ତୁ ମୋର || TU MORA || BISWAJIT MAHAPATRA || JYOTIRMAYEE NAYAK || SAROJ PATTANAYAK
Watch the studio version of "Tu Mora". This song is under the banner of Saroj Pattanayak Musical, Music Director Saroj Pattanayak. Saroj Pattanayak Musical is the official Music Label of "Tu Mora" Song : ତୁ ମୋର # TU MORA Singer : BISWAJIT MAHAPATRA & JYOTIRMAYEE NAYAK Music Director : Saroj Pattanayak Lyricist : Saroj Pattanayak Arrangement : Anshu Keyboard & Rhythm : Anshu Sound Engineer: Smruti Ranjan Dubbing : Satya Edit & Camera- Sanat Panda Promotional Design: Sanat Panda Post Production: Siya Telefilms (Sanat Panda) Bhawanipatna,9658005981 Lyrics- ====== ପ୍ରଥମ ଦେଖାରୁ ହୃଦୟକୁ ମୋର ପ୍ରେମ ହେଇ ଗଲା ବୋଧେ ଭାବି ଭାବି ଦିନ ରାତି ତୋ ଚେହେରା ମରି ସାରିଲିଣି ଅଧେ ପ୍ରଥମ ଛୁଆଁରୁ କୁହୁଳିଲା ଧୂଆଁ ଲାଗି ଗଲା ନିଆଁ ବୋଧେ ଟୋପା ଟୋପା ତୋର ପ୍ରେମ ବରଷାରେ ଭିଜି ସାରିଲିଣି ଅଧେ ଆଖି ବୁଜି ଖାଲି ତୋ ମୁହଁ ଦେଖୁଚି ଆଖି ଖୋଲି ପୁଣି ତତେ ମୁଁ ଖୋଜୁଚି ତୋ ବିନା କ୍ଷଣେ କି ଜୀଇଁ ମୁଁ ପାରୁଚି ତୁ ମୋର ମୁଁ ତୋର ତୁ ମୋ ଜୀବନ ତୁ ମୋ ସପନ ତୁ ମୋର ହଁ ମୋର ଜୀଇଁବାର ଏବେ ଗୋଟିଏ କାରଣ ତୁ ଆସିବା ପରେ ମୋ ଜୀବନେ ଥରେ ମହ ମହ ବସେ ଆଜି ରାତି ଦିନ ମହ ମହ ବାସେ ରାତି ଦିନ ତୁ ଆସିବା ପରେ ମୋ ସପନେ ଥରେ ମହ ମହ ବସେ ଆଜି ରାତି ଦିନ ମହ ମହ ବାସେ ରାତି ଦିନ ନିଜ ସାଥେ ନିଜେ କଥା ମୁଁ ହଉଚି ମୁରୁକି ମୁରୁକି ମୋ ମନେ ହସୁଚି ସତେକି ପାଗେଳି ହେଇ ମୁଁ ଯାଉଚି ତୁ ମୋର ମୁଁ ତୋର ତୁ ମୋ ଜୀବନ ତୁ ମୋ ସପନ ତୁ ମଧୁଠୁଁ ବେସି ମୋ ମଧୁର ବୋଲି ଧିରେ ଧିରେ ମନ ତତେ ଦେଇଦେଲି ଧିରେ ଧିରେ ମନ ଦେଇଦେଲି ତୁ ନିଜଠୁଁ ବସି ମୋ ନିଜର ବୋଲି ଧିରେ ଧିରେ ଭଲ ତତେ ପାଇଗଲି ଧିରେ ଧିରେ ଭଲପାଇ ଗଲି ନକହିକି ତତେ ରହି ମୁଁ ପାରୁନି କହିବାକୁ ଚାହିଁ କହି ମୁଁ ପାରୁନି ନିଜକୁ ଆୟତ କରି ମୁଁ ପାରୁନି ତୁ ମୋର ମୁଁ ତୋର ତୁ ମୋ ଜୀବନ ତୁ ମୋ ସପନ ତୁ ମୋର ମୁଁ ତୋର ତୁ ମୋର ହଁ ମୋର ଜୀଇଁବାର ଏବେ ଗୋଟିଏ କାରଣ

Bidhata Gadhideichi|ବିଧାତା ଗଢ଼ିଦେଇଛି| New Odia Music Video|Raazrock&Ananya|Gdm Bablu|Divya &Niru

NEW FILM SCENE - ତୁ ମୋର ନିଝୁମ୍ ରାତିର ସାଥି -Tu Mora Nijhum Ratira Sathi | Film - NIJHUM RATIRA SATHI

Jaga To Kala Ranga l ଜଗା ତୋ କଳା ରଙ୍ଗ l RRB MUSIC ODIA l New Odia Jagannath Bhajan Song l R&B BHUYAN

JAGATARE PAIBUNI EMITI THAKURA TIE // ଜଗତରେ ପାଇବୁନି ଏମିତି ଠାକୁର ଟିଏ // Viral Jagannath Bhajan 2023

ପ୍ରେମ ଇତିହାସ(Duet) | Prema Itihasa(Duet) | Humane Sagar | Aseema Panda | Saroj Pattanayak

Pahanti Tara | Official Full Video | S Jitu & Monalisha | New Odia Romantic Song

ସ୍ନାନବେଦୀକୁ ବିଜେ କଲେ ପ୍ରଭୁ ଭାଇ ଭଉଣୀ ସହ Puri Snana Jatra 2026 Live Jay Jagannath TV

To Mathare Tikili 2.0 | 4K Full Video | Cookies & Joydev | Humane, Pragyan | L-T | Sidharth Music

To Bhabare Bandha Mun

To Pakhe Mo Kahani Sesa || part 2 || Prem Darshan || Monalisa || Simran || Sanjay || Biswajit ||

ଏ ସାଧବ ବୋହୂ .Ea Sadhaba Bohu.New Odia Song 2025.Human Sagar . UTKAL Music.

New Hindi Song 2026 | Non-Stop Playlist | Best of Arijit Singh, Jubin Nautiyal,Atif Aslam 💖

Bhala Pauchu ki || S Jitu & Arpita Choudhury || Sambit || Studio Version || New Romantic Song 2023

To Badapana Ku Dhik

Barasha Rani || Humane Sagar & Arpita Choudhury || Sambit Mohanty || LALIT MOHAN JENA

Odia Dhoka & Heartbreak Song Collection | ଭୁଲି ମୁ ପାରୁନି ମୋର ପ୍ରଥମ ପ୍ରେମ | Audio Jukebox | S Gold

ନିଜଠୁ ନିଜର | NIJATHU NIJARA | SWAYAM PADHI | ARCHANA PADHI | SAROJ PATTANAYAK

Mu Tate Bhala Pauchu Bodhe || ମୁଁ ତତେ ଭଲ ପାଉଛି ବୋଧେ || Humane Sagar & Amrita Pani || New Odia Song❤️

Tora Hei Jaichi | Official Studio Version | Humane Sagar | Odia Song | Odisha Records

