ ଦିବସ: ସାଂଖ୍ୟ ଯୋଗ ଓ ଶ୍ରୀକୃଷ୍ଣଙ୍କ ପ୍ରଥମ ଉପଦେଶ
ଆମର ଏହି ସ୍ପେଶାଲ୍ ଗୀତା ଜ୍ଞାନ ପ୍ରୋଗ୍ରାମର ଦ୍ଵିତୀୟ ଅଧ୍ୟାୟରେ ଆପଣ ସମସ୍ତଙ୍କୁ ସ୍ଵାଗତ। ଆଜି ହେଉଛି ଏହି ଅଧ୍ୟାୟର ପ୍ରଥମ ଦିବସ। ଏହି ଭିଡିଓରେ ଆମେ ଶ୍ରୀମଦ୍ ଭଗବଦ୍ ଗୀତାର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଧ୍ୟାୟ "ସାଂଖ୍ୟ ଯୋଗ" ର ଶ୍ଲୋକ ୧ ରୁ ୧୫ ପର୍ଯ୍ୟନ୍ତ ସହଜ ଏବଂ ସରଳ ଓଡ଼ିଆ ଭାଷାରେ ଆଲୋଚନା କରିଛୁ।ଆଜିର ଆଲୋଚନାର ମୁଖ୍ୟ ବିଷୟବସ୍ତୁ:କାନ୍ଦୁଥିବା ଅର୍ଜୁନଙ୍କୁ ଦେଖି ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରଥମ ଦିବ୍ୟ ବାଣୀ (ଶ୍ଲୋକ ୨)ଶ୍ରୀକୃଷ୍ଣଙ୍କ ଶରଣାଗତ ହୋଇ ଅର୍ଜୁନଙ୍କର ଶିଷ୍ୟତ୍ଵ ଗ୍ରହଣ (କାର୍ପଣ୍ୟଦୋଷୋପହତସ୍ଵଭାବଃ - ଶ୍ଲୋକ ୭)ଶୋକ ନକରିବା ପାଇଁ ଭଗବାନଙ୍କ ଉପଦେଶ ଏବଂ ଆତ୍ମାର ଅମରତ୍ଵର ଆରମ୍ଭଜନ୍ମ, ମୃତ୍ୟୁ ଏବଂ ସୁଖ-ଦୁଃଖର ପ୍ରକୃତ ରହସ୍ୟଭଗବାନ ଶ୍ରୀକୃଷ୍ଣଙ୍କର ଏହି ପ୍ରଥମ ଜ୍ଞାନବାଣୀ ଆମ ଜୀବନର ସବୁ ସମସ୍ୟାର ସମାଧାନ ଦେଇଥାଏ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ କମେଣ୍ଟ ବକ୍ସରେ ନିଜ ମତାମତ ନିଶ୍ଚୟ ଜଣାନ୍ତୁ। ଭିଡିଓଟି ଭଲ ଲାଗିଲେ ଲାଇକ, ସେୟାର ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। 🔔 ଦ୍ଵିତୀୟ ଦିବସର ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲ୍ ସହ ଯୋଡ଼ି ରୁହନ୍ତୁ। For More Session Join https://chat.whatsapp.com/KYLLYeJc6J2...

ଶ୍ରୀମଦ୍ଭଗବତ୍ ଗୀତା - ତୃତୀୟ ଅଧ୍ୟାୟ: କର୍ମଯୋଗ (ସମ୍ପୂର୍ଣ୍ଣ ବ୍ୟାଖ୍ୟା - ଦ୍ୱିତୀୟ ଦିବସ)

Top 10 Odia Jagannath Bhajan | Superhit Jagannath Bhakti Geeta | Nonstop Audio Jukebox 2026

Sujata Karthikeyan likely to join BJD / Odisha Govt Elevates Senior Officers / OSDMA Order Statewide

#1273 Ekantik Vartalaap & Darshan/22-05-2026/ Shri Hit Premanand Govind Sharan Ji Maharaj

ଭଗବଦ୍ ଗୀତା | ଅଧ୍ୟାୟ ୨ | ଦ୍ଵିତୀୟ ଦିବସ: ସାଂଖ୍ୟ ଯୋଗର ପୂର୍ଣ୍ଣାଙ୍ଗ ଜ୍ଞାନ ଓ ସ୍ଥିତପ୍ରଜ୍ଞ ଲକ୍ଷଣ

99% FALL ASLEEP IN 3 MINUTES (No Ads) | Melatonin Release, Stop Overthinking | Goodbye Insomnia8

LET ME SHOW YOU HOW TO HEAR GOD | LEARN HOW TO HEAR

🔴Live | ସମୟ ଚକ୍ର | ବର୍ଷ ୨୦୨୬ କାହା ପାଇଁ ସମ୍ଭାବନା... କାହା ପାଇଁ ସମସ୍ୟା | Pabitra Mohan Mohapatra

ଭଗବଦ୍ ଗୀତା | ଅଧ୍ୟାୟ ୩ | ପ୍ରଥମ ଦିବସ: କର୍ମଯୋଗର ଆରମ୍ଭ ଓ ନିଷ୍କାମ କର୍ମର ରହସ୍ୟ

إذا صدح صوت المنشاوي.. اهتزت المشاعر بخشوع عجيب 🎧

Day - 5 | Shrimad Bhagwat Katha live With - Pujya Shri Indresh Ji Maharaj - Vrindavan - UP

🔴God’s Chosen Ones, You Survived a Humiliation Ritual — and Your Discernment Saved Your Life!

في هدوء الليل.. تلاوة تأخذك لعالم من السكينة والطمأنينة | الشيخ محمد صديق المنشاوي

#1305 Ekantik Vartalaap & Darshan/23-06-2026/ Shri Hit Premanand Govind Sharan Ji Maharaj

VEILLE DE NUIT - VENDREDI 27 FEVRIER - EGLISE DE DIEU SANCTIFIEE HAITI

ଆଜି ଗୁରୁବାରରେ ନିର୍ଜଳା ଏକାଦଶୀ ବ୍ରତ କଥା ନିଶ୍ଚୟ ଶୁଣନ୍ତୁ ll Nirjala Ekadashi Brata Katha l Sasmita Padhi

Calming Zen Stories | Ancient Buddhist Teachings for Deep Relaxation & Stress Relief | Zen Buddhism

Unplugged ft. Rajan Ji Maharaj | Raam | Krishna | Spirituality | Maha Kumbh | Balaji Mandir | Bihar

ចិត្តរវល់ពេក សេចក្តីសុខក៏នៅឆ្ងាយ ស្តាប់ធម៌រៀនដោះលែងនិងរស់នៅដោយសេចក្តីសុខ lព្រះគ្រូពិនសែមl #ស្តាប់ធម៌

